ସାଲାରରେ ପ୍ରଭାସଙ୍କ ଡବଲ ରୋଲ, ଜେମ୍ସ ବଣ୍ଡ ଫିଲ୍ମ ପରି ହେବ ଆକ୍ସନ ଦୃଶ୍ୟ
ମାଡ୍ରାସ: ସାଉଥ ଇଣ୍ଡିଆ ସୁପରଷ୍ଟାର ତଥା ବାହୁବଳୀ ଫେମ ପ୍ରଭାସ ଏବେ ତାଙ୍କର ଆଗାମୀ ଫିଲ୍ମ ସାଲାରର ଶୁଟିଂରେ ବ୍ୟସ୍ତ ଅଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଫିଲ୍ମରେ ପ୍ରଭାସ ଡବଲ ରୋଲ କରିବାକୁ ଯାଉଛନ୍ତି । ଯାହା ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛି । କେଜିଏଫ…