Latest Odisha News

BREAKING NEWS

ପୁରୀରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ, ୨ ଯୁବକ ଗିରଫ

ପୁରୀ: ବାଟ ହୁଡ଼ୁଛନ୍ତି ଯୁବପିଢ଼ି । ବାଇୟା କରୁଛି ବ୍ରାଉନସୁଗାର । ପୁରୀରୁ ପୁଣି ଥରେ ଜବତ ହୋଇଛି ଧଳା ଜହର । ଆଜି ଅବକାରୀ ବିଭାଗର ସ୍କ୍ୱାଡ ପୁରୀର ଗଙ୍ଗାରାମ ନୂଆସାହିରୁ ୧୬୪ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ମାମଲାରେ ନୂଆସାହିର ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ୨…

ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କଂଗ୍ରେସ ନେତା ସୁଖବିନ୍ଦର ସିଂ ସୁଖୁ

ଶିମଳା: ହିମାଚଳ ପ୍ରଦେଶରେ ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଖବିନ୍ଦର ସିଂ ସୁଖୁ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶିମଳାର ରିଜ ମୈଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୁଖୁଙ୍କ ସହ କଂଗ୍ରେସ ନେତା ଓ ପ୍ରତିଭା ସିଂହଙ୍କ ଘନିଷ୍ଠ ମୁକେଶ ଅଗ୍ନିହୋତ୍ରୀ ଉପ…

ଏବେ ସାମିଲ୍ ହେବ ନାହିଁ ନୂଆ ବିଷୟ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରେ କୌଣସି ନୂଆ ବିଷୟ ସାମିଲ୍ କରାଯିବ ନାହିଁ । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ଚଳିତ ବର୍ଷର ପାଠପଢ଼ା ଆରମ୍ଭ ହୋଇ ଯାଇଥିବାରୁ ଆଉ କୌଣସି ନୂଆ ବିଷୟ ସାମିଲ୍ ହେବ ନାହିଁ । ତେବେ…

ଋଷ ଡ୍ରୋନ୍ ଆକ୍ରମଣରେ ଅଚଳ ୟୁକ୍ରେନର ପାୱାର ଗ୍ରୀଡ଼, ଅନ୍ଧାରରେ ୧୫ ଲକ୍ଷ ଲୋକ

କିଭ୍: ୟୁକ୍ରେନ୍-ଋଷ ମଧ୍ୟରେ ଫେବ୍ରୁଆରୀ ୨୪ରୁ ଚାଲିଥିବା ଯୁଦ୍ଧ ଜାରି ରହିଛି । ପୁଟିନ୍ ତାଙ୍କ ଜିଦରୁ ଓହରୁ ନଥିବା ବେଳେ ବହୁତ କ୍ଷତି ସହିଲାଣି ୟୁକ୍ରେନ୍ । ୟୁକ୍ରେନର ଅନେକ ସହରରେ ଋଷ ସୈନ୍ୟ ଧ୍ୱଂସର ତାଣ୍ଡବ ଲୀଳା ରଚିଛନ୍ତି । ଏବେ ଋଷ କାମିକେଜ୍ ଡ୍ରୋନ୍ ଆକ୍ରମଣ କରିଛି । ଦକ୍ଷିଣ…

ଶିଶୁ କବିତା : ସାଧବ ବୋହୂ

ପ୍ରଣତି ଆଚାର୍ଯ୍ୟ ମିଶ୍ର  ସାଧବ ବୋହୂ ଲୋ ସାଧବ ବୋହୂ ନାଲି ପାଟପିନ୍ଧି କୁଆଡେ ଯାଉ।। ଆ ମୋପାଖକୁ ଦେବି ଆଉଁସି ବରଷା ହେଉଛି ଯାଆନା ରୁସି।। ଭୁଲି ଗଲୁ କି ତୋ ଘର ଠିକଣା ଖୋଜି ଖୋଜି ହେଲୁ ତୁ ବାଟବଣା।। ମଖମଲି ନାଲି ଦେହଟି ତୋର ବରଷକେ ଥରେ ଆସୁ ମୋ ଘର।। ଆ ତୋତେ…

କବିତା : ମାୟାମୃଗ ଗପ

ବିଶ୍ବରଂଜନ ଦାଶ  ମୁଁ ଏକା ନାହିଁ ସହରେ ହେଇନି କାହାର ସଞ୍ଜ ନଇଁ ଗଲେ ରାତି ସକାଳକୁ ଭୁଲେ, ଅପାଶୋରା ଗୀତଟେ ମୁଁ ଭାବ ଯା ଅଭାବ ଥରେ ଗଡି ଗଲେ ଲୁହ ଆଖି କଥା ଭୁଲେ ।। ଛୋଟ ଏଇ ଜୀବନରେ ବଡ କିଛି ନାହିଁ ସମ୍ପର୍କ ବି ବେଳେ ବେଳେ ବୋଝ ଲାଗି ଯାଏ ଏ କାନ୍ଧର ଦୁଃଖ ଏଠି ସେ କାନ୍ଧ…

ବନ ବିଭାଗ କାର୍ଯ୍ୟାଳୟ ଠାରୁ ୧ କିଲୋମିଟର ଦୂରରୁ ଦନ୍ତା ହାତୀର ମୃତଦେହ ଠାବ

ଅନୁଗୁଳ: ପୁଣି ଅନୁଗୁଳରେ ଆଖି ବୁଜିଲା ଦନ୍ତା ହାତୀ । ବନ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଯାହା ପରେ ବନ ବିଭାଗର ପାରିବା ପଣିଆ ପଦାରେ ପଡ଼ିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଜରପଡ଼ା ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ମାତ୍ର ୧…

ଏଥର ବିଧିବଦ୍ଧ ଭାବେ ଆଇଓଏର ପ୍ରଥମ ମହିଳା ସଭାପତି ହେଲେ ଉଷା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି ମହାନ ଆଥଲେଟ ପିଟି ଉଷା । ୫୮ ବର୍ଷୀୟା ଉଷା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବିରୋଧରେ କେହି ଛିଡା ହୋଇ ନ ଥିବାରୁ ସେ ନିର୍ବାଚିତ ହେବା ନିଶ୍ଚିତ ହୋଇ ଯାଇଥିଲା । ଶନିବାର…

ବ୍ରହ୍ମପୁରର ୬ ନର୍ସିଂହୋମ ଉପରେ ଚଢ଼ଉ

ବ୍ରହ୍ମପୁର:ବ୍ରହ୍ମପୁର ସହରର ୬ଟି ଘରୋଇ ନର୍ସିଂହୋମ୍‌ ଉପରେ ଶନିବାର ସନ୍ଧ୍ୟାରେ ପ୍ରଶାସନ ତରଫରୁ ଚଢ଼ଉ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଜେ.ସୋନାଲ ଏବଂ ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଚଢ଼ଉ ହୋଇଥିଲା। ଚଢ଼ଉ…

ପ୍ରମେୟ, ନ୍ୟୁଜ୍ ୭ର ଜନ୍ମ ଉତ୍ସବ, ଗୁଣାତ୍ମକ ହେଉ ଓଡ଼ିଆ ସାମ୍ବାଦିକତା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଗଣମାଧ୍ୟମ ମୂଲ୍ୟହୀନ ଖବର ପଛରେ ନ ଧାଇଁ ଲୋକଙ୍କ ବାସ୍ତବ ପ୍ରସଙ୍ଗ ସାମ୍ନାକୁ ଆଣିବା ଦରକାର । ପ୍ରତ୍ୟେକ ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ପ୍ରମେୟ, ନ୍ୟୁଜ୍‌-୭ ଓ ଡିଜିଟାଲ ୱିଙ୍ଗ୍‌ର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି…