Latest Odisha News

BREAKING NEWS

ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ଧର୍ମେନ୍ଦ୍ର, ଗୃହମନ୍ତ୍ରୀ ନିରବ କାହିଁକି ?

ଭୁବନେଶ୍ୱର: ରାଜନୀତିରେ ହିଂସାର ସ୍ଥାନ ନାହିଁ । କିନ୍ତୁ ଜାନୁଆରୀ ୨୯ ଘଟଣା ଓଡ଼ିଶାବାସୀଙ୍କୁ ହତବାକ୍ କରି ଦେଇଛି । ଜଣେ ପୋଲିସ ଅଧିକାରୀ ସରକାରୀ ବନ୍ଧୁକରେ ମନ୍ତ୍ରୀଙ୍କୁ ହତ୍ୟା କରିବା । ହତ୍ୟାର ସପ୍ତାହକ ପରେ ଡିଜିପି କହିବେ ଜଗନ୍ନାଥ ହିଁ ଭରସା । ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି…

ନବ ଦାସଙ୍କୁ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ । ସରକାର ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବଞ୍ଚାଇବାରେ ଅସଫଳ ହେଲେ । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୋଲିସ ଏଏସ୍ଆଇ ହତ୍ୟା କଲେ । ଏବେ ଯେଉଁ ତଦନ୍ତ ଚାଲିଛି ତାକୁ ନେଇ କଂଗ୍ରେସ ସନ୍ତୁଷ୍ଟ ନାହିଁ । ତା ଛଡ଼ା ଗୋପାଳ ପାଇଖାନା ଟାଙ୍କିରେ କାଗଜ ଖଣ୍ଡେ…

ନରହରି ବାରିକ ସ୍ମୃତି ସଂସଦ ପକ୍ଷରୁ ମେଧା ବୃତ୍ତି ପରୀକ୍ଷା

କଟକ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ପଂଚାୟତ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ, ନରହରି ସ୍ମୃତି ସଂସଦ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଆୟୋଜିତ ହୋଇଛି । ଝଡ଼େଶ୍ୱରପୁର ଉଚ୍ଚ ବିଦ୍ୟାଳୟର ପ୍ରବୀର ଗଣିତ ଶିକ୍ଷକ ସ୍ୱର୍ଗତ ଗୁଣନିଧି ଲେଙ୍କା, ଚୌଧୁରୀ ସୁରେନ୍ଦ୍ର ନାଥ…

ଅଭୁଲା ଗୀତ : ଏଇ ଝୁମା ଝୁମା ଗୋଲାପୀ ବେଳାରେ

ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ଅନୁରୋଧରେ ଗୀତ: ସଂଗ୍ରାମ ମହାନ୍ତି ସଙ୍ଗୀତ : ସରୋଜ ପଟ୍ଟନାୟକ ଗାୟନ: ହରିହରନ ଓ ଆରତୀ ମୁଖାର୍ଜୀ ଚଳଚ୍ଚିତ୍ର : ଅଭିଳାଷ, ୧୯୮୪ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଇ ଝୁମା ଝୁମା ଗୋଲାପୀ ବେଳାରେ ଏଇ ଝୁମା ଝୁମା ଗୋଲାପୀ ବେଳାରେ ସାଥେ ଆମ ସ୍ମୃତି…

ଶିଶୁ ଗଳ୍ପ : ଟଗର ଗଛ ଓ ଲତିକା

 କୁଞ୍ଜ ବିହାରୀ ସାହୁ ସବୁଦିନ ସକାଳୁ ସକାଳୁ ଲତିକା ବାହାରିଯାଏ ଫୁଲ ତୋଳିବାକୁ । ଶୀତୁଆ ପାଗ ହେତୁ ସୁଇଟର ପିନ୍ଧିଥାଏ । ବେଳେବେଳେ ଚଦର ଘୋଡ଼େଇ ଗଲାବେଳକୁ ଭାବୁଥାଏ ଏମିତିକା ଥଣ୍ଡା ପବନ ବହୁଥିଲେ ଭଲ ହେଇଥାନ୍ତା । ଟଗରଫୁଲରେ ଶରଧା ବଳେ ଲତିକାର । ହେଲେ ଶୁଖିଲା ଗଛଟିକୁ ଦେଖି…

ଅନୁବାଦ ଗଳ୍ପ : ଅଜଣା ପ୍ରିୟଜନ

23ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୪ ମୂଳ କୋଙ୍କଣୀ: ଗୋବର୍ଦ୍ଧନ ଭାରତୀ  ବୁବକ ଷ୍ଟେସନରେ ଟ୍ରେନ୍‌ଟା ଅଟକୁଣୁ ନ ଅଟକୁଣୁ ସେ ଦି’ହାତରେ ସୁଟ୍‌କେଶ୍ ଓ ବେଡ୍‌ରୋଲ୍କୁ ଧହି ପଦାକୁ ଓହ୍ଲେଇ ପଡ଼ିଲଲେ । ସେ ଜାଣିଥିଲେ ଯେ ଏଇ ଛୋଟିଆ ଷ୍ଟେସନରେ ତାଙ୍କୁ କେହି କୁଲି…

କବିତା : ପ୍ରେମର ଆୟୁଷ

ସାଗରିକା ଦାସ୍  ଜୀବନତରଙ୍ଗ ଅସ୍ତବେଳାରେ ସଙ୍ଗିନୀ ଗୋ ଧୂସରକୁନ୍ତଳ ଧୁମ୍ରଦୃଷ୍ଟି ଭଗ୍ନଅପଘନ ସାଥୀ ଗୋ କିଏ ଗୋ ତୁମେ ମୋର କିପରି ବର୍ଣ୍ଣିବି ଆହା କେମିତି କହିବି ବଖାଣି ଅର୍ଦ୍ଧାଙ୍ଗିନୀ ହେ କ'ଣ ଯେ ତୁମେ ମୋ ପାଇଁ ! କାହ୍ନା ଚିତ୍ତଚୋରା ସେ ଶ୍ରୀରାଧା ହସ ଯେ ତୁମେ ଲକ୍ଷ୍ମଣ…

ଗହଣା ଦୋକାନରୁ ସୁନା ଅଳଙ୍କାର ନେଇ ଅନଲାଇନରେ ଗେମ୍‌ ଖେଳିଦେଲେ ଆସିଷ୍ଟାଣ୍ଟ ମ୍ୟାନେଜର୍‌

ବ୍ରହ୍ମପୁର: ବ୍ରହ୍ମପୁର ସହର ସାନବଜାର ସ୍ଥିତ ଏକ ଜୁଏଲର୍ସ ସୋ’ରୁମରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଯାଇଛି। ଏହି ସୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ସୀମାଞ୍ଚଳ ପାତ୍ର ଏହି ସୁନା ଅଳଙ୍କାର ନେଇଥିବା ନେଇ ବଡ଼ବଜାର ଥାନାରେ ଅଭିଯୋଗ ହୋଇଛି। ଏହି ସୁନା…

ବ୍ରହ୍ମପୁରରେ ଗୋପାଳ ଓ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ

ବ୍ରହ୍ମପୁର: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରିଥିବା ପୂର୍ବତନ ଏଏସଆଇ ଗୋପାଳ ଦାସଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଚାଲିଛି। କ୍ରାଇମବ୍ରାଞ୍ଚ ଟିମ ଏମକେସିଜି ମେଡିକାଲ ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାକୁ ଯାଇ ଗୋପାଳ ଓ ତାଙ୍କ ପରିବାର ଲୋକଙ୍କ ନାଁରେ…

ପ୍ରେସ ମିଟରେ କାନ୍ଦି ପକାଇଲେ ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପିଟି ଉଷା ଏଠାରେ ଅନୁଷ୍ଠିତ ଏକ ପ୍ରେସ କନଫେରେନ୍ସରେ କାନ୍ଦି ପକାଇଥିଲେ । କେରଳର କୋଝିକୋଡରେ ତାଙ୍କ ଦ୍ୱାରା ନିର୍ମିତ ଉଷା ସ୍କୁଲ ଅଫ ଆଥଲେଟିକ୍ସ ଅବୈଧ ଭାବେ ନିର୍ମାଣ କରିବା ଅଭିଯୋଗ ଆସିଛି । ଏକାଡେମୀର ଜମିରେ ସ୍ଥାନୀୟ…