ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ: ସିଗନାଲ ମାନିଲାନି କରମଣ୍ଡଳ, ଅପ୍ ଲାଇନରେ ପଶି ମାଲବାହୀକୁ ପିଟିଲା
ଭୁବନେଶ୍ୱର:ଏତେବଡ ଦୁର୍ଘଟଣା କିପରି ଘଟିଲା । ଏକ ସମୟରେ ତିନି ଟ୍ରେନ ପରସ୍ପର ସହ ଧକ୍କା କେମିତି ହେଲା ଯେଉଁଥିପାଇଁ ଚାଲିଗଲା ୨୬୧ ଜଣଙ୍କ ଜୀବନ । ଇତି ମଧ୍ୟରେ ଉଦ୍ଧାର କାମ ଶେଷ ହୋଇଛି । ୯୦୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ, ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ଓ…