Latest Odisha News

BREAKING NEWS

ଗୋଟିଏ ଟ୍ରାକରେ ଥିଲା କି ମାଲବାହୀ ଟ୍ରେନ୍ ଓ କରମଣ୍ଡଳ ଏକ୍ସପ୍ରେସ୍ ? ଜାରି ହେଲା ହେଲ୍ପଲାଇନ୍ ନମ୍ବର

ବାଲେଶ୍ୱର: ମାଲବାହୀ ଟ୍ରେନକୁ ଧକ୍କା ଦେଇ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରାକରୁ ଖସିବା ପରେ ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି । ସୋର ବାହନଗା ରେଲୱେ ଷ୍ଟେସନ ନିକଟରେ ହାୱଡ଼ା-ଶାଲିମାର ଏକ୍ସପ୍ରେସର ୩ଟି ଏସି କୋଚ୍ ଓ ୫ଟି ସ୍ଲିପର କୋଚ୍ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି । ତେବେ ସୂଚନା…

ମାଗଣା ବିଜୁଳି, ରାଜସ୍ଥାନ ଦେବା ପରେ ଅନ୍ୟ ରାଜ୍ୟରେ ବି ଉଠିଲା ଦାବି

ଭୁବନେଶ୍ୱର: ଦେଶରେ ଏବେ ଚାଲିଛି ବିଜୁଳି ରାଜନୀତି। ପ୍ରତ୍ୟେକ ବ୍ୟକ୍ତି ବିଜୁଳି ବ୍ୟବହାର କରୁଥିବାବେଳେ ବିଜୁଳି ବିଲ ଲୋକଙ୍କ ପାଇଁ ବଡ଼ ବୋଝ ଭାବେ ଗଣାଯାଉଛି। ତେଣୁ ଏହାକୁ ଆଖି ଆଗରେ ରଖି ରାଜନୈତିକ ଦଳ ଓ ସରକାର ବିଜୁଳିକୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଆମ…

ଶକୁନି ଭୂମିକା କରିଥିବା ଗୁଫି ପେଂଟଲ ଗୁରୁତର

ମୁମ୍ବାଇ: ମହାଭାରତରେ ଶକୁନିଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଗୁଫି ପଂଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ସେ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଉଦବେଗଜନିତ ଥିବା ଜଣାପଡିଛି । ଅଭିନେତ୍ରୀ ଟିନା ଘାଇ ତାଙ୍କ…

ବିଦେଶରେ ପିଏମ ମୋଦିଙ୍କ ପ୍ରଶଂସା କଲେ ରାହୁଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ପ୍ରଶଂସା। ବିଦେଶ ଗସ୍ତରେ ଯାଇ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ କଡା ସମାଲୋଚନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ରୁଷ ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକା ଠିକ ବୋଲି ରାହୁଲ…

ରାହୁଲଙ୍କ ସବୁଠୁ ପ୍ରିୟ ସୁନୀଲ କାନୁଗୋଲୁ

ଭୁବନେଶ୍ୱର: କଂଗ୍ରେସର ବ୍ଲୁଆଏଡ଼ ବୟ ସୁନୀଲ କାନୁଗୋଲୁଙ୍କୁ ଏବେ ଦଳ ପୁରସ୍କୃତ କରିଛି। ସୁନୀଲଙ୍କୁ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପୁରା କଂଗ୍ରେସର ନବ କଳେବରର ବିନ୍ଧାଣି ବୋଲି କୁହାଯାଉଛି। ରାହୁଲଙ୍କ ଭାରତ ଯୋଡୋ ଯାତ୍ରାଠୁ ଆରମ୍ଭ କରି କର୍ଣ୍ଣାଟକର ବଡ଼ ସଫଳତା ସବୁ ପାଇଁ…

ବାହାନଗା ନିକଟରେ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଓଲଟିଲା ହାୱଡ଼ା-ଶାଲିମାର ଏକ୍ସପ୍ରେସ୍

ବାଲେଶ୍ୱର: ସୋର ବାହାନଗା ଷ୍ଟେସନ ନିକଟରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଇ ଓଲଟିଲା ହାୱଡ଼ା-ଶାଲିମାର ଏକ୍ସପ୍ରେସ୍ । ବାହାନଗା ଷ୍ଟେସନ ନିକଟରେ ହାୱଡ଼ା-ଶାଲିମାର ଏକ୍ସପ୍ରେସର ପ୍ରାୟ ୫ଟି ବଗି ଓଲଟି ପଡ଼ିଥିବା ସୂଚନା ମିଳିଛି । ଏକାଧିକ ଯାତ୍ରୀ ଆହତ…

ସିସୋଡିଆଙ୍କୁ ଆଶ୍ୱସ୍ତି, ଅସୁସ୍ଥ ପତ୍ନୀଙ୍କୁ ଭେଟି ପାରିବେ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନୀଷ ସିସୋଡିଆଙ୍କ ବିରୋଧରେ ତଦନ୍ତ ଚାଲିଛି । ଏହି ଅବସରରେ ଶୁକ୍ରବାର ସିସୋଡିଆଙ୍କୁ ଆଶ୍ୱସ୍ତ ମିଳିଛି । ସେ ଶନିବାର ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି । ତେବେ ସେ…

ଆଇପିଏଲ ସରିଲା, ଏବେ ଟିମ ଇଣ୍ଡିଆର ଆଗକୁ ରହିଛି ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଇପିଏଲର ସମାପ୍ତି ପରେ ଏବେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ୭ ଜୁନରୁ ଓଭାଲରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳାଯିବ । ଏହା ପରେ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ । ସେଠାରେ ୨ଟି ଟେଷ୍ଟ,…

ରାହୁଲ ବିଜେପି ସହ ଲଢୁଛନ୍ତି ନା ଦେଶ ସହ : ମୁସଲିମ ଲିଗ ବୟାନ ଉପରେ ପ୍ରଶ୍ନ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଆମେରିକାରେ ମୁସଲିମ ଲିଗ ଉପରେ ଦେଇଥିବା ବୟାନକୁ ନେଇ ଦେଶରେ ବିବାଦ ତେଜିଛି । ରାହୁଲ ଗାନ୍ଧୀ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁସଲିମ ଲିଗକୁ ସମ୍ପୂର୍ଣ୍ଣ ଧର୍ମ ନିରପେକ୍ଷ ଦଳ ବୋଲି ଦର୍ଶାଇଛନ୍ତି । ଏହାକୁ ନେଇ ବିଜେପି ନେତାମାନେ ରାହୁଲ ଗାନ୍ଧୀଙ୍କ…

ଆଇବି ୱାର୍ଲ୍ଡ ସ୍କୁଲ୍ ସହ ଯୋଡ଼ି ହେଲା ସାଇ ଇଣ୍ଟରନ୍ୟାସନାଲ୍

ଭୁବନେଶ୍ୱର: କ୍ୟାରିୟର ପ୍ରୋଗ୍ରାମ ଲାଗି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ଆଇବି ୱାର୍ଲ୍ଡ ସ୍କୁଲ୍ ସହ ଯୋଡ଼ି ହୋଇଛି । ୧୬ରୁ ୧୯ ବର୍ଷ ବୟସର ଶିକ୍ଷାର୍ଥୀଙ୍କ ପାଇଁ ଏହା ମାଧ୍ୟମରେ ଶିକ୍ଷାଦାନ କରାଯିବ । ଏହା ସମାନ୍ତରଳ ଭାବେ କେମ୍ବ୍ରିଜ୍ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ଏବଂ…