Latest Odisha News

BREAKING NEWS

ରାଜକୁମାର ସନ୍ତୋଷୀଙ୍କୁ ହତ୍ୟା ଧମକ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ଆଜି ମିଳିଛି ହତ୍ୟା ଧମକ । ତାଙ୍କର ଆଗାମୀ ଫିଲ୍ମ ଗାନ୍ଧୀ ଗଡସେ: ଏକ ଯୁଦ୍ଧ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ମୁମ୍ବାଇ ପୋଲିସଙ୍କୁ ସୁରକ୍ଷା ମାଗିଛନ୍ତି । ୨୦ ଜାନୁୟାରୀରେ ମେକର୍ସଙ୍କ…

ହକି ବିଶ୍ୱକପ: କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଦ୍ୱିତୀୟ କ୍ରସଓଭର ମ୍ୟାଚରେ ଆର୍ଜେଂଟିନାକୁ ହରାଇ ଦକ୍ଷିଣ କୋରିଆ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚର ଫଳାଫଳ ପେନାଲ୍ଟି ଶୁଟଆଉଟରେ ବାହାରିଥିଲା । ନିର୍ଦ୍ଧାରିତ ସମୟରେ ଉଭୟ ଟିମ ପରସ୍ପର ବିରୋଧରେ ୫ଟି…

ପୁରୁଷ ବନ୍ଧୁ ନଥିଲେ କଲେଜ ମନା ! ଭାଇରାଲ୍ ଚିଠିର ସତ କଣ ?

ଜଗତସିଂହପୁର: ବୟ ଫ୍ରେଣ୍ଡ ନଥିଲେ କଲେଜରେ ପଶି ପାରିବେ ନାହିଁ ଛାତ୍ରୀ । ଫେବ୍ରୁଆରୀ ୧୪ରୁ କ୍ୟାମ୍ପସରେ ଲାଗୁ ହେବ ନୂଆ ନିୟମ । ସୁରକ୍ଷା ଦୃଷ୍ଟିରୁ ପୁରୁଷ ବନ୍ଧୁ ନଥିଲେ କଲେଜ ଆସି ପାରିବେ ନାହିଁ ଛାତ୍ରୀ । ଏସଭିଏମ୍ ସ୍ୱଂୟଶାସିତ କଲେଜ ଜଗତସିଂହପୁରକୁ ନେଇ ଏମିତି ଏକ ନୋଟିସ୍ ସୋସିଆଲ୍…

ହକି ବିଶ୍ୱକପ : ଫ୍ରାନ୍ସକୁ ହରାଇ କ୍ୱାର୍ଟରରେ ଜର୍ମାନୀ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ହକି ବିଶ୍ୱକପ କ୍ରସଓଭର ମ୍ୟାଚରେ ଜର୍ମାନୀ ୫-୧ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଜର୍ମାନୀ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା । ଫ୍ରାନ୍ସ ବହୁ କଷ୍ଟରେ ଗୋଟିଏ…

ହଷ୍ଟେଲରେ ଆତ୍ମହତ୍ୟା, କାହିଁକି ଜୀବନ ହାରିଲେ ବେଦାନ୍ତରେ କାର୍ଯ୍ୟରତ ଯୁବତୀ ?

ଝାରସୁଗୁଡ଼ା: ହଷ୍ଟେଲରେ ଆତ୍ମହତ୍ୟା । ବେଦାନ୍ତ ଆଲୁମିନିୟମ୍ କାରଖାନାରେ କାର୍ଯ୍ୟରତ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ବଡ଼ମାଲ ଥାନା ଟାଉନ ସିପରେ ଥିବା ଲେଡିଜ୍ ହଷ୍ଟେଲରୁ ମୃତ ୨୬ ବର୍ଷୀୟ ଯୁବତୀ ସ୍ତୁତି ସାଗରିକା ସାହୁଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ସାଗରିକା ଭୁବନେଶ୍ୱର…

ବିବାହ ମୁଦି କଥା ବି ଭୁଲି ଯାଇଥିଲେ ରୋହିତ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ ବେଳେ ଟିମ ଡିସିଶନ ଭୁଲି ଯାଇଥିଲେ । ଟମ ଲାଥାମ ଓ ମ୍ୟାଚ ରେଫରୀଙ୍କୁ ଏଥିପାଇଁ ବେଶ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା । ରୋହିତ ଜଣେ ଭୁଲା ମନ ବ୍ୟକ୍ତି । ତାଙ୍କ ପ୍ରିୟ ବନ୍ଧୁ ବିରାଟ…

ମାଘରେ ନାହିଁ ଶୀତ, ରାଜ୍ୟର ୭ଟି ସ୍ଥାନରେ ୩୨ ଟପିଲା ତାପମାତ୍ରା

ଭୁବନେଶ୍ୱର: ମାଘ ମାସରେ ବି ଶୀତ ନାହିଁ । ରାଜ୍ୟରେ ଏବେ ଭୋରରେ କୁହୁଡ଼ି ଲାଗି ରହୁଥିବା ବେଳେ ଦିନ ବେଳା ଗରମ ଅନୁଭୂତ ହେଉଛି । ଯେମିତି ଲାଗୁଛି ମାର୍ଚ୍ଚ ଅଧା ହେଲାଣି । ଶୀତ ସରି ନଥିବା ବେଳେ ରାଜ୍ୟରେ ଦିନ ତାପମାତ୍ରାରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖା ଦେଇଛି ।…

ଅଷ୍ଟ୍ରେଲିଆନ ଓପନ ଟେନିସ: ମିକ୍ସଡ ଡବଲ୍ସ କ୍ୱାର୍ଟରରେ ସାନିଆ-ବୋପାନ୍ନା

ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଖେଳୁଥିବା ଭାରତର ଷ୍ଟାର ମହିଳା ଖେଳାଳି ସାନିଆ ମିର୍ଜା ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଏଥିସହ ତାଙ୍କ ନିକଟରେ ଶେଷ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସମ୍ଭାବନା ସୃଷ୍ଟି ହୋଇଛି । ସାନିଆ ଓ ରୋହନ ବୋପାନ୍ନା ଯୋଡି…

ବର୍ଷକର ଶ୍ରେଷ୍ଠ ଟି୨୦ ଏକାଦଶରେ ଭାରତରୁ ୩

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ଶ୍ରେଷ୍ଠ ଟି୨୦ ଏକାଦଶ ଚୟନ କରିଛି । ଏଥିରେ ଭାରତର ୩ଜଣ ଖେଳାଳି ସ୍ଥାନ ପାଇଛି । ସେମାନେ ହେଲେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା । ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଓ ପାକିସ୍ତାନରୁ ୨ଜଣ ଲେଖାଁଏ ଖେଳାଳିଙ୍କୁ…

ମନ ଇଚ୍ଛା ହର୍ଣ୍ଣ ବଜାଇଲେ ଦେବେ ୧୦ ହଜାର ଟଙ୍କା ଜରିମାନା

ନୋଏଡ଼ା: ଗାଡ଼ି ଚଳାଇବା ବେଳେ ମନଇଚ୍ଛା ହର୍ଣ୍ଣ ବଜାଇଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ନୋଏଡ଼ା କର୍ତ୍ତୃପକ୍ଷ । ନୋଏଡ଼ାର କିଛି ସ୍ଥାନକୁ ସାଇଲେଣ୍ଟ ଜୋନ୍ ଭାବେ ଚିହ୍ନଟ କରାଯିବ । ଆଉ ଉକ୍ତ ସାଇଲେନ୍ସ ଜୋନରେ ମନ ଇଚ୍ଛା ହର୍ଣ୍ଣ ମାରିବା ବେଳେ ଧରା…