ଭାରତ ଯାତ୍ରାକୁ ଭିନ୍ନ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ-ବିଲାବଲ ଭୁଟ୍ଟୋ
ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ମେ’ ପ୍ରଥମ ସପ୍ତାହରେ ଭାରତ ଯାତ୍ରାରେ ଆସୁଛନ୍ତି । ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଭାରତ-ପାକିସ୍ତାନ ମଧ୍ୟରେ ସବୁ ପ୍ରକାର ସମ୍ପର୍କରେ କଟକଣା ଲାଗିଥିବାବେଳେ ବିଲାବଲଙ୍କ ଏହି ଯାତ୍ରାକୁ ନେଇ…