Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକାକୁ ଭିଡିଓ କଲ୍ କରି ଜୀବନ ହାରିଲେ ଯୁବକ

ଭୁବନେଶ୍ୱର: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ଗୋଟିଏ ଦିନରେ ରାଜଧାନୀରେ ୨ ଜଣ ଯୁବକ ଦୁଇଟି ପୃଥକ ମାମଲାରେ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ଘଟଣା ଧଉଳି ଥାନା ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ଲିଙ୍ଗରାଜ ଥାନା ଅଞ୍ଚଳରେ । ଲିଙ୍ଗରାଜ ଥାନା ଅଞ୍ଚଳର ଏକ…

ଖେଳିବା ବୁଲିବା ବୟସରେ ସନ୍ନ୍ୟାସିନୀ ହେଲେ ୯ ବର୍ଷୀୟା ଦେବାଂଶୀ

ଗୁଜୁରାଟ: ସଂସାରରେ ରହି ସାଂସାରିକ ଜୀବନର ମୋହ, ମାୟା ତୁଟାଇ ବୈରାଗୀ ହେବାଟା କିଛି ସହଜ କଥା ନୁହେଁ । ବାପା ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ। ପାଖରେ ଟଙ୍କା ପଇସାର ଅଭାବ ନାହିଁ । ତଥାପି ଏସବୁ ପଛରେ ପକାଇ ସନ୍ନ୍ୟାସିନୀ ହୋଇଛନ୍ତି ଜଣେ ୯ ବର୍ଷର ଝିଅ। ଗୁଜୁରାଟର ଜଣେ ପ୍ରଖ୍ୟାତ ହୀରା…

ଘନ କୁହୁଡ଼ି ନେଇ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଶୀତ କମିଛି । ଅନ୍ୟପଟେ ଲାଗି ରହୁଛି କୁହୁ଼ଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ । ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।…

[ଦେଖନ୍ତୁ ଭିଡିଓ] ମୁଁ ଆଉ ଅନୁଭବ ପରିବାର: ଜାଗ୍ରତି ଶୁକ୍ଳା

ଭୁବନେଶ୍ୱର: ଅଭିନେତା ଓ ସାଂସଦ ଅନୁଭବ ମହାନ୍ତିଙ୍କ ସହ ଜାଗ୍ରତି ଶୁକ୍ଳାଙ୍କ ସମ୍ପର୍କକୁ ନେଇ ବିଗତ ୩ ବର୍ଷ ଧରି ଓଡ଼ିଶାରେ ବେଶ୍ ଚର୍ଚ୍ଚା ହେଉଛି । ଚର୍ଚ୍ଚା ଅଭିଯୋଗ ଅନୁସାରେ, କୁଆଡ଼େ ଜାଗ୍ରତିଙ୍କ ପାଇଁ ଅନୁଭବଙ୍କ ବୈବାହିକ ଜୀବନରେ ଫାଟ ଆସିଛି । ଏପରିକି ଜାଗ୍ରତିଙ୍କ ପାଇଁ ଅନୁଭବ,…

ଆରମ୍ଭ ହେଲା ଅନୁଗୋଳ ମହୋତ୍ସବ, ବେନି ଦୟାଲଙ୍କ ଗୀତରେ ଝୁମିଲେ ଦର୍ଶକ

ଅନୁଗୋଳ: ଗତକାଲିଠୁ ଆରମ୍ଭ ହୋଇଛି ଅନୁଗୋଳ ମହୋତ୍ସବ । ପ୍ରଥମ ସନ୍ଧ୍ୟାରେ ମହୋତ୍ସବର ମଜାନେବା ସହ ଭରପୁର ଝୁମିଛନ୍ତି ହଜାର ହଜାର ଦର୍ଶକ । ଅନୁଗୋଳ ଷ୍ଟାଡିୟମ୍‌ରେ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରସିଦ୍ଧ ପପ୍ ଗାୟକ ବେନି ଦୟାଲଙ୍କ ସହ ଅନୁଗୁଳିଆ ବଣ୍ଟିଙ୍କ କମାଲ ଦେଖିବାକୁ ମିଳିଥିଲେ ।…

୧ ଲକ୍ଷ ଡଲାରରେ ନିଲାମ ହେଲା ଟୁଇଟର ଲୋଗୋ

ନୂଆଦିଲ୍ଲୀ: ନିଲାମ ହେଲା ଟୁଇଟରର ପ୍ରସିଦ୍ଧ ଲୋଗୋ ‘ପକ୍ଷୀ’ । ପ୍ରାୟ ୧ଲକ୍ଷ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୮୧,୨୫,୦୦୦ ଟଙ୍କାରେ ବିକ୍ରୟ କରାଯାଇଥିବା   ‘ବିବିସି’ ରିପୋର୍ଟ ତରଫରୁ ପ୍ରକାଶ ପାଇଛି । ମଙ୍ଗଳବାର ସାନ୍ ଫ୍ରାନସିସକୋସ୍ଥିତ କାର୍ଯ୍ୟାଳୟରୁ ପୁରୁଣା ସାମଗ୍ରୀ ହଟାଇବା ପାଇଁ…

ଶାଢୀ ପିନ୍ଧି ହାତରେ ତ୍ରିରଙ୍ଗା ଧରି ମାରାଥନରେ ଦୌଡୁଛନ୍ତି ୮୦ ବର୍ଷର ବୃଦ୍ଧା

ମୁମ୍ବାଇ: ମାରାଥନରେ ଦୌଡୁଛନ୍ତି ମହିଳା । ଆପଣ ଭାବୁଥିବେ ଏଥିରେ ନୂଆ କ’ଣ ଅଛି ? ଗୋଟିଏ ନୁହେଁ ଅନେକ କିଛି ନୂଆ ଘଟଣା ଏହି ମାରାଥନ ଦୌଡରେ ଯୋଡି ହୋଇ ରହିଛି । ଏହାର ଭିଡିଓ​ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମହିଳା ଜଣକ ଶାଢୀ ପିନ୍ଧି ମାରାଥନରେ ଦୌଡୁଛନ୍ତି । ସବୁଠାରୁ…

ଠାକୁର ଜିତିଲେ ଗିଲଙ୍କ ଦିଲ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଦ୍ୱିଶତକ ହାସଲ କରି ଭାରତର ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଯେତିକି ଚର୍ଚ୍ଚିତ ହୋଇଛନ୍ତି ତାହାଠାରୁ ଅଧିକ ଶାର୍ଦ୍ଦୁଳ ଠାକୁର ପ୍ରଶଂସା ସାଉଁଟୁଛନ୍ତି । ଶାର୍ଦ୍ଦୁଳ ତ୍ୟାଗ କରି ନ ଥିଲେ ଗିଲ ଦ୍ୱିଶତକ ହାସଲ କରିପାରି ନ…

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳିଲେ ଚାଷୀ

ଜଗତସିଂହପୁର : ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢାଳି ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଧାନମଣ୍ଡିରେ ଅବ୍ୟବସ୍ଥା, ଧାନ ବିକ୍ରି ସମୟରେ କଟନୀ ଛଟନୀ ତଥା ମିଲର ମାନଙ୍କ ମନମାନି ପ୍ରତିବାଦରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…

ରେସଲର ବିବାଦ: ଡବ୍ଲ୍ୟୁଏଫଆଇକୁ ଜବାବ ରଖିବା ପାଇଁ ୭୨ ଘଂଟାର ସମୟ ଦେଲେ କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ଓ ରେସଲରଙ୍କ ବିବାଦ ରାଜରାସ୍ତାକୁ ଆସିବା ପରେ କ୍ରୀଡା ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିଛି । ୭୨ ଘଂଟା ମଧ୍ୟରେ ରେସଲରମାନେ ଆଣିଥିବା ଅଭିଯୋଗର ଜବାବ ରଖିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଡବ୍ଲୁଏଫଆଇର ସଭାପତି ବ୍ରିଜ ଭୂଷଣ ସିଂଙ୍କୁ ନିର୍ଦ୍ଦେଶ…