Latest Odisha News

BREAKING NEWS

ଫାଇଭ ଟି ସଚିବଙ୍କ ପାଦ ଧୋଇ ଦେବାର ଫଟୋକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ସରକାରୀ ଗସ୍ତ ବେଳେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପାଣ୍ଡିଆନଙ୍କ ପାଦକୁ ଦୁଇ ଜଣ ମହିଳା ସର୍ବସମ୍ମୁଖରେ ଧୋଇ ଦେଉଥିବାର ଦେଖିବାକୁ ମିଳିଛି। ଆଉ ପାଖରେ ଅନେକ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏକ ଖଟୁଲିରେ ବା ପିଢା…

ଜାତୀୟ ଜନଜାତି କଳାବସ୍ତୁ ମେଳାର ଷଷ୍ଠ ସନ୍ଧ୍ୟା

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ଜନଜାତି ପରମ୍ପରାର ନିଚ୍ଛକ ଝଲକ ଦେଖିବାକୁ…

ମହିଳା ବକ୍ସିଂ: ଚମତ୍କାର କଲେ ପ୍ରୀତି

ନୂଆଦିଲ୍ଲୀ: ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ପ୍ରୀତି ସାଇ ପାୱାର ବଡ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ୫୪ କିଗ୍ରା ବିଭାଗରେ ପ୍ରୀତି ଶୀର୍ଷ ମାନ୍ୟତା ପ୍ରାପ୍ତ ରୋମାନିଆର ଲ୍ୟାକାମିଓଆରା ପେରିଜକଙ୍କୁ ୪-୩ରେ ପରାସ୍ତ କରିଛନ୍ତି । ୨୦୨୨ ବିଶ୍ୱ ଚାମ୍ପିୟନଶିପରେ ଏହି…

ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ : ଟାଇଟଲ ହାତେଇଲା କପୁଲ ସ୍ପୋର୍ଟିଂ

ପୁରୀ: ସ୍ଥାନୀୟ ଭୂଦାନ ପଡିଆରେ ପ୍ରଥମ ଶ୍ରୀକ୍ଷେତ୍ର କପ ଓ ରାଜା ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ୩ ମ୍ୟାଚ ବିଶିଷ୍ଟ ଫାଇନାଲରେ  କପୁଲ ସ୍ପୋର୍ଟିଂ ବାଜି ମାରିଥିଲା । ପ୍ରଥମ ମୁକାବିଲାରେ ଅସ୍ତରଙ୍ଗ ଦଳ ୧୦ ଓଭରରେ ୭୫ ରନ କରିଥିଲା । ଜବାବରେ…

ସଞ୍ଜୟ ଲୀଲା ପୁନର୍ବାର ଆରମ୍ଭ କରିବାକୁ ଯାଉଛନ୍ତି ଇନଶାଆଲ୍ଲା ଫିଲ୍ମ

ମୁମ୍ବାଇ: ବଲିଉଡର ମହାନ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍ସାଲୀ ହମ ଦିଲ ଦେ ଚୁକେ ସନମ, ଦେବଦାସ, ବାଜିରାଓ ମସ୍ତାନା, ପଦ୍ମାବତ ଓ ଗଙ୍ଗୁବାଇ କାଠିୟାୱାଡ ପରି ଫିଲ୍ମ ନିର୍ମାଣ କରିଛନ୍ତି । ଏହା ବ୍ୟତୀତ ସେ ସଲମାନ ଖାଁ ଓ ଆଲିୟା ଭଟ୍ଟଙ୍କୁ ନେଇ ଇନଶାଆଲ୍ଲା ଫିଲ୍ମ କରିବେ ବୋଲି ବିଚାର କରିଥିଲେ…

ଏପ୍ରିଲ ୨୪ରୁ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ପ୍ରତିବାଦ ସପ୍ତାହ

କଟକ :  ରାଜ୍ୟ ପେନସନରଧାରୀମାନେ ଏପ୍ରିଲ ୨୪ରୁ ରାଜ୍ୟବ୍ୟାପି ଆନ୍ଦୋଳନ ଡାକରା ଦେଇଛନ୍ତି । ଏହି ଆନ୍ଦୋଳନ ମେ ୧ ତାରିଖ ପର୍ଯ୍ୟନ୍ତ ଚାଲିବ  ।   ଚିକିତ୍ସାଭତ୍ତା ଓ ପିଜି ପିଏ ବିଭାଗର ପୁନଃ ସ୍ଥାପନ ଦାବି ନେଇ ରାଜ୍ୟ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ କରାଯିବାକୁ ଓଡ଼ିଶା ରାଜ୍ୟ…

ପଶ୍ଚିମା ଝଡର ପ୍ରଭାବ: ଆଗାମୀ ୩ ଘଣ୍ଟା ମଧ୍ୟରେ ଟୁଇନ ସିଟିରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:  ଶନିବାର ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଓ ଘଡ଼ଘଡ଼ିଜନିତ ବର୍ଷା ଲାଗି ରହିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ଅପରାହ୍‌ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ପଶ୍ଚିମା-ଝଡ ପ୍ରଭାବରେ ପାରାଦୀପ ରାଡ଼ାର ଦ୍ୱାରା…

ବାହାଘର ପାଇଁ ‘ମ୍ୟାରି ନାଓ, ପେ’ ଲ୍ୟାଟର’ ସ୍କିମ: ଏକ ଟଙ୍କା ସୁଧରେ ମିଳିବ ଋଣ

ନୂଆଦିଲ୍ଲୀ: ଝିଅ ବାହାଘର ପାଇଁ ଅର୍ଥ ଚିନ୍ତା କିଛି ନୂଆ କଥା ନୁହେଁ । ଏହା ପ୍ରତି ଘରର ସମସ୍ୟା । ନିଜ ସାମାଜିକ ସ୍ଥିତିକୁ ଦେଖି ବଜେଟ ପ୍ରସ୍ତୁତ କରିଥାନ୍ତି ବାପା-ମା । ତଥାପି ବାହାଘର ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ । ବାହାଘର ପରେ ଋଣ ବୋଝ ବୋହିବାକୁ ପଡିଥାଏ ।…

ଚକମା ଦେଇ ଖସି ଯାଉଥିଲା, ଫିଲ୍ମ ଷ୍ଟାଇଲରେ ଖଲିସ୍ତାନ ସମର୍ଥକ ଅମ୍ରିତପାଲଙ୍କୁ ଧରିଲା ପୋଲିସ

ଅମ୍ରିତସର: ପୋଲିସକୁ ଚକମା ଦେଇ ଖସି ଯାଉଥିଲେ । ଶେଷରେ ଫିଲ୍ମ ଷ୍ଟାଇଲରେ ଧରାପଡିଲେ ଖଲିସ୍ତାନ ସମର୍ଥକ ତଥା ୱାରିସ ପଞ୍ଜାବ ଦେର ମୁଖ୍ୟ ଅମ୍ରିତପାଲ ସିଂହ ।  ଶନିବାର ଅମ୍ରିତପାଲ ସିଂକୁ ଗିରଫ କରିବା ପରେ ତାଙ୍କର ଗାଁ ଜଲ୍ଲୁପୁରରେ ପାରାମିଲିଟାରୀ ଫେର୍ସ ମୁତୟନ କରାଯାଇଛି । ପୁରା ଗାଁ…

ମାଟ୍ରିକ ପରୀକ୍ଷାରେ ତ୍ରୁଟି: ୫୦ ବଦଳରେ ୪୯ ନମ୍ବରର ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର:ମାଟ୍ରିକ ପରୀକ୍ଷାରେ ସଂଘାତିକ ତ୍ରୁଟି । ପ୍ରଶ୍ନପତ୍ର ସେଟ ‘ବି’ ସେଟରେ ରହିଛି ‘ଏ’ ସେଟର ପ୍ରଶ୍ନ । ପ୍ରଶ୍ନ ପତ୍ରରେ ୧୯ ନମ୍ବର ପ୍ରଶ୍ନ ବି ନାହିଁ । ପ୍ରଶ୍ନପତ୍ରରେ ଗୋଟିଏ ନମ୍ବର ନ ଥିବାରୁ ଛାତ୍ରଛାତ୍ରୀ ୫୦ ବଦଳରେ ୪୯ ନମ୍ବରର ପରୀକ୍ଷା ଦେଉଛନ୍ତି । ଏଭଳି ତ୍ରୁଟି ରାଜ୍ୟର…