ହକି ବିଶ୍ୱକପ: ଭାରତ ପାଇଁ ଏବେ ନୁହେଁ ତ କେବେ ରଣନୀତି
ଭୁବନେଶ୍ୱର: ହକିର ଜ୍ୱର ଏବେ ସାରା ଭାରତରେ । ଓଡିଶାରେ ବିଗୁଲ ବାଜିସାରିଛି । ମନୋରଞ୍ଜନ ପରେ ଏବେ ଭାରତ ପାଇଁ ସମ୍ମାନର ପ୍ରଶ୍ନ । ବିଶ୍ୱକପରେ ଦୀର୍ଘ ଦିନ ଧରି ପଦକ ଶୂନ୍ୟ ରହିଛି ଟିମ ଇଣ୍ଡିଆ । ୪୭ ବର୍ଷ ଧରି ଭାରତ ପଦକ ଜିତିନି । ସେଥିପାଇଁ ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ…