Latest Odisha News

BREAKING NEWS

ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍

ନୂଆଦିଲ୍ଲୀ: ବେଳେବେଳେ ଟ୍ରାଫିକ୍ ଜାମରେ ଫସିଥିଲେ କିମ୍ବା କୈାଣସି ସ୍ଥାନକୁ ଜଲଦି ଯିବାର ଥିଲେ, ମନରେ ଧାରଣା ଆସେ ଯଦି ଆମ ପାଖରେ ଫ୍ଲାଇଙ୍ଗ୍ ବାଇକ୍ କିମ୍ବା କାର୍ ଥାନ୍ତା ସତରେ କେତେ ଭଲ ହୁଅନ୍ତା  । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ସ୍ୱପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି ।…

କବିତା : ଦେଶ

ଶ୍ରଦ୍ଧାଞ୍ଜଳି ପଣ୍ଡା  ଭିଡ ଭିତରେ ଜାତୀୟ ସଙ୍ଗୀତର ଧାଡିସବୁ ଉଚ୍ଚାରଣ କରି...ଦେଶ ଭାବୁଛି ସେ କାଳେ ପ୍ରାପ୍ତି କରିଛି ସ୍ୱାଧୀନତାର ବୀଜମନ୍ତ୍ର ।। ଲ୍ୟାଣ୍ଡ ମାଇନ୍ ଉପରେ.... ତାର ହଳେ ପାଦକୁ ଥୋଇଦେଇ ସେ ଖୋଜୁଛି ସଫଳତାର ଶୀର୍ଷକୁ ପହଞ୍ଚିବାର ରାସ୍ତା ।। ଜଞ୍ଜିର…

ଶିଶୁ କବିତା : ଆମେ ଭାରତର ସନ୍ତାନ

ବନ୍ଦିତା ଦାଶ  ଆମେ ଭାରତ ମାଆର ସନ୍ତାନ ଆମ ମନରେ ନଦିଅ କଷଣ ଆମେ କରିବୁନି ମାନ ଅଭିମାନ ବିତୁ ନିରଳସ ଆମ ଜୀବନ। ଅମୂଲ୍ଯ ଆମ ଏ ଜୀବନ ଆମ ମାଟି ଆମପାଇଁ ମହାନ ରକ୍ଷା କରିବୁ ତାହାର ସମ୍ମାନ ଆମ ପାଇଁ ସେ ଯେ ବାସଚନ୍ଦନ। ଟେକ ରଖିବୁ ଯାବତଜୀବନ ଗରୀୟସୀ ସରଗଠୁ ମହାନ ତା'ର…

୪ ଜଣ ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ: ୨୦୨୩ ବର୍ଷ ଲାଗି ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ୬ ଜଣ ପଦ୍ମ ବିଭୂଷଣ ପୁରସ୍କାର ପାଇଥିବା ବେଳେ ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ…

ପରିବେଶ ପରିଚାଳନା ପାଇଁ ଜେଏସ୍‌ଡବ୍ଲ୍ୟୁକୁ ପୁରସ୍କାର

ଭୁବନେଶ୍ୱର: ପରିବେଶ ପରିଚାଳନାରେ ଉତ୍କୃଷ୍ଟତା ପାଇଁ ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍‌) ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ(ମାଇନିଂ ଡିଭିଜନ)କୁ ଏକାଧିକ ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛି । ନୂଆଗାଁ ଲୁହାପଥର ଖଣି ମନିଟରିଂ ଓ ପରିବେଶ ପରିଚାଳନାରେ କମ୍ପାନୀ ପ୍ରଥମ ସ୍ଥାନରେ ରହି ପୁରସ୍କାର…

DMET ନିର୍ଦ୍ଦେଶକ ଭାବେ ପ୍ରଫେସର ଡକ୍ଟର ସଚିଦାନନ୍ଦ ମହାନ୍ତିଙ୍କୁ ନିଯୁକ୍ତି

ଭୁବନେଶ୍ୱର: ପ୍ରଫେସର ଡକ୍ଟର ସଚିଦାନନ୍ଦ ମହାନ୍ତିଙ୍କୁ ଡିଏମଇଟି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ଡେପୁଟେସନରେ ଥିବା ପ୍ରଫେସର ଡକ୍ଟର ମହାନ୍ତି ଏବେ ଭୁବନେଶ୍ୱର ଏମ୍ସର ସୁପରିଣ୍ଟେଣ୍ଡେଣ୍ଟ ଅଛନ୍ତି । ବିଜ୍ଞପ୍ତି…

ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ମନୋଜ ଶର୍ମା

ଭୁବନେଶ୍ୱର: ୧୯୮୫ ବ୍ୟାଚର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ଅଧିକାରୀ ମନୋଜ ଶର୍ମା ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇ (CR)ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ । ସେ…

ଯୋଗୀ ସରକାରଙ୍କ ମନ୍ତ୍ରୀ ଗୋପାଳ ନନ୍ଦିଙ୍କୁ ଜେଲ୍ ଦଣ୍ଡାଦେଶ

ଲକ୍ଷ୍ନୌ: ଯୋଗୀ ସରକାରର ମନ୍ତ୍ରୀ ନନ୍ଦ ଗୋପାଳ ନନ୍ଦିଙ୍କୁ ଏମପି ଏମଏଲଏ କୋର୍ଟ ବର୍ଷେ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ୨୦୧୪ ଲୋକସଭା ନିର୍ବାଚନ ସହ ଜଡ଼ିତ ଏକ ମାମଲାର ଶୁଣାଣି କରି କୋର୍ଟ ବର୍ଷେ ଜେଲ୍ ସହ ଜରିମାନା ଦଣ୍ଡାଦେଶ କରିଛନ୍ତି । ନନ୍ଦିଙ୍କୁ ଆଇପିସି ଧାରା ୧୪୭ ଓ ୩୨୩ ଅନୁସାରେ…

ସୂର୍ଯ୍ୟକୁମାର ହେଲେ ଆଇସିସି ଟି୨୦ ପ୍ଳେୟାର ଅଫ ଦି ଇୟର

ନୂଆଦିଲ୍ଲୀ: ଭାରତର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୨ରେ ସୂର୍ଯ୍ୟକୁମାର ୩୧ଟି ଟି୨୦ ମ୍ୟାଚ…

ରଣଜୀ ଟ୍ରଫି: ଓଡିଶା ୨୬୫ରେ ଅଲଆଉଟ

କୋଲକାତା: ସ୍ଥାନୀୟ ଇଡେନ ଗାର୍ଡେନରେ ବୁଧବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ପଶ୍ଚିମବଙ୍ଗ ବିପକ୍ଷରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୨୬୫ ରନରେ ଅଲଆଉଟ ହୋଇଯାଇଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୬୫ ରନ ଜବାବରେ ବେଙ୍ଗଲ ୨ ୱିକେଟ ହରାଇ ୩୯ ରନ ସଂଗ୍ରହ କରିଛି । ବସନ୍ତ…