Latest Odisha News

BREAKING NEWS

ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ, ୮୩ ବର୍ଷରେ ଜିତିଲେ ପଦକ

ପୁଣେ: କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ। ଅନେକ ଲୋକଙ୍କ ମନରେ ଧାରଣା ଅଛି ଯେ କୌଣସି କାର୍ଯ୍ୟ କରିବାକୁ ହେଲେ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ରହିଥାଏ।ହେଲେ ଏ ସବୁ କଥାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ ୮୩ ବର୍ଷୀୟା ବୃଦ୍ଧା। ଯେଉଁ ବୟସରେ ହାତ ଥରିବା କଥା ସେହି ବୟସରେ ସେ…

୨୦୨୮ ଅଲିମ୍ପିକ୍ସ: ଆଇସିସି ୬ ଟିମର ଫର୍ମାଟର ପ୍ରସ୍ତାବ ଦେଲା

ନୂଆଦିଲ୍ଲୀ: ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଇବା ସହ ଲୋକପ୍ରିୟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ତତ୍ପରତା ଦେଖାଇଛି । ଉଭୟ ପୁରୁଷ ଓ ମହିଳା ବିଭାଗରେ ୬ଟି ଲେଖାଁଏ ଟିମକୁ ସାମିଲ କରାଇବା ପ୍ରସ୍ତାବ ଦେଇଛି । କଟ ଅଫ ଡେଟ ଅନୁସାରେ ଆଇସିସି…

ଭାରତୀୟ ବୋଲିଂ ଆଗରେ ତାସ ପତା ପରି ଭୁଷୁଡିଗଲା କିୱି ଟିମ

ରାୟପୁର: ଏଠାରେ ଶନିବାର ଅନୁଷ୍ଠିତ ଦ୍ୱୀତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତୀୟ ବୋଲରଙ୍କ ସାମ୍ନା କରି ନ ପାରି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ ୧୦୮ ରନରେ ଅଲଆଉଟ ହୋଇଯାଇଛି । ବିଜୟ ପାଇଁ ଭାରତ ସମ୍ମୁଖରେ ୧୦୯ ରନର ଟାର୍ଗେଟ ରହିଛି । ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ୫୦ ଓଭର ମଧ୍ୟ ଖେଳି ପାରି ନ…

ବିନା ଖାଦ୍ୟରେ କଟିଲାଣି ୫୦ ବର୍ଷ

କୋଲକାତା: କେହି କେହି ଖାଦ୍ୟ ଖାଇବା ପାଇଁ ବଞ୍ଚିଥାନ୍ତି ତ ଆଉ କେହି ବଞ୍ଚିବା ପାଇଁ ଖାଦ୍ୟ ଖାଇଥାନ୍ତି । ଉଦ୍ଦେଶ୍ୟ ଯାହା ଥାଉ ନା କାହିଁକି, ଖାଦ୍ୟ ବିନା  ଜୀବନ ଅସମ୍ଭବ ଏହା ବିଜ୍ଞାନ ସମ୍ମତ । ହେଲେ ଏଇ ମହିଳାଜଣକ ବିଜ୍ଞାନ ସମ୍ମତ ଏହି ଉକ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି ।   ମହିଳା …

କିପରି ତିଆରି ହୁଏ ନୁଡୁଲ୍ସ ? ଏହି ଭିଡିଓ ଦେଖିବା ପରେ ବନ୍ଦ କରିଦେବେ ଖାଇବା

ଚାଇନିଜ୍ ଖାଇବା କଥା ଆସିଲେ ଆଗ ନୁଡୁଲ୍ସ କଥା ମନରେ ଆସିଥାଏ । ଯାହା ଛୁଆଠୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କର ବେଶ୍ ପସନ୍ଦ । ଆପଣମାନେ ଏହି ଭିଡିଓ ଦେଖିବା ପରେ ହୁଏତ ନୁଡୁଲ୍ସ ପ୍ରତି ଆପଣଙ୍କ ମନ ବଦଳିପାରେ।  ରାସ୍ତା କଡ଼ରେ ବିକ୍ରି ହେଉଥିବା ନୁଡୁଲ୍ସ କିପରି ତିଆରି ହୁଏ ତାହା ଏହି…

ସୁଧୀର ଧଙ୍ଗଡ଼ାମାଝୀଙ୍କୁ ‘ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ

ବାଲେଶ୍ୱର : ସାହିତ୍ୟ ପତ୍ରିକା 'ଗଦ୍ୟାଂଶ' ପକ୍ଷରୁ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଅଟାସପୁର ବେଳାଭୂମିରେ ଗଦ୍ୟାଂଶ ଉତ୍ସବ ଆୟୋଜିତ ହୋଇଯାଇଛି ଏହି ଅବସରରେ ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ 'ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ-୨୦୨୨' ପ୍ରଦାନ କରାଯାଇଛି।…

ମୋଦୀଙ୍କ ସୁନା ପ୍ରତିମୂର୍ତ୍ତିକୁ ବିକ୍ରି କରିବେନି ବ୍ୟବସାୟୀ

ସୁରଟ:  ସୁନାରେ ମୋଦି । ଦେଖିବାକୁ ଯେମିତି ସୁନ୍ଦର, ସେମିତି ମୂଲ୍ୟବାନ । ୧୮ କ୍ୟାରେଟ୍ ସୁନାରେ ତିଆରି ମୋଦିଙ୍କ ପ୍ରତିମୂର୍ତ୍ତି ଯାହାର ଓଜନ ରହିଛି ୧୫୬ ଗ୍ରାମ  । ଗୁଜରାଟ ସୁରଟରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି । ୩ ଇଞ୍ଚ୍ ଚଉଡ଼ା, ସାଢ଼େ ୪…

ହକି ବିଶ୍ୱକପ: ଆଘାତ ସମସ୍ୟା ଯୋଗୁ ଓହରିଲେ ହାର୍ଦ୍ଦିକ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଶନିବାର ଭାରତୀୟ ଟିମକୁ ଶକ୍ତ ଧକା ଲାଗିଛି । ଦଳର ଷ୍ଟାର ଖେଳାଳି ହାର୍ଦ୍ଦିକ ସିଂ ଆଘାତ ସମସ୍ୟା ଯୋଗୁ ବାକିଥିବା ମ୍ୟାଚରୁ ଓହରି ଯାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ କ୍ରସଓଭର ମ୍ୟାଚ ପୂର୍ବରୁ ସିନିୟର ମିଡ ଫିଲ୍ମର ହାର୍ଦ୍ଦିକ ଓହରିବା ଟିମ…

ଭାରତୀୟ ରେସଲିଂର କଳା ଅଧ୍ୟାୟ: ହଟିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ: ଷ୍ଟାର ରେସଲର ଓ ଭାରତୀୟ କୁସ୍ତି ସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏକ କଳଙ୍କ ଅଧ୍ୟାୟ ସୃଷ୍ଟି କରିଛି । ଦେଶ ଏବଂ ବିଦେଶରେ ଭାରତର ମାନ ତଳେ ପଡିଛି । ରେସଲରଙ୍କ ଜିଦ ପରେ ବ୍ରିଜଭୂଷଣ ତାଙ୍କ ପଦରୁ ହଟିବାକୁ ପଡିଛି । ଆସନ୍ତୁ ଜାଣିବା ଏହାର…

ସିଟ ବେଲ୍ଟ ପିନ୍ଧି ନ ଥିବାରୁ ଜରିମାନା ଦେଲେ ବ୍ରିଟେନର ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନରେ ଟ୍ରାଫିକ ନିୟମ କଡାକଡି ଭାବେ ପାଳନ କରାଯାଏ । ଏପରିକି ଏଥିରୁ ବାଦ ପଡନ୍ତି ନାହିଁ ପ୍ରଧାନମନ୍ତ୍ରୀ । ରିପୋର୍ଟ ମୁତାବକ ରିଷି ସୁନକ କାରରେ ବସିଥିବା ବେଳେ ସୋସିଆଲ ମିଡିଆ ୟୁଜର୍ସଙ୍କ ପାଇଁ ଏକ ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ଭିଡିଓ ସମ୍ମୁଖକୁ ଆସିବା ପରେ ବ୍ରିଟେନ…