ଅଷ୍ଟ୍ରେଲିଆନ ଓପନ ଟେନିସ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ମହିଳା ଡବଲ୍ସରେ ହାରିଲେ ସାନିଆ
ମେଲବୋର୍ଣ୍ଣ: କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଂଟ ଖେଳୁଥିବା ଭାରତର ସାନିଆ ମିର୍ଜା ଅଷ୍ଟ୍ରେଲିଆନ ଓପନ ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ହାରି ଯାଇଛନ୍ତି । ଅବଶ୍ୟ ମିକ୍ସଡ ଡବଲ୍ସରେ ଏବେ ମଧ୍ୟ ତାଙ୍କ ନିକଟରେ ଟାଇଟଲ ଜିତିବା ସୁଯୋଗ ରହିଛି । ସାନିଆ ଓ କାଜକସ୍ତାନର ଏନା…