ପଦ୍ମ ଧରିଲେ ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ, ବିଜେପିରେ ଯୋଗ ଦେବା କ୍ଷଣି କଲେ କଂଗ୍ରେସକୁ କଟାକ୍ଷ
ନୂଆଦିଲ୍ଲୀ : କଂଗ୍ରେସ ହାତ ଛାଡିବା ପରେ ଶୁକ୍ରବାର ବିଜେପି କ୍ୟାମ୍ପରେ ଯୋଗ ଦେଇଛନ୍ତି କିରଣ କୁମାର ରେଡ୍ଡୀ । ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ନୂଆଦିଲ୍ଲୀର ବିଜେପି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବରେ ଦଳରେ ସାମିଲ ହୋଇଛନ୍ତି । ଆଉ ବଡ଼ କଥା ହେଲା…