Latest Odisha News

BREAKING NEWS

ବାଂଲାଦେଶ ଗସ୍ତରୁ ଓହରିଲେ ସାମି

ନୂଆଦିଲ୍ଲୀ:ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜରୁ ଭାରତର ପେସ ବୋଲର ମହମ୍ମଦ ସାମି ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ୩ ମ୍ୟାଚ ବିଶିଷ୍ଟ ସିରିଜ ରବିବାରଠାରୁ ଆରମ୍ଭ ହେବ । ସାମିଙ୍କ ଅନୁପସ୍ଥିତିରେ ମୁକେଶ କୁମାର ଓ ନବଦୀପ ସୈନୀଙ୍କ ମଧ୍ୟରେ ଜଣଙ୍କୁ ଦଳରେ ସାମିଲ କରାଯାଇପାରେ…

ଗୁଗୁଲ CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ

ନୂଆଦିଲ୍ଲୀ: ଗୁଗୁଲର CEO ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ । ଭାରତର ସବୁଠାରୁ ବଡ ତୃତୀୟ ନାଗରିକ ସମ୍ମାନ  ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି  ସୁନ୍ଦର ପିଚାଇ  । ଆମେରିକୀ ନାଗରିକ ତଥା ତାମିଲନାଡୁ ମଦୁରାଇରେ ଜନ୍ମିତ ସୁନ୍ଦର ପିଚାଇଙ୍କୁ  ବ୍ୟାବସାୟିକ ଏବଂ ଉଦ୍ୟୋଗିକ କ୍ଷେତ୍ରର ସଫଳତା…

ରାଜ୍ୟପାଳଙ୍କ ଦ୍ୱାରା ‘ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦିଗ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର : ଏଥେନା ବୁକ୍ସ ଆନୁକୁଲ୍ୟରେ ପ୍ରକାଶିତ ବିଶିଷ୍ଟ ସମାଲୋଚକ ପ୍ରଦୀପ କୁମାର ସ୍ୱାଇଁଙ୍କ 'ଓଡ଼ିଆ ସାହିତ୍ୟରେ ଆଧୁନିକତାର ଦିଗ' ପୁସ୍ତକ ରାଜ ଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ଲେଖକ ଶ୍ରୀ ସ୍ୱାଇଁ, ପ୍ରକାଶକ ତଥା…

ଶ୍ରଦ୍ଧା ମର୍ଡର କେସର ନୂଆ ଟ୍ୱିଷ୍ଟ: ଅଫତାବ ଘରୁ ମିଳିଲା ଚାଇନିଜ ଚାପଡ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ । ନାର୍କୋ ଟେଷ୍ଟ, ପଲିଗ୍ରାଫ ଟେଷ୍ଟରେ  ଗୋଟି ଗୋଟି ସତ ଉଗାଳିଛି ଜହ୍ଲାଦ ପ୍ରେମିକ ଅଫତାବ । ୨ ଜଣ ଡାକ୍ତର, ଜଣେ ସାଇକୋଲୋଜିଷ୍ଟ ଓ ୨ଜଣ ଫଟୋ ବିଶେଷଜ୍ଞଙ୍କ  ଉପସ୍ଥିତିରେ ୨ ଘଣ୍ଣା ଧରି ହୋଇଥିଲା ଜେରା । ଜେରାବେଳେ ଲିଭ୍ ଇନ…

ଟିଏମସି ନେତାଙ୍କ ଘରେ ବୋମା ବିସ୍ଫୋରଣ, ୩ ମୃତ

କୋଲକାତା: ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ବୋମା ବିସ୍ଫୋରଣ । ବିସ୍ଫୋରଣରେ ଅତି କମରେ ୩ ଜଣ ଲୋକଙ୍କ ଜୀବନ ଯାଇଛି । ଘଟଣା ଘଟିଛି ପଶ୍ଚିମ ବଙ୍ଗ ପୂର୍ବ ମେଦିନପୁର ଇଲାକାରେ । ଶୁକ୍ରବାର ରାତି ପ୍ରାୟ ୧୧ଟା ୧୫ରେ  ନୟବିଲ୍ଲା ଗାଁରେ ରହୁଥିବା ତୃଣମୂଳ କଂଗ୍ରେସ ପ୍ରେସିଡେଣ୍ଟଙ୍କ ଘରେ…

ଜଗନ୍ନାଥ ରାଜା ଛୁଆ ବା ଶାସକରେ ସୀମିତ ନୁହଁନ୍ତି, ସେ ସାରା ଜଗତର-ତଥାଗତ

ଭଦ୍ରକ: ଢେଙ୍କାନାଳର ପୂର୍ବତନ ସାଂସଦ ତଥା ଧରିତ୍ରୀ ସମ୍ପାଦକ ତଥାଗତ ସତପଥୀଙ୍କ ମୁହଁରେ ଜଗନ୍ନାଥ ତତ୍ତ୍ୱ ! ସେତିକି ନୁହେଁ, ଜଗନ୍ନାଥଙ୍କ ତତ୍ତ୍ୱ ସହ ଓଡ଼ିଶାର ସଂସ୍କୃତି କିପରି ଜଡିତ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି ।   ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଶାର ଠାକୁର । ଜଗନ୍ନାଥଙ୍କ ନାଁ ସହ…

କବିତା : ମୋହ

ଅର୍ଚ୍ଚନା ଦେଓ  ସକାଳ ମୁହଁ ଧୋଇ ଯାଇଥିଲି ତୁମ ଘର ବାଟେ ଆକର୍ଷଣ ଓ ଦୁର୍ବଳତା ନେଇଗଲା ଠିକ୍ ଦୁଆର ସାମ୍ନାକୁ ହେଲେ ଗେଟ୍ ଖୋଲିବା ପାଇଁ ସାହାସ କି ତୁମକୁ ଅପେକ୍ଷା କ ରିବାର ଧୈର୍ଯ୍ୟ ମୋର ନଥିଲା ଫେରି ଆସିଲି ଗେଟ୍ ମୁହଁରୁ କେତେ ବର୍ଷ ବିତିଗଲାଣି ଏହାରି ଭିତରେ ତୁମେ…

‘ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ଶୀର୍ଷକ ୩ ଦିନିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭାରତର ପ୍ରାଚୀନ ପରମ୍ପରା ଓ ଆଧୁନିକ ଜ୍ଞାନ କୌଶଳକୁ ବ୍ୟବହାର କରି ବାୟୁ ପ୍ରଦୂଷଣର ମୁକାବିଲା କରିବା ନିମନ୍ତେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଶୁକ୍ରବାର ଆହ୍ୱାନ ଦେଇଛନ୍ତି । 'ବାୟୁ-ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି'…

ଓଡ଼ିଶା ବକ୍ସସାଇଟରେ ପ୍ରଥମ, ଆଲୁମିନାରେ ପ୍ରଥମ, ଆଲୁମିନିୟମ୍ ଉତ୍ପାଦନରେ ପ୍ରଥମ: ଡ. ଚାନ୍ଦ

ଭୁବନେଶ୍ୱର: ଓଡ଼ିଶା ବକ୍ସସାଇଟରେ ପ୍ରଥମ, ଆଲୁମିନା ପ୍ରଥମ, ଆଲୁମିନିୟନ୍ ଉତ୍ପାଦନରେ ପ୍ରଥମ । ମେକ୍ ଇନ୍ କନକ୍ଲେଭରେ ଯୋଗ ଦେଇ ଏହା କହିଛନ୍ତି ବେଦାନ୍ତ ଆଲୁମିନିୟମର ସଭାପତି ଡକ୍ଟର ଟିକେ ଚାନ୍ଦ । ମେକ୍ ଇନ୍ କନକ୍ଲେଭର ଦ୍ୱିତୀୟ ଦିନରେ ଡାଉନଷ୍ଟ୍ରିମ୍ ଏବଂ ଆନୁଷଙ୍ଗିକ ଶିଳ୍ପକୁ ନେଇ…

ଓଡ଼ିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଆମର ପ୍ରୟାସ: ନବୀନ ଜିନ୍ଦଲ

ଭୁବନେଶ୍ୱର: ଓଡ଼ିଶା ମୋର ଦ୍ୱିତୀୟ ଘର ଏବଂ ପ୍ରଥମ କର୍ମଭୂମି । ଆମର ପ୍ରୟାସ ହେଉଛି ଓଡ଼ିଶାର ସର୍ବୋତ୍ତମ କର୍ପୋରେଟ୍ ନାଗରିକ ହେବା ଏବଂ ଓଡ଼ିଶାର ଲୋକଙ୍କୁ ଆମର ସର୍ବୋତ୍ତମ ଅବଦାନ ପ୍ରଦାନ କରିବା, 'ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମେକ୍ ଇନ୍ ଓଡିଶା…