ମେ ୨୮ରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର କରିବେ ଉଦଘାଟନ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନ କରିବେ । ଗୁରୁବାର ବାଚସ୍ପତି ଓମ ବିର୍ଲା ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଉଦଘାଟନ ପାଇଁ ନିର୍ମାଣ କରିଛନ୍ତି । ୨୦୨୧ ଜାନୁୟାରୀ ୧୫ରୁ ଏହି ତ୍ରିଭୂଜକାର ନୂତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ…