Latest Odisha News

BREAKING NEWS

ଅବଧି ସରିନି, ସରିଗଲା ବିଧାନସଭା

ଭୁବନେଶ୍ୱର:ଶେଷ ହୋଇଛି ବିଧାନସଭା ବଜେଟ ଅଧିବେଶନ।୬ ଦିନ ପୂର୍ବରୁ ଅର୍ଥାତ ୪ ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବଜେଟ ଅଧିବେଶନ। ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି । ଏହି ଅଧିବେଶନରେ ଦୁଇଟି…

ମୋ ବିରୋଧରେ ଯଦି ଅଭିଯୋଗ ଅଛି ତଦନ୍ତ ହେଉ : ନରସିଂହ ମିଶ୍ର

ଭୁବନେଶ୍ୱର : ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ ପ୍ରସଙ୍ଗରେ ବିଧାନସଭା ବାହାରେ ଶୁକ୍ରବାର ଦେଖିବାକୁ ମିଳିଥଲା କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ବିଷୋଦଗାର। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ମିଶ୍ର କହିଥିଲେ, ମୋ ବିରୋଧରେ ଯଦି କିଛି ଫଟୋ କିମ୍ୱା ଅଭିଯୋଗ ଅଛି, ତାହାହେଲେ…

ଓଡିଶା ପ୍ରଦେଶ କଂଗ୍ରେସ,ପାରିଲେ ହିରୋ ନ ପାରିଲେ ଜିରୋ !

ଭୁବନେଶ୍ୱର: ରାହୁଲ ଗାନ୍ଧୀ ପ୍ରସଙ୍ଗରେ କଣ ଫାଇଦା ପାଇବ ରାଜ୍ୟ କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ପ୍ରସଙ୍ଗକୁ ନେଇ ସାରା ଦେଶରେ ଆଲୋଚନା ହେଉଥିବା ବେଳେ ଓଡ଼ିଶାରେ ମଧ୍ୟ ଏଭଳି ଚର୍ଚ୍ଚା ଜୋର ଧରିଛି। ରାହୁଲଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା ସମେତ…

‘ରାହୁଲ’ ସମର୍ଥନ ବଢୁଛି, ବିବାଦ ବି ବଢୁଛି!

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲଙ୍କ ପ୍ରତି ଦେଶ ସମେତ ବିଦେଶରୁ ସମର୍ଥନ ବଢ଼ିବାରେ ଲାଗିଛି। ରାହୁଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଆମେରିକା ପରେ ଜର୍ମାନୀ ମୁହଁ ଖୋଲିଛି। ରାହୁଲଙ୍କ ପ୍ରସଙ୍ଗରେ ବିଚାର ବିଭାଗୀୟ ସ୍ୱାଧୀନତା ଓ ମୌଳିକ ଗଣତାନ୍ତ୍ରିକ ନୀତି ଲାଗୁ ହେବା ଉଚିତ ବୋଲି…

ସୁବ୍ରତ ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ କ’ଣ ସମ୍ପର୍କ : ଜୟନାରାୟଣ

ଭୁବନେଶ୍ୱର : ବିଧାନସଭାରେ ଶୁକ୍ରବାର ଉଠିଥିଲା ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ ଓ ବଣିକ କୋଚିଂ ପ୍ରସଙ୍ଗ। ଶାସକ ବିଜେଡିକୁ ଏହି ଦୁଇ ପ୍ରସଙ୍ଗରେ ବିରୋଧୀ ଆକ୍ରମଣ କରିଥିଲେ। ‘ବଣିକ୍‌’ କୋଚିଂ ସେଣ୍ଟର ସୁବ୍ରତ ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ ସହ କ’ଣ ସଂପର୍କ ରହିଛି ବୋଲି…

ଆଇପିଏଲରେ ଧୋନୀ ହେଲେ ବୟୋଜ୍ୟେଷ୍ଠ ଅଧିନାୟକ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ ଅହମ୍ମଦାବାଦରେ ଆରମ୍ଭ ହୋଇଯାଇଛି । ଗୁଜରାଟ ଟାଇଟନ୍ସ ବିଜୟ ମ୍ୟାଚ ପାଇଁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପଡିଆରେ ପାଦ ଦେବା ମାତ୍ରେ ଏକ ନୂତନ ରେକର୍ଡର ଅଧିକାରୀ ହୋଇଛନ୍ତି । ଧୋନୀ ଆଇପିଏଲରେ ସବୁଠାରୁ…

ଆରମ୍ଭ ହେଲା ଆଇପିଏଲ, ନାଟୁ ନାଟୁରେ ନାଚିଲେ ରଶ୍ମିକା

ଅହମ୍ମଦାବାଦ: ଏକ ବର୍ଣ୍ଣାଢ୍ୟ ପରିବେଷରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣର ଊଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପାଖାପାଖି ୧ ଘଂଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମକୁ ମନ୍ଦିରା ବେଦୀ ପରିଚାଳନା କରିଥିଲେ । ବଲିଉଡ ଗାୟକ ଅରଜିତ ସିଂ କେସରିୟା…

ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ, ସମୂହଙ୍କ ପାଇଁ ସ୍ୱପ୍ନ ଦେଖିବା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଯୁବ ସଙ୍ଗଠନ ‘ଆମେ ଓଡ଼ିଆ’ ପକ୍ଷରୁ ଯୁବ ଡାଏଲଗ୍ 'ଓଡ଼ିଶା @୧୦୦' ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବରେ ଯୋଗ ଦେଇ ବିଶ୍ୱର ସମ୍ଭାବନା ଓ ସୁଯୋଗକୁ ସ୍ୱୟଂ ପାଇଁ ନୁହେଁ ବରଂ…

୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀଙ୍କୁ ଧରିଲା ଭିଜିଲାନ୍ସ

ପାରାଦୀପ: ଭିଜିଲାନ୍ସ ଜାଲରେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ । ୮୦ ହଜାର ଟଙ୍କା ଲାଞ୍ଜ ନେଉଥିବା ବେଳେ ପାରାଦୀପ ସିଟି ଆଣ୍ଡ ଜିଏସଟି ଅଧିକାରୀ (ଏନଫୋର୍ସମେଣ୍ଟ ୟୁନିଟ୍) ଚିତ୍ତରଞ୍ଜନ ମହାନ୍ତି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସୂଚନା ଅନୁସାରେ, ଜବତ କାଜଗପତ୍ର ମାମଲାରେ…

ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଧରିଲା ଡିଜିଲକର୍, କୋରାପୁଟରେ ୨୨ ଜଣଙ୍କ ନାଁରେ ଏତଲା

ଜୟପୁର: ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୨୨ ଜଣଙ୍କ ନାଁରେ ଏତଲା ଦିଆଯାଇଛି । କୋରାପୁଟ ଡାକ ମଣ୍ଡଳ ପକ୍ଷରୁ ଦିଆଯାଇଥିବା ଏତଲା ଅନୁସାରେ, ଗ୍ରାମୀଣ ଡାକ ସେବକ ନିଯୁକ୍ତି ଲାଗି ୨୨ ଜଣ ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇଥିଲେ । ଆଶାୟୀ ଦେଇଥିବା ଅଧିକାଂଶ ଶିକ୍ଷାଗତ…