Latest Odisha News

BREAKING NEWS

ହତାଶ କ୍ୟାଡରଙ୍କୁ ଉତ୍ସାହିତ ପାଇଁ ବିଜେପିର କାର୍ଯ୍ୟକାରିଣୀ ବୈଠକ: ବିଜେଡି

ଭୁବନେଶ୍ୱର: ସମସ୍ତ ୩୦ଟି ଜିଲ୍ଲା ପରିଷଦରେ ହାରିଯିବା ପରେ ଓଡ଼ିଶା ବିଜେପି ହତାଶ ହୋଇପଡିଥିବା ନିଜର କ୍ୟାଡରକୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି । ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏ ଦିଗରେ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପିର…

ହକି ବିଶ୍ୱକପ:ରୋମାଂଚକ ମୁକାବିଲାରେ ମାଲେସିଆକୁ ହରାଇ କ୍ୱାର୍ଟରରେ ସ୍ପେନ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ କ୍ରସଓଭର ମୁକାବିଲାରେ ସ୍ପେନ ପେନାଲ୍ଟି ଶୁଟ ଆଉଟରେ ମାଲେସିଆକୁ ହରାଇ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ୨ଟି ଲେଖାଁଏ ଗୋଲ ସ୍କୋର କରିଥିଲେ । ଫଳାଫଳ ପାଇଁ ପେନାଲ୍ଟି…

ମୁହଁ ଖୋଲିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର କବିତା, ଉତ୍ପୀଡନ ଯୋଗୁ ରେସଲିଂ କ୍ୟାରିୟର ଛାଡି ଦେଇଥିଲି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଓ ରେସଲରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଥମିବାର ନାମ ଧରୁନି । ହରିୟାଣା ଜିନ୍ଦର ଡବ୍ଲୁଡବ୍ଲ୍ୟୁଇ ଷ୍ଟାର କବିତା ଦଲାଲ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ମୁଁ ମଧ୍ୟ ଉତ୍ପୀଡନ ଯୋଗୁ ରେସଲିଂ ଛାଡିବାକୁ ବାଧ୍ୟ ହୋଇଥିଲି । ସେ ସମୟରେ ଫେଡେରେଶନ…

ସୁଟକେଶ ଭିତରେ ମୃତ ଦେହ

ବାଲୁଗାଁ: ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଏକ ସୁଟକେଶରୁ ଯୁବକଙ୍କ ମୃତଦେହ ମିଳିଛି। ରବିବାର ସକାଳେ କିଛି ଲୋକ ଉକ୍ତ ଜଙ୍ଗଲ ଭିତରକୁ କାଠ ପାଇଁ ଯାଇଥିବା ବେଳେ, ଏକ ନୀଳ ରଙ୍ଗର ସୁଟକେଶ ଦେଖିଥିଲେ। ଜଙ୍ଗଲ ଭିତରେ ସୁଟକେଶ ଦେଖି ଏ ବାବଦରେ ସ୍ଥାନୀୟ ପୋଲିସରେ ଖବର ଦେଇଥିଲେ। ଖବର…

ଆଉ ହେବନି ଶୋଏବଙ୍କ ବାୟୋପିକ, ଧମକ ଦେଲେ ଅଖତର

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତରଙ୍କ ବାୟୋପିକ ଏବେ ଥଣ୍ଡା ବକ୍ସକୁ ଚାଲିଯାଇଛି । ଶୋଏବ ଏହି ବାୟୋପିକରୁ ପଛକୁ ହଟିଯିବା ସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସୋସିଆଲ ମିଡିଆରେ ଏ ସମ୍ପର୍କରେ ସେ ଉଲ୍ଲେଖ କରି ଲେଖିଛନ୍ତ ଦୀର୍ଘ ଦିନ ଧରି ଆଲୋଚନା…

ହକି ଷ୍ଟାର ପ୍ରବୋଧଙ୍କ ଘରୁ ଚୋରୀ, ପଦକ ବି ଲୁଟିନେଲେ

ଭୁବନେଶ୍ୱର: ଭାରତର ଷ୍ଟାର ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରୀ ହୋଇଛି । ଭୁବନେଶ୍ୱରରେ ସେ ରହୁଥିବା ସରକାରୀ ବାସଭବନରେ ଏହି ଘଟଣା ଘଟିଛି । ପ୍ରବୋଧ ଏବଂ ତାଙ୍କ ପରିବାର ଲୋକ ଘରେ ନ ଥିବା ବେଳେ ଚୋରମାନେ ଘରେ ପଶି ଏହି କାଣ୍ଡ ରଚିଥିଲେ । ହକି ବିଶ୍ୱକପ ପାଇଁ ପ୍ରବୋଧ ଏବେ…

ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମିଳିବ ଟ୍ୱିଟର ବ୍ଲୁ ଟିକ୍

ନୂଆଦିଲ୍ଲୀ: ଟ୍ୱିଟର ବର୍ତ୍ତମାନ ଆଇଫୋନ୍ ପରେ ପରେ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ୍ ଘୋଷଣା କରିଛି । ବର୍ତ୍ତମାନ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କୁ ମଧ୍ୟ ବ୍ଲୁ ଟିକ୍ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି ବୁଧବାର ଦିନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ…

ବିନା ପାପୁଲି ଓ ପାଦରେ ବି କାର୍ଯ୍ୟ କରିବାକୁ ସକ୍ଷମ

କାକଟପୁର : “ମୁଁ କାହା ଉପରେ ବୋଝ ହେବାକୁ ଚାହେଁ ନାହିଁ। ଯଦି ପଶୁପକ୍ଷୀମାନେ ନିଜେ ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି, ତେବେ ମଣିଷ ଜନ୍ମ ନେଇ ମୁଁ କାହିଁକି ଅନ୍ୟ ଉପରେ ନିର୍ଭର କରିବି” । ଏମିତି ଚିନ୍ତାଧାରା ରଖି ଆଗକୁ ବଢ଼ିଛନ୍ତି ଜଣେ ନିଆରା ମଣିଷ ଜଗନ୍ନାଥ ମହାନ୍ତି। ବିନା ପାପୁଲି ଓ…

କନ୍ୟାବେଶରେ ମହାକାଶଚାରୀ, ଭାଇରାଲ ହେଉଛି ଫଟୋ

ଆଜିକାଲି ଫଟୋଗୁଡିକୁ ମାନୁଆଲ ପରିବର୍ତ୍ତେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ତିଆରି କରାଯାଉଛି । ଏହି  ପୋଷ୍ଟ ଗୁଡିକ ଇଣ୍ଟରନେଟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ନିକଟରେ ସୋସିଆଲ ମିଡିଆରେ  ଏକ ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ମହାକାଶଚାରୀଙ୍କୁ…

ହକି ବିଶ୍ୱକପ: ଭାରତ ପାଇଁ ବିଜୟ ହିଁ ଏକମାତ୍ର ବିକଳ୍ପ

ଭୁବନେଶ୍ୱର: ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ ଭାରତ ପାଇଁ ଆଜି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ଆଣିଛି । ଏଥିରେ ବିଜୟ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ବିଜୟ ହାସଲ କଲେ ଭାରତ କ୍ୱାର୍ଟର…