ଡବ୍ଲ୍ୟୁଏଫଆଇର ସମସ୍ତ ପଦାଧିକାରୀଙ୍କ ଉପରେ ଆଇଓଏ ଲଗାଇଲା ପ୍ରତିବନ୍ଧ
ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଶନିବାର ଭାରତୀୟ କୁସ୍ତି ସଂଘ (ଡବ୍ଲ୍ୟୁଏଫଆଇ)ର ସମସ୍ତ ପଦାଧିକାରୀଙ୍କ ଉପରେ ପ୍ରତିବନ୍ଧ ଲଗାଇଛି । ଏହା ବ୍ୟତୀତ ସମସ୍ତ ଡକ୍ୟୁମେଂଟ, ଆକାଂଉଟସ, ଟୁର୍ଣ୍ଣାମେଂଟର ଲଗଇନ ୱେବସାଇଟ ଏବଂ ଅନ୍ୟ ସମସ୍ତ ଆବଶ୍ୟକୀୟ ପ୍ରମାଣପତ୍ର ହସ୍ତାନ୍ତର କରିବାକୁ…