୨ ଭାରତୀୟ ୩ ଦିନରେ ବୁଲିଲେ ୭ ମହାଦେଶ
ନୂଆଦିଲ୍ଲୀ: ଜଣେ ସାଧାରଣ ମଣିଷ ଗୋଟିଏ କିମ୍ବା ୨ ଦିନରେ କେତୋଟି ସ୍ଥାନ ଭ୍ରମଣ କରିପାରିବ ? ଆମେ କହିବା ଅତି ବେଶୀରେ ୧୦୦୦ରୁ ୨୦୦୦ କିଲୋମିଟର ପର୍ୟ୍ୟନ୍ତ । ମାତ୍ର ଭାରତର ୨ ବ୍ୟକ୍ତି ଡ.ଅଲୀ ଲଗାନୀ ଓ ସୁଜୟ କୁମାର ମିତ୍ର ମାତ୍ର ୩ ଦିନରେ ୭ ମହାଦେଶ ଭ୍ରମଣ କରି ଗିନିଜ ବୁକ ଅଫ ୱାର୍ଲ୍ଡ…