ଆସୁଅଛି ଶେଖର କାପୁରଙ୍କ କ୍ଲାସିକ ଫିଲ୍ମ ମାସୁମର ସିକ୍ୱେଲ
ମୁମ୍ବାଇ:ଭାରତୀୟ ସିନେମା ଇତିହାସରେ ଫିଲ୍ମମେକର ଶେଖର କାପୁର ଦର୍ଶକଙ୍କୁ ଅନେକ ଭଲ ଫିଲ୍ମ ଭେଟି ଦେଇଛନ୍ତି । ଏହା ମଧ୍ୟରେ ୧୯୮୩ରେ ରିଲିଜ ହୋଇଥିବା ମାସୁମ ଅନ୍ୟତମ । ଦର୍ଶକଙ୍କୁ ଏହି ଫିଲ୍ମ ସର୍ବଦା ପସନ୍ଦ ଆସିଅଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଶେଖର କାପୁର ଏହାର…