Latest Odisha News

BREAKING NEWS

ମନ ଇଚ୍ଛା ହର୍ଣ୍ଣ ବଜାଇଲେ ଦେବେ ୧୦ ହଜାର ଟଙ୍କା ଜରିମାନା

ନୋଏଡ଼ା: ଗାଡ଼ି ଚଳାଇବା ବେଳେ ମନଇଚ୍ଛା ହର୍ଣ୍ଣ ବଜାଇଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ନୋଏଡ଼ା କର୍ତ୍ତୃପକ୍ଷ । ନୋଏଡ଼ାର କିଛି ସ୍ଥାନକୁ ସାଇଲେଣ୍ଟ ଜୋନ୍ ଭାବେ ଚିହ୍ନଟ କରାଯିବ । ଆଉ ଉକ୍ତ ସାଇଲେନ୍ସ ଜୋନରେ ମନ ଇଚ୍ଛା ହର୍ଣ୍ଣ ମାରିବା ବେଳେ ଧରା…

ନିଜ ବୋହୂଙ୍କ ନାମରେ ଅଭିଯୋଗ ଆଣିଲେ ନୱାଜୁଦ୍ଦିନଙ୍କ ମା’

ମୁମ୍ବାଇ: କଳା ଜଗତରେ ନିଜର ଦମଦାର ଅଭିନୟ  ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି  ନୱାଜୁଦ୍ଦିନ ସିଦ୍ଦିକି । ହେଲେ ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିବା କୁହାଯାଉଛି। ଏଥିପାଇଁ ନିଜ ବୋହୂ ବିରୋଧରେ ଅଭିଯୋଗ କରିଛନ୍ତି ନୱାଜୁଦ୍ଦିନଙ୍କ ମା’। ଏହି…

କେଉଁଠୁ ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ? ଲୋକସଭା ନା ବିଧାନସଭା ପ୍ରାର୍ଥୀ ହେବେ ?

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଯେତିକି ପାଖଉଛି, ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଚର୍ଚ୍ଚା ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସେ ଏଥର ନିର୍ବଚାନ ଲଢ଼ିବେ । ଦୈନିକ ଇଂରାଜୀ ସମ୍ବାଦପତ୍ର ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସକୁ…

କୁମ୍ଭୀର ପିଠିରେ ବସି ଚଲାଇଲେ ବାଇକ୍, ଭିଡିଓ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ | ସେଥିରୁ  କିଛି ଭିଡିଓ ଭଲ ହୋଇଥିବାବେଳେ କିଛି ଭିଡିଓ ବେଶ୍ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ।  ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି।  ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି କୁମ୍ଭୀର ଉପରେ ବସି ବାଇକ୍…

ଖୋଲିବ କି ନେତାଜୀଙ୍କ ଜୀବନ ରହସ୍ୟ, ସାମ୍ନାକୁ ଆସିଲା ୭୪ ବର୍ଷ ପୁରୁଣା ଅପ୍ରକାଶିତ ପୁସ୍ତକ

'ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି', ଯେତେବେଳେ ବି ଏହି ସ୍ଲୋଗାନ କାନରେ ବାଜେ, ସେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ମନରେ ଆସିଥାଏ ।  ଜାନୁୟାରୀ ୨୩, ୧୮୯୭ରେ ଜନ୍ମ ନେତାଜୀ । ତାଙ୍କ ଜୀବନ ଥିଲା ଏକ ଖୋଲା ବହି । ତାଙ୍କ ଜୀବନରେ ଯାହା ଘଟିଥିଲା ସେ ବିଷୟରେ…

ହସ୍ପିଟାଲରେ ଭର୍ତ୍ତି ହେଲେ ଶିଜାନଙ୍କ ଭଉଣୀ, ସୋସିଆଲ ମିଡିଆରେ ମା’ଙ୍କ ପୋଷ୍ଟ

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିବା ଘଟଣାକୁ ପ୍ରାୟ ଏକ ମାସ ବିତିଛି । ଆତ୍ମହତ୍ୟା ଘଟଣାରେ ତାଙ୍କ ପ୍ରେମିକ ଶିଜାନ ଖାନଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିନାହିଁ। ଏସବୁ ମଧ୍ୟରେ ଏବେ ଶିଜାନଙ୍କ ଭଉଣୀ ଫଲକ ନାଜଙ୍କ…

ବିଶ୍ୱକପରେ ଭାରତର ସ୍ୱପ୍ନ ବାରମ୍ବାର ଭାଙ୍ଗୁଛି ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ଭାରତ ପେନାଲ୍ଟି ଶୁଟ ଆଉଟରେ ନ୍ୟୁଜିଲାଣ୍ଡଠାରୁ ପରାଜିତ ହୋଇଛି । ଏଥିସହ ୧୯୭୫ ପରେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଧୂଳିସାତ ହୋଇଛି । ତେବେ ସବୁଠାରୁ ମଜା କଥା ସେ ହକି ହେଉ କିମ୍ବା କ୍ରିକେଟ ଭାରତ ବିଶ୍ୱକପ ଜିତିବା ପଥରେ ନ୍ୟୁଜିଲାଣ୍ଡ…

କଥା ଗଣତନ୍ତ୍ରର କଥା ସମ୍ବିଧାନର……..

ସ୍ଵାଧୀନତାର ୭୫ ବର୍ଷ ଭିତରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି ।  ଆମ ସମ୍ବିଧାନ ଆମେ ତିଆରି କରିଛୁ । ଆମ ଦେଶକୁ ଆମେ ଶାସନ କରୁଛୁ ।  ଏ ଦୀର୍ଘ ବର୍ଷ ଭିତରେ ଆମେ ଅନେକ ଉତ୍ଥାନ ପତନ ଦେଇ ରେ ଗତି କରିଛୁ । ବଦଳିଛି ସରକାର ପରେ ସରକାର । ଦେଶରେ ଅନେକ ବିକାଶର ଚିତ୍ର ଅଙ୍କା ଯାଇଛି…

କବିତା : ନିଃଶବ୍ଦ ଅତିଥି

ସୁଜାତା ମିଶ୍ର  ବିନା ଶବ୍ଦରେ ସବୁରି ଅଲକ୍ଷ୍ୟରେ ପାଦ ଥାପି ଥାପି ତୁମେ ଆସ.. ଫୁଲ ପାଖୁଡ଼ାରେ କାକରର ମହୁ ଝରିଲା ବେଳେ.. ଅରଣ୍ୟର ଘଞ୍ଚ ସବୁଜିମା ଅନ୍ଧାରର ପଣତ ବିଛେଇବା ବେଳେ.. ଘୁମନ୍ତ ପ୍ରହରେ ଝିଁକାରିର ସ୍ୱର ନୀରବି ଗଲା ପରେ ତୁମେ ଆସ..। ମହାମାରୀର ଆତଙ୍କମୁଖର…

ହକି ବିଶ୍ୱକପ : ଭାରତକୁ ହରାଇ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପ କ୍ରସ ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି ଭାରତ କ୍ୱାର୍ଟରଫାଇନାଲରେ ପ୍ରବେଶ କରିପାରି ନାହିଁ । ଏହି ରୋମାଂଚକ ମୁକାବିଲାର ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୩-୩ ଗୋଲ ସ୍କୋର କରିଥିଲେ । ଏହା ପରେ ପେନାଲ୍ଟି ଶୁଟ ଆଉଟର…