ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଗ୍ରାଣ୍ଡ ଶ୍ରୀଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ
ଭୁବନେଶ୍ୱର: ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ମନ୍ଦିର। ବିଦେଶରେ ଆହୁରି ପରିବ୍ୟାପ୍ତ ହେବ ଜଗନ୍ନାଥ ସଂସ୍କୃତି। ସିଲିକନ୍ ଭ୍ୟାଲିରେ ଗ୍ରାଣ୍ଡ ଜଗନ୍ନାଥ ମନ୍ଦିର କମ୍ପ୍ଲେକ୍ସ ଓ ସାଂସ୍କୃତିକ କେନ୍ଦ୍ରର ପ୍ରତିଷ୍ଠା କରାଯିବ। ବିଶ୍ୱର ଆଇଟି ହବ ଭାବେ ପରିଚିତ…