Latest Odisha News

BREAKING NEWS

ଆମ ହସ୍ପିଟାଲ ଯୋଜନା, ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 5T ନୀତି ଅନୁସାରେ ପ୍ରଣିତ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଭୁକ୍ତ ହସ୍ପିଟାଲ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରକଳ୍ପର…

ସୋଆରେ ଦୁଇ ଦିନ ଧରି ଚାଲିଥିବା ଷ୍ଟାର୍ଟଅପ୍ କନ୍‌କ୍ଲେଭ୍ ଉଦ୍‌ଯାପିତ

ଭୁବନେଶ୍ୱର: କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ସହିତ ତାଳ ଦେଇ କୃଷି କାର୍ଯ୍ୟ କରିବା ତଥା ଅତ୍ୟାଧୁନିକ କୃଷି ପ୍ରଣାଳୀରେ ଅଭ୍ୟସ୍ତ କରାଇବାର ଲକ୍ଷ୍ୟ ନେଇ ସାମାଜିକ ଉଦ୍ୟୋଗ ଲାଇଭ୍‌ଲିହୁଡ୍ ଅଲ୍ଟରନେଟିଭ୍‌ସ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ମ୍ୟାନେଜମେଂଟ ଆନନ୍ଦ (ଇର୍ମା)-ଆଇସିଡ୍…

ଇଣ୍ଡିଆନ ଗ୍ରାଁ ପ୍ରି ୧: କିଶୋରଙ୍କୁ ସ୍ୱର୍ଣ୍ଣ, ଅମୀୟ ଜିତିଲେ ରୌପ୍ୟ

ତ୍ରିଭେନ୍ଦ୍ରମ: ତ୍ରିଭେନ୍ଦ୍ରମର ଏଲଏନସିପିଇ ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ୧ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସୋମବାର ଜାଭେଲିନ ଥ୍ରୋରେ କିଶୋର କୁମାର ଜେନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୮୧.୦୫ ମିଟର ଦୂରତାକୁ…

୩ ମାସ ମଧ୍ୟରେ ସମସ୍ତ ହାଇକୋର୍ଟରେ ଅନଲାଇନ୍ RTI ପୋର୍ଟାଲ୍ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଥିବା ୨୫ଟି ଯାକ ହାଇକୋର୍ଟରେ ରହିବ ଆରଟିଆଇ ପୋର୍ଟାଲ୍ । ଏନେଇ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିମ୍ହା ଓ ଜଷ୍ଟିସ୍ ଜେବି ପର୍ଦିୱାଲାଙ୍କ ଖଣ୍ଡପୀଠ ହାଇକୋର୍ଟ…

ଡବ୍ଲ୍ୟୁପିଏଲ: ପ୍ଲେ ଅଫରେ ପ୍ରବେଶ କଲା ୟୁପି ୱାରିୟର୍ସ

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ କ୍ରିକେଟରେ ତୃତୀୟ ଦଳ ଭାବେ ୟୁପି ୱାରିୟର୍ସ ପ୍ଲେ ଅଫରେ ପ୍ରବେଶ କରିଛି । ସୋମବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୟୁପି ଟିମ ୩ ୱିକେଟରେ ଗୁଜରାଟ ଜ୍ୟାଂଟସକୁ ପରାସ୍ତ କରିଥିଲା । ମୁମ୍ବାଇ ଓ ଦିଲ୍ଲୀ ଟିମ ପୂର୍ବରୁ ପ୍ଲେ ଅଫରେ ପ୍ରବେଶ…

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ହାସଲ କଲେ ବିଶ୍ୱାସମତ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି । ସେ ସୋମବାର ଅନୁଷ୍ଠିତ ବିଶ୍ୱାସ ମତ ସହଜରେ ହାସଲ କରି ନେଇଛନ୍ତି । ୨୬୫ ସାଂସଦ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ । ପ୍ରଚଣ୍ଡ ଗଠବନ୍ଧନକୁ ୧୭୨ ଓ ବିରୋଧୀଙ୍କୁ ୮୯ ଭୋଟ ମିଳିଥିଲା ।…

ବନ ବିଭାଗ ଆସିବା ପୂର୍ବରୁ ନିଆଁ ଲିଭାଇଲେ କଲେଜ୍ ପିଲା

ସମ୍ବଲପୁର: ଜଙ୍ଗଲ ଜଳିବା ପାଇଁ ସବୁବେଳେ ମଣିଷକୁ ଦାୟୀ କରାଯାଉଛି । ହେଲେ  ଏଠି ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଏଠି  ମଣିଷ ଜଙ୍ଗଲ ନିଆଁ ଲିଭାଉଛି । ଆଜି ଦିନ ପ୍ରାୟ ଗୋଟେ ୪୫ ମିନିଟରେ  ସମ୍ବଲପୁର ଜିଲ୍ଲା ନାକଟି ଦେଉଳ ରେଞ୍ଜର  ବାଟଗାଁ ହାୟର ସେକେଣ୍ଡାରୀ ସ୍କୁଲ ପଛପଟେ ଥିବା…

ବିରୋଧୀଙ୍କ ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ସମୀରଙ୍କ ଖଣ୍ଡନ, ବ୍ୟସ୍ତ ନହେବାକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ…

ଭୁବନେଶ୍ୱର : ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ନେଇ ବିରୋଧୀଙ୍କ ଆକ୍ରମଣ ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏଥିରେ କିଛି ସତ୍ୟତା ନଥିବା ଓ ପ୍ରଶ୍ନପତ୍ର ଲିକ୍ ହୋଇନି ବୋଲି ସ୍ପଷ୍ଟ କରିଛନ୍ତି ସମୀର । ଏ ନେଇ ସେ ବୋର୍ଡ ସଭାପତି,…

ଅମ୍ରିତପାଲ ଆଇଏସଆଇ ଏଜେଣ୍ଟ; ହିଂସାକାଣ୍ଡ ଘଟାଇବା ପାଇଁ ଭାରତକୁ ପଠାଇଥିଲା ପାକ୍ ଗୁଇନ୍ଦା ସଂସ୍ଥା

ଅମ୍ରିତସର:ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ଜଣେ ଆଇଏସଆଇ ଏଜେଣ୍ଟ । ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଅମ୍ରିତପାଲକୁ ବିପୁଳ ଟଙ୍କା ଦେଇ ଭାରତରେ ଖଲିସ୍ଥାନ ଗଠନ ନାମରେ ହିଂସାକାଣ୍ଡ ଘଟାଇବା ପାଇଁ ପଠାଇଛି । ଏମିତି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଚି ଭାରତୀୟ ଗୋଇନ୍ଦା ସଂସ୍ଥା ।…

ଡକାୟତି ଓ ଦାଦାବଟି ଆଦାୟ ମାମଲାରେ ୧୨ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ପୁରୀ ପୋଲିସକୁ ବଡ଼ ଧରଣର ସଫଳତା ମିଳିଛି । ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଓ ଦାଦାବାଟି ଆଦାୟ ଅଭିଯୋଗରେ ସୋମବାର ପୁରୀ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି । ପୁରୀ ଟାଉନ୍ ଥାନା…