Latest Odisha News

BREAKING NEWS

ବିଶ୍ୱର ଦ୍ରୁତତମ ଧାବକ ବୋଲ୍ଟଙ୍କ ଆକାଂଉଟରୁ ଗାଏବ ହୋଇଗଲା ୯୮ କୋଟି ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ଦ୍ରୁତତମ ଧାବକ ଜାମାଇକାର ଉସେନ ବୋଲ୍ଟଙ୍କ ଆକାଂଉଟରୁ ୯୮ କୋଟି ଟଙ୍କା ଗାଏବ ହୋଇଯାଇଛି । ତାଙ୍କ ଅର୍ଥ ଜାମାଇକା ଷ୍ଟକ୍ସ ଆଣ୍ଡ ସିକ୍ୟୁରିଟିଜ ଲିମିଟେଡ କମ୍ପାନୀରେ ଲଗା ଯାଇଥିଲା । ବୋଲ୍ଟଙ୍କ ଓକିଲ ଗାର୍ଡେନଙ୍କ ଅନୁସାରେ ବୋଲ ଠକାମୀର ଶୀକାର ହୋଇଛନ୍ତି । ଏଥିଯୋଗୁ…

କାଠ ମାଫିଆକୁ ଧରିଲେ ଗାଁ ପ୍ରକୃତି ସୁରକ୍ଷା ସମିତି

କାମାକ୍ଷାନଗର: ଲକ୍ଷାଧିକ ଟଙ୍କାର କାଠ ଜବତ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ପଞ୍ଚାୟତ ଭାଲୁମୁଣ୍ଡା ଗାଁର ଜଣେ କାଠ ମାଫିଆଙ୍କ ଘରେ ଚଢ଼ାଉ କରିଛି ବନ ବିଭାଗ । ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ କରାଯାଇଛି । ତେବେ ଚଢ଼ାଉ ବେଳେ ଖସି…

ହାଇସ୍କୁଲ୍ ପରେ 5T ଅଧିନରେ ବଦଳିବ ଜିଲ୍ଲା ଚିକିତ୍ସାଳୟର ରୂପରେଖ

ଭୁବନେଶ୍ୱର: 5T ଅଧିନରେ ରୂପାନ୍ତରିତ ହେବ ଚିକିତ୍ସାଳୟ । ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରଣ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ହେବ । ସମସ୍ତ ଜିଲ୍ଲା ଚିକିତ୍ସାଳୟ ସହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ହସ୍ପିଟାଲର ରୂପାନ୍ତରଣ କରାଯିବ । ସ୍ୱାସ୍ଥ୍ୟ ବିଭାଗ…

ହକି ବିଶ୍ୱକପ: ନେଦରଲାଣ୍ଡର ବିଶ୍ୱରେକର୍ଡ

ଭୁବନେଶ୍ୱର: ଚଳିତ ହକି ବିଶ୍ୱକପରେ ଗୁରୁବାର ନେଦରଲାଣ୍ଡ ଟିମ ବିଶ୍ୱରେକର୍ଡ କରିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ୧୪-୦ ଗୋଲରେ ଚିଲିକୁ ପରାସ୍ତ କରିଛି । ଏହା ବିଶ୍ୱକପ ଟୁର୍ଣ୍ଣାମେଂଟ ଇତିହାସର ସବୁଠାରୁ ବୃହତ ବିଜୟ । ଏହା ପୂର୍ବରୁ ଏହି ରେକର୍ଡ…

ରଣଜୀ ଟ୍ରଫି: ଶୁଭ୍ରାଂଶୁ, ଅନୁରାଗଙ୍କ ଦୃଢ଼ ବ୍ୟାଟିଂ

ମୀରଟ: ଚଳିତ ରଣଜୀ ଟ୍ରଫି ଏଲିଟ ଗ୍ରୁପ ଏ କ୍ରିକେଟରେ ଉତରପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ପଛୁଆ ଥିବା ଓଡିଶା କିନ୍ତୁ ଦ୍ୱିତୀୟ ଇନିଂସରେ ଭଲ ବ୍ୟାଟିଂ କରିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ଗୋଟିଏ ୱିକେଟ ହରାଇ ୧୫୨ ରନ କରିଛି । ଶୁଭ୍ରାଂଶୁ ସେନାପତି ୯୧ ଓ ଅନୁରାଗ ଷଡଙ୍ଗୀ ୫୨…

ଆମେରିକାରେ ହେବ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ !

ନୂଆଦିଲ୍ଲୀ: ଆଇସିସି ତାର ପ୍ରତ୍ୟେକ ବଡ ଟୁର୍ଣ୍ଣାମେଂଟରେ ଭାରତ-ପାକିସ୍ତାନ ମଧ୍ୟରେ ଗୋଟିଏ ମ୍ୟାଚ କରିବା ନେଇ ସର୍ବଦା ବ୍ୟଗ୍ର ରହିଥାଏ । ୨୦୨୪ ଟି୨୦ ବିଶ୍ୱକପରେ ଭାରତ-ପାକ ମଧ୍ୟରେ ପୁନର୍ବାର ମୁକାବିଲା ହେବ । ଏହି ବିଶ୍ୱକପ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ମିଳିତ ଭାବେ ଖେଳାଯିବ । ତେବେ…

ରାଜଧାନୀରେ ଚାଞ୍ଚଲ୍ୟ, ପ୍ରେମିକାକୁ ଭିଡିଓ କଲ୍ କରି ଜୀବନ ହାରିଲେ ଯୁବକ

ଭୁବନେଶ୍ୱର: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ଗୋଟିଏ ଦିନରେ ରାଜଧାନୀରେ ୨ ଜଣ ଯୁବକ ଦୁଇଟି ପୃଥକ ମାମଲାରେ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ଘଟଣା ଧଉଳି ଥାନା ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ଲିଙ୍ଗରାଜ ଥାନା ଅଞ୍ଚଳରେ । ଲିଙ୍ଗରାଜ ଥାନା ଅଞ୍ଚଳର ଏକ…

ଖେଳିବା ବୁଲିବା ବୟସରେ ସନ୍ନ୍ୟାସିନୀ ହେଲେ ୯ ବର୍ଷୀୟା ଦେବାଂଶୀ

ଗୁଜୁରାଟ: ସଂସାରରେ ରହି ସାଂସାରିକ ଜୀବନର ମୋହ, ମାୟା ତୁଟାଇ ବୈରାଗୀ ହେବାଟା କିଛି ସହଜ କଥା ନୁହେଁ । ବାପା ଜଣେ ପ୍ରଖ୍ୟାତ ହୀରା ବ୍ୟବସାୟୀ। ପାଖରେ ଟଙ୍କା ପଇସାର ଅଭାବ ନାହିଁ । ତଥାପି ଏସବୁ ପଛରେ ପକାଇ ସନ୍ନ୍ୟାସିନୀ ହୋଇଛନ୍ତି ଜଣେ ୯ ବର୍ଷର ଝିଅ। ଗୁଜୁରାଟର ଜଣେ ପ୍ରଖ୍ୟାତ ହୀରା…

ଘନ କୁହୁଡ଼ି ନେଇ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଲାଗି ରହିଥିବା ବେଳେ ଶୀତ କମିଛି । ଅନ୍ୟପଟେ ଲାଗି ରହୁଛି କୁହୁ଼ଡ଼ି । ଏଭଳି ପାଗ ଆଉ ୩ ଦିନ ଯାଏ ଲାଗି ରହିବ । ଘନ କୁହୁଡ଼ି ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।…

[ଦେଖନ୍ତୁ ଭିଡିଓ] ମୁଁ ଆଉ ଅନୁଭବ ପରିବାର: ଜାଗ୍ରତି ଶୁକ୍ଳା

ଭୁବନେଶ୍ୱର: ଅଭିନେତା ଓ ସାଂସଦ ଅନୁଭବ ମହାନ୍ତିଙ୍କ ସହ ଜାଗ୍ରତି ଶୁକ୍ଳାଙ୍କ ସମ୍ପର୍କକୁ ନେଇ ବିଗତ ୩ ବର୍ଷ ଧରି ଓଡ଼ିଶାରେ ବେଶ୍ ଚର୍ଚ୍ଚା ହେଉଛି । ଚର୍ଚ୍ଚା ଅଭିଯୋଗ ଅନୁସାରେ, କୁଆଡ଼େ ଜାଗ୍ରତିଙ୍କ ପାଇଁ ଅନୁଭବଙ୍କ ବୈବାହିକ ଜୀବନରେ ଫାଟ ଆସିଛି । ଏପରିକି ଜାଗ୍ରତିଙ୍କ ପାଇଁ ଅନୁଭବ,…