Latest Odisha News

BREAKING NEWS

କବିତା : ଅନ୍ଧକାର

ଜଗନ ପାଳ  କେବେ ଅନ୍ଧକାରକୁ ବି ଖୋଜି ଦେଖ ଏ ବନ୍ଦ୍ ଆଖି କି ବିନା ଆଲୋକରେ ନୁହେଁ ବରଂ ଅମାନବିକତାର ମୁଖାତଳେ ବରଂ ଛଦ୍ମହସର ବିକଟାଳ ରହସ୍ୟରେ ଆଉ ତୁମ ଆମ ଅଜ୍ଞାନତା ଭିତରେ.... ଛାଇର ଛଳନାରେ ଆଭାସର ଛୁଆଁରେ ପୁଣି ପାଣିର ଗଭୀରତା ଆଉ ନିଆଁର ଜ୍ୱାଳାରେ ବାସ୍ନାର ବିଭୋରତାରେ…

ପୁରୀରେ ଏୟାରଟେଲ ୫ଜି ପ୍ଲସ ସେବାର ଶୁଭାରମ୍ଭ

ଭୁବନେଶ୍ୱର: ଚଳିତ ମାସ ଆରମ୍ଭରେ ଭୁବନେଶ୍ୱର, କଟକ ଓ ରାଉରକେଲାରେ ଶୁଭାରମ୍ଭ ପରେ ଏବେ ପୁରୀରେ ଅଲ୍‌ଟ୍ରାଫାଷ୍ଟ୍ ଏୟାରଟେଲ୍ ୫ଜି ପ୍ଲସ୍ ସେବା ଉପଲବ୍ଧ ହୋଇଛି । କମ୍ପାନୀ ଏହାର ନେଟ୍‌ୱର୍କ ସ୍ଥାପନ ଓ ରୋଲ୍‌ଆଉଟ୍ ସମ୍ପୂର୍ଣ୍ଣ କରିବା କାର୍ଯ୍ୟ ଜାରି ରଖିଥିବାରୁ ଏୟାରଟେଲ୍ ୫ଜି ପ୍ଲସ୍…

ରେସଲରଙ୍କ ଅଭିଯୋଗର ତଦନ୍ତ ପାଇଁ ଆଇଓଏ ଗଠନ କଲା ୭ଜଣିଆ କମିଟି

ନୂଆଦିଲ୍ଲୀ: ରେସଲର ଓ ଡବ୍ଲ୍ୟୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । କ୍ରୀଡା ମନ୍ତ୍ରୀଙ୍କ ବାସଭବନରେ ରେସଲର, ମନ୍ତ୍ରୀ ଓ ଅଧିକାରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରୀ ରହିଛି । ଇତି ମଧ୍ୟରେ ରେସଲର କରିଥିବା ଯେନ…

ଏଲଏସିରେ ମୁତୟନ ଚୀନ ସୈନିକଙ୍କ ସହ କଥା ହୋଇ ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କଲେ ଜିନପିଙ୍ଗ

ନୂଆଦିଲ୍ଲୀ: ଲଦାଖ ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଥମୁନି । ସେପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧ ପ୍ରସ୍ତୁତି ନେଇ ସୈନିକଙ୍କ ସହ ଆଲୋଚନା କରିଛନ୍ତି । ଶୁକ୍ରବାର ଚୀନର ସରକାରୀ ଗଣମାଧ୍ୟମ ଏ ସୂଚନା ଦେଇଛି । ପିଏଲଏ ମୁଖ୍ୟାଳୟରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ…

ଦୁନିଆ ଦେଖିଲା ଇସ୍ରାଏଲର ମାରାତ୍ମକ ମିସାଇଲ

ତେଲ ଅବୀବ: ଇସ୍ରାଏଲରର ସରକାରୀ କମ୍ପାନୀ ଇସ୍ରାଏଲ ଏରୋସ୍ପେସ ଇଣ୍ଡଷ୍ଟ୍ରିଜ ଦୁନିଆକୁ ଏହାର ନୂତନ ମାରାତ୍ମକ ମିସାଇଲକୁ ଦେଖାଇଛି । ଏକ୍ସ ଆକୃତିର ଏହି ମିସାଇଲକୁ ଜଣେ ସେନା ଏକୁଟିଆ ନେଇପାରିବ । ଇସ୍ରାଏଲର ଦ୍ୱାରା ପ୍ରସ୍ତୁତ ଏହି ମିସାଇଲ ଖୁବ ଶୀଘ୍ର ଆମେରିକାକୁ ପ୍ରଦାନ କରାଯିବ । ଡ୍ରୋନ…

ହକି ବିଶ୍ୱକପ: ଦକ୍ଷିଣ ଆଫ୍ରିକାକୁ ହରାଇ ତୃତୀୟ ଟିମ ଭାବେ କ୍ୱାର୍ଟରରେ ପ୍ରବେଶ କଲା ଅଷ୍ଟ୍ରେଲିଆ

ରାଉରକେଲା: ଚଳିତ ହକି ବିଶ୍ୱକପରେ ଶୁକ୍ରବାର ଅଷ୍ଟ୍ରେଲିଆ ତୃତୀୟ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ୯-୨ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । କ୍ୱାର୍ଟରରେ କଙ୍ଗାରୁ ଟିମ ମାଲେସିଆ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ବିଜେତାକୁ ଭେଟିବ । ବ୍ଲାକ ଗୋଭର୍ସ…

ରଣଜୀ ଟ୍ରଫି: ଶୁଭ୍ରାଂଶୁଙ୍କ ଶତକ, ଓଡିଶା-ୟୁପି ମ୍ୟାଚ ଡ୍ର

ମୀରଟ: ବ୍ୟାଟିଂରେ ଭଲ ପ୍ରଦର୍ଶନ ସତ୍ୱେ ଏଠାରେ ଅନୁଷ୍ଠିତ ଓଡିଶା-ଉତରପ୍ରଦେଶ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ ଡ୍ରରେ ଶେଷ ହୋଇଛି । ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ଗତକାଲିର ଅସମାପ୍ତ ଇନିଂସ ୧୫୨/୧ରୁ ବ୍ୟାଟିଂ ଆରମ୍ଭ କରି…

ବିବାଦୀୟ ପହିଲିମାନ ବ୍ରିଜ ଭୂଷଣ ଶରଣ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦେଶର ପ୍ରତିଷ୍ଠିତ ରେସଲର ଧାରଣାରେ ବସିଛନ୍ତି । ଯୌନ ନିର୍ଯ୍ୟାତନାଠାରୁ ଆରମ୍ଭ କରି ହତ୍ୟା ଧମକ ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଛନ୍ତି । ଆସନ୍ତୁ ଏହି ବିବାଦୀୟ ପହିଲିମାନଙ୍କ ବିବାଦ ବିଷୟରେ ଅବଗତ…

କାନାଡାର ମୂଳ ନିବାସୀ ପିଲାଙ୍କ ଶବ ମିଳିବା ପଛରେ କଣ ରହିଛି ରହସ୍ୟ

ଟୋରେଟୋଂ: ନିକଟରେ କାନାଡାରେ ଏକ କବରରୁ ୧୭୧ ପିଲାଙ୍କ ଶବ ମିଳିଛି । ରାଡାର ସିଷ୍ଟମ ମାଧ୍ୟମରେ ତଦନ୍ତ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କାନାଡାର ମୂଳ ବାସିନ୍ଦାଙ୍କ ଏହି ସବୁ ଶବ । ଇଂରେଜମାନେ ଏହି ଅଂଚଳକୁ କବଜା କରିବା ପରେ ଜୋର ଜବରଦସ୍ତ…

ଶିଶୁ ଉଦ୍ୟାନରେ ଜଳୁଛି ଜୁଇ

ଲକ୍ଷ୍ନୈା: ଲକ୍ଷ୍ନୈାର ଜାନକିପୁରମ ଆବାସିକ ଅଞ୍ଚଳରେ ଏକ ଶିଶୁ ଉଦ୍ୟାନକୁ ଶ୍ମଶାନ ଭାବରେ ବ୍ୟବହାର କରାଯାଉଛି ।  ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।  ଏହି ପାର୍କ ନିକଟରେ ରହୁଥିବା ଲୋକମାନେ ଦାବି କରିଛନ୍ତି ଯେ ନିକଟସ୍ଥ ପାହଡପୁର ଅଞ୍ଚଳର…