ବାପା-ମା’ଙ୍କୁ କଳିରୁ କ୍ଷାନ୍ତ କରିବାକୁ ଯାଇ ବଳି ପଡିଗଲା କୁନି ଝିଅ; ତଣ୍ଟି ଚିପିଦେଲା ପିଶାଚ ବାପା
ନୂଆପଡା: ପାରିବାରିକ ବିବାଦ କେତେ ଭୟଙ୍କର ହୋଇପାରେ ତାହାର ଏକ କରୁଣ ରୂପ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ବାପା-ମା’ଙ୍କ ମଧ୍ୟରେ ଚାଲିଥିଲା ଝଗଡା । ଝଗଡା ଦେଖି ସହି ପାରିଲାନି କୁନି ଝିଅଟି । ଝଗଡାରୁ କ୍ଷାନ୍ତ କରିବା ପାଇଁ ଉଭୟଙ୍କୁ ଚେଷ୍ଟା କରୁଥିଲା । ହେଲେ ସେ ଜାଣି ନ ଥିଲା…