ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ଲକ୍ଷ୍ୟଙ୍କ ଅଭିଯାନ ଶେଷ
ବ୍ୟାଙ୍କକ: ଚଳିତ ଥାଇଲାଣ୍ଡ ଓପନ ବ୍ୟାଡମିଂଟନରେ ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଭାରତର ଷ୍ଟାର ଖେଳାଳି ଲକ୍ଷ୍ୟ ସେନଙ୍କ ଅଭିଯାନ ଶେଷ ହୋଇଛି । ଶନିବାର ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ଲକ୍ଷ୍ୟ ଥାଇଲାଣ୍ଡର କୁନଲବୁତ ବିତିଦର୍ସନ ୨୧-୧୩, ୨୧-୧୯ ଓ ୨୧-୧୩ରେ ପରାଜିତ ହୋଇଥିଲେ । ପ୍ରଥମ ଗେମକୁ…