Latest Odisha News

BREAKING NEWS

ବିଶ୍ୱ ଗଳ୍ପକଥନ ଦିବସରେ ‘ଷ୍ଟୋରୀ ୱିଭର’ ପକ୍ଷରୁ ‘ଗେଟ ଚିଲ୍ଡ୍ରେନ ରିଡ଼’ ଅଭିଯାନର ଆରମ୍ଭ

ଭୁବନେଶ୍ୱର : ପ୍ରତିବର୍ଷ ମାର୍ଚ୍ଚ ୨୦ କୁ 'ବିଶ୍ୱ ଗଳ୍ପକଥନ ଦିବସ' ଭାବରେ ପାଳନ କରାଯାଏ। ଏହି  ଅବସରରେ ପିଲାଙ୍କ ମଧ୍ୟରେ ନିୟମିତ ଭାବରେ ପଢ଼ିବାର ଅଭ୍ୟାସକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପାଇଁ ପ୍ରକାଶକ 'ପ୍ରଥମ ବୁକ୍ସ'ର “ଷ୍ଟୋରି ୱିଭର” ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ୨୦୧୩…

ନବ ଦାସ ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ: ଗୋପାଳ ଦାସ ବିନା ସୂଚନାରେ ୨ ମାସ ଛୁଟିରେ ଥିଲେ

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାର ଅଭିଯୁକ୍ତଭାବେ ଗିରଫ ହୋଇଥିବା ଅଭିଯୁକ୍ତ ଗୋପାଳ ଦାସକୁ ମାନସିକ ରୋଗୀ ବୋଲି ସାବ୍ୟସ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଛି । ଏମିତି ଅଭିଯୋଗ ଆଣି ବିରୋଧୀ ଗୃହକୁ ହୁଲସ୍ତୁଲ କରୁଥିବାବେଳେ ଆଜି ଗୃହରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି…

୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ କାଳବୈଶାଖୀ ବର୍ଷା, ଭୁବନେଶ୍ୱରରେ ଛେଚୁଛି କୁଆପଥର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆସନ୍ତା ୨ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ଘଡ଼ଘଡ଼ ସହ କୁଆପଥର ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆସନ୍ତା ୨ ଘଣ୍ଟାରେ…

DJ ଆଜେକ୍ସ ଆତ୍ମହତ୍ୟା ମାମଲା, ବାନ୍ଧବୀ ଓ ପୁରୁଷବନ୍ଧୁଙ୍କ CDR ରିପୋର୍ଟ ମାଗିଲା ପୋଲିସ

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲାରେ ଖୋଳତାଡ ଜାରି ରଖିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ । ଆତ୍ମହତ୍ୟା ପଛରେ ଅର୍ଥ ଦେଣନେଣ ଓ ବ୍ଲାକମେଲିଂ ନେଇ ପୋଲିସକୁ ସୁରାକ୍ ମିଳିଥିବା ଚର୍ଚ୍ଚା ହେଉଛି। ସେପଟେ ମୃତ୍ୟୁ ରହସ୍ୟ ଖୋଲିବାକୁ…

ନବ ଦାସ ହତ୍ୟା ମାମଲାରେ ସୁଶାନ୍ତ ସିଂହଙ୍କୁ ଟାର୍ଗେଟ କଲା ଛାତ୍ର କଂଗ୍ରେସ: ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ନବଦାସ ହତ୍ୟା ମାମଲାକୁ ନେଇ ତାତିଲା ଛାତ୍ର କଂଗ୍ରେସ । ସରଗରମ ହେଲା ରାଜ୍ୟ ରାଜନୀତି । ଏହି ଘଟଣାରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ତାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି । ତାଙ୍କ ଘରକୁ ଟମାଟୋ ମାଡ କରିଛି ଛାତ୍ର…

ବିଳାସପୂର୍ଣ୍ଣ ଶେଷଶଯ୍ୟା: ଏଠି ଶେଷକୃତ୍ୟ ସହ ଶୁଭକାମ ବି ହୁଏ

ନାଁ ତା’ର ଶ୍ମଶାନ । ହେଲେ ଥରେ ଦେଖିଲେ ଆଖି ଲାଖିଯିବ । ଘଡିଏ ଅଟକି ଯିବାକୁ ମନ କହିବ । ଶ୍ମଶାନ ନାଁ ଶୁଣିଲେ ମଣିଷ ମନରେ ଭୟ ଭାବ ସୃଷ୍ଟି ହେବା ସାଧାରଣ କଥା । ହେଲେ ଏ ଶ୍ମଶାନକୁ ଦେଖିଲେ ମନ କହିବ ଏଠାରେ ଦଣ୍ଡେ  ରହିଯିବାକୁ  । ଏହା ଏମିତି ଏକ ଶ୍ମଶାନ ଯେଉଁଠି ଖାଲି ଅଶୁଭ ନୁହେଁ…

ଲଣ୍ଡନରେ ଭାରତୀୟ ହାଇ କମିଶନ ଅଫିସ୍‌ରେ ଖଲିସ୍ତାନୀ ଆକ୍ରମଣ, ବ୍ରିଟେନ୍ ରାଷ୍ଟ୍ରଦୂତଙ୍କୁ ଭାରତର ସମନ

ନୂଆଦିଲ୍ଲୀ: ବ୍ରିଟେନ୍ ଉପରେ ଅସନ୍ତୋଷ ପ୍ରକାଶ କଲା ଭାରତ। ଲଣ୍ଡନରେ ଥିବା ଭରାତୀୟ ଉଚ୍ଚା ଆୟୋଗ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ଖିଲିସ୍ତାନୀ ଉଗ୍ରବାଦୀମାନେ କାର୍ଯ୍ୟାଳୟରୁ ତ୍ରିରଙ୍ଗା ପତାକା ହଟାଇବା ସହ ଭଙ୍ଗାରୁଜା କରିଛନ୍ତି। ଏହି ଘଟଣାକୁ ଭାରତ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।…

 ମାଟ୍ରିକ ପରୀକ୍ଷା ଚାପ: ଜୀବନ ହାରିଦେଲେ ଛାତ୍ରୀ

ଯାଜପୁର: ମାଟ୍ରିକ ପରୀକ୍ଷା ସରିବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଛାତ୍ରୀ ।  ଦୁଇଟି ପରୀକ୍ଷାରେ ଖରାପ କରିଥିବାରୁ ଗତକାଲି ରାତିରେ ସେ ଆତ୍ମହତ୍ୟା କରି ଦେଇଛନ୍ତି । ଏମିତି ଦୁଃଖଦ ଖବର ଆସିଛି ଯାଜପୁର ଜିଲ୍ଲାରୁ । ମୃତା ଛାତ୍ରୀ ଜଣକ ଯାଜପୁର ଥାନା ତଥା ଦଶରଥପୁର ବ୍ଳକ ଅନ୍ତର୍ଗତ…

ରେଳ ଷ୍ଟେସନ୍‌ରେ ଯାତ୍ରୀ ଅପେକ୍ଷା କରିଥିବା ବେଳେ ଟିଭି ସ୍କ୍ରିନ୍‌ ଚାଲିଲା ଅଶ୍ଳୀଳ ଭିଡିଓ; ତଦନ୍ତ ଆରମ୍ଭ

ପାଟନା: ବିହାରର ପାଟନା ରେଲୱେ ଷ୍ଟେସନରେ ଅପେକ୍ଷା କରିଥିଲେ ଶତାଧିକ ଯାତ୍ରୀ। ଟ୍ରେନ୍‌ ଆସିଲେ ନିଜ ନିଜ ଗନ୍ତବ୍ୟ ସ୍ତଳକୁ ଯିବେ। ଷ୍ଟେସନ୍‌ରେ ଲାଗିଥିବା ଟିଭିରେ ଚାଲୁଥିଲା ବିଜ୍ଞାପନ। ହେଲେ ହଠାତ୍ ଟିଭିରେ ଅଶ୍ଳୀଳ ଫିଲ୍ମ(ପର୍ଣ୍ଣ ଫିଲ୍ମ) ଦେଖାଇବା ଆରମ୍ଭ ହୋଇଗଲା। ପ୍ରାୟ ୩ ମିନିଟ ଧରି…

ବେଳାଭୂମିରେ ପଖାଳ କଂସା, ବାଲୁକା କଳାରେ ଅବିଭୂତ ଦର୍ଶକ

ପୁରୀ : ଆଜି ହେଉଛି ପଖାଳ ଦିବସ  । ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ  । ଏହି ଦିବସ ଅବସରରେ ପୁରୀ ନିଳାଦ୍ରୀ ବିଚ୍ ରେ ସେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ବିଶ୍ଵ ପଖାଳ ଦିବସର ଶୁଭେଛା ଜଣାଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପ୍ରତେକ ଓଡିଆ ଏହାକୁ ପାଳନ କରିବାକୁ ସେ…