Latest Odisha News

BREAKING NEWS

ପ୍ରମେୟ, ନ୍ୟୁଜ୍ ୭ର ଜନ୍ମ ଉତ୍ସବ, ଗୁଣାତ୍ମକ ହେଉ ଓଡ଼ିଆ ସାମ୍ବାଦିକତା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଗଣମାଧ୍ୟମ ମୂଲ୍ୟହୀନ ଖବର ପଛରେ ନ ଧାଇଁ ଲୋକଙ୍କ ବାସ୍ତବ ପ୍ରସଙ୍ଗ ସାମ୍ନାକୁ ଆଣିବା ଦରକାର । ପ୍ରତ୍ୟେକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ପ୍ରମେୟ, ନ୍ୟୁଜ୍‌-୭ ଓ ଡିଜିଟାଲ ୱିଙ୍ଗ୍‌ର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି…

ରାଜଶ୍ରୀ କଳା ଓ ସାହିତ୍ୟର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୀ: ସ୍ଥାନୀୟ ସଂସ୍କୃତି ଭବନରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାଚୀନ ଓ ଆଧୁନିକ ସାହିତ୍ୟ ମଧ୍ୟରେ କିପରି ସାମଞ୍ଜସ୍ୟ ରହିବା ଉଚିତ ସେ…

ଫ୍ରାନ୍ସରେ ମିଳିବ ଫ୍ରୀ କଣ୍ଡୋମ

ପ୍ୟାରିସ: ଫ୍ରାନ୍ସବାସୀଙ୍କ ପାଇଁ ଖୁସି ଖବର । ଏଥର ସରକାରଙ୍କ ପକ୍ଷରୁ ଫ୍ରୀ କଣ୍ଡୋମ ଯୋଗାଇ ଦିଆଯିବ । ଆସନ୍ତା ବର୍ଷ ଜାନୁୟାରୀରେ ଏହା ଲାଗୁ କରାଯିବ । ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏହା ଘୋଷଣା କରିଛନ୍ତି । ଏଠାରେ ଏଡ୍ସ, ଏସଟିଆଇ ଓ ଅନାବଶ୍ୟକ ପ୍ରେଗେନ୍ସି ରୋକିବାରେ…

ଈଶାନଙ୍କ ତୁଫାନରେ ଉଡିଗଲା ବାଂଲାଦେଶ, ତୃତୀୟ ଦିନିକିଆରେ ଶୋଚନୀୟ ପରାଜୟ

ଚଟ୍ଟଗାଁଓ: ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଈଶାନ କିଶାନଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ବାଂଲାଦେଶ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ବାଂଲାଦେଶକୁ ୨୨୭ରନରେ ହରାଇବା ସତ୍ୱେ ଭାରତ ୧-୨ରେ ସିରିଜ ପରାଜୟବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଟିମ ଇଣ୍ଡିଆ ଈଶାନଙ୍କ…

ପୁଷ୍ପା ୨ରେ ରାମଚରଣଙ୍କ ଏଂଟ୍ରି

ମାଡ୍ରାସ: ପୁଷ୍ପା ଫିଲ୍ମର ଅପୂର୍ବ ସଫଳତା ପରେ ମେକର୍ସ ଏହାର ଦ୍ୱିତୀୟ ପାର୍ଟ ପୁଷ୍ପା ୨ର ଘୋଷଣା କରି ଦେଇଛନ୍ତି । ଅଲ୍ଲୁ ଅର୍ଜନଙ୍କ ସହ ଏଥିରେ ସୁପରଷ୍ଟାର ରାମଚରଣ ଅଭିନୟ କରିବେ ବୋଲି ଜଣାପଡିଛି । ଏଥିରେ ସେ ଅଳ୍ପ ସମୟ ପାଇଁ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ ।…

୩ ବର୍ଷରେ ମିଳିବନି ଅନର୍ସ ଡିଗ୍ରୀ !

ନୂଆଦିଲ୍ଲୀ: ସ୍ନାତକ ଅନର୍ସ ଡିଗ୍ରୀ ହାସଲ ପାଇଁ ଏଣିକି ୪ ବର୍ଷ ପଢ଼ିବାକୁ ପଡ଼ିବ । ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ, ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ୪ ବର୍ଷିଆ ଅଣ୍ଡରଗ୍ରାଜୁଏଟ୍ ପ୍ରୋଗ୍ରାମର ଚିଠା ପ୍ରସ୍ତୁତ କରିଛି । ଯାହାର ଘୋଷଣା ଡିସେମ୍ବର ୧୨ ସୋମବାର ହୋଇପାରେ । ୟୁଜିସିର…

ଫିଫା ବିଶ୍ୱକପ : ବ୍ରାଜିଲ ବିଦା, ଆର୍ଜେଂଟିନା ସେମିରେ

ଦୋହା: ଚଳିତ ଫିଫା ବିଶ୍ୱକପରେ କ୍ରୋଏସିଆ ୫ଥର ବିଶ୍ୱକପ ଚାମ୍ପିୟନ ବ୍ରାଜିଲକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଅପରପକ୍ଷରେ ଆର୍ଜେଂଟିନା ୪-୩ ପେନାଲ୍ଟି ଶୁଟଆଉଟରେ ନେଦରଲାଣ୍ଡସକୁ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛି । ପ୍ରଥମ କ୍ୱାର୍ଟର ଫାଇନାଲରେ କ୍ରୋଏସିଆ ପେନାଲ୍ଟି ଶୁଟଆଉଟରେ…

ଦିଲ୍ଲୀ ନାଟକ: କିଛି ଘଂଟା ମଧ୍ୟରେ ଦଳକୁ ଫେରିଆସିଲେ ଆପରେ ସାମିଲ ହୋଇଥିବା କଂଗ୍ରେସ ପାର୍ଷଦ

ନୂଆଦିଲ୍ଲୀ: ଦିଲ୍ଲୀରେ ରାଜନୈତିକ ଡ୍ରାମ ଆରମ୍ଭ ହୋଇଯାଇଛି । ଦିଲ୍ଲୀ ଏମସିଡି ଫଳାଫଳ ଆସିବା କିଛି ସମୟ ପରେ କଂଗ୍ରେସର ୨ଜଣ ପାର୍ଷଦ ସବିଲା ବେଗମ ଓ ନାଜିଆ ଖାତୁନ ଆପରେ ମିଶିଥିଲେ । ଫଳରେ ଆପର ସଂଖ୍ୟା ୧୩୬ରେ ପଂହଚି ଯାଇଥିଲା । ତେବେ ଏହାର କିଛି ଘଂଟା ପରେ ଉକ୍ତ ୨ ପାର୍ଷଦ ଏବଂ ଦିଲ୍ଲୀ…

ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଉଦଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ତଥା ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘ ସହଯୋଗରେ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଚତୁର୍ଥ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ମୁଖ୍ୟମନ୍ତ୍ରୀ…

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି: ଇଫୁ ମଲ୍ଲିକ

ଭୁବନେଶ୍ୱର: ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…