Latest Odisha News

BREAKING NEWS

ବିଭିନ୍ନ ରୋଗ ଦୂର କରେ ଶୁଖିଲା ନଡ଼ିଆ ଆସନ୍ତୁ ଜାଣିବା…

ଓଡ଼ିଶା ସମ୍ବାଦ ବ୍ୟୁରୋ : ଘରେ ଘରେ ନଡ଼ିଆର ଆବଶ୍ୟକତା ଅଧିକ ରହିଥାଏ  । ସମସ୍ତେ ମଧ୍ୟ ନଡ଼ିଆ ଖାଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି  । ସାଧାରଣତଃ ନଡ଼ିଆ କିଛି ଦିନ ଦିନ ରହିବାପରେ ସେଥିରେ ଥିବା ପାଣି ଶୁଖିଯାଇଥାଏ ଫଳରେ ଲୋକେ ଏହି ନଡ଼ିଆକୁ ଫିଙ୍ଗି ଦେଇଥାଆନ୍ତି । କ’ଣ ଆପଣ ଜାଣିଛନ୍ତି…

ଆଜିର ସୃଜନୀ ପକ୍ଷରୁ ମହିଳା କବିତା ଆସର ଆୟୋଜିତ 

ଭୁବନେଶ୍ବର  : ସାମାଜ ସେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଆସୁଥିବା ଦାତବ୍ୟ ଅନୁଷ୍ଠାନ ଆଜିର ସୃଜନୀ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ମହିଳା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସର…

ମାଲେସିଆ ଏୟାର ଲାଏନ୍ସର ଦାୟିତ୍ୱ ହୀନତା ନେଇ ଦୀପକ ଚହର ଅସନ୍ତୁଷ୍ଟ

ଢ଼ାକା: ମାଲେସିଆ ଏୟାରଲାଇନ୍ସର ଦାୟିତ୍ୱ ହୀନତା ନେଇ ଭାରତୀୟ କ୍ରିକେଟର ଦୀପକ ଚହର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦୀପକ ଭାରତୀୟ ଟିମ ସହିତ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ । ସେଠାରୁ ସେ ସିଧାସଳଖ ଢ଼ାକା ଅଭିମୁଖେ ଯାତ୍ରା କରି ବାଂଲାଦେଶ ଗସ୍ତରେ ଯାଇଥିବା ଟିମ ସହିତ ଯୋଗ…

ମହାନ ଫୁଟବଲ ଖେଳାଳି ପେଲେ ଗୁରୁତର

ଦୋହା: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପ ଅବସରରେ ଏକ ଚିନ୍ତାଜନକ ଖବର ପ୍ରଶଂସକଙ୍କୁ ନିରାଶ କରିଛି । ବ୍ରାଜିଲର ମହାନ ଫୁଟବଲ ଖେଳାଳି ୮୨ ବର୍ଷୀୟ ପେଲେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କର ଅଧିକାଂଶ ଅଙ୍ଗ କାର୍ଯ୍ୟ କରୁ ନାହିଁ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି । ନିୟମିତ…

ରାହୁଲଙ୍କ ଛୁଟି ମଂଜୁର, ଜୋର ଧରିଲା ବିବାହ ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲଙ୍କ ଛୁଟି ମଂଜୁର କରିଛି ବିସିସିଆଇ । କିଛି ଦିନ ତଳେ ସେ ଏଥିପାଇଁ ଆବେଦନ କରିଥିଲେ । ଛୁଟି ମଂଜୁର ହେବା ପରେ ରାହୁଲଙ୍କ ବାହାଘର ହେବା ନେଇ ଚର୍ଚ୍ଚା ଜୋର ଧରିଛି । ରାହୁଲ ଏବଂ ଆଥିୟା ସେଟ୍ଟୀ ଦୀର୍ଘ ଦିନ ହେବ ପରସ୍ପରକୁ ଭଲ ପାଇ ଆସୁଛନ୍ତି ।…

ବୟସ ଜାଲିଆତି ଅଭିଯୋଗ ନେଇ ଲକ୍ଷ୍ୟ ସେନଙ୍କ ବିରୁଦ୍ଧରେ ଏଫଆଇଆର

ବାଙ୍ଗାଲୋର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନଙ୍କ ବିରୁଦ୍ଧରେ ରୁଜୁ ହୋଇଛି ଏଫଆଇଆର । ବୟସ ଜାଲିଆତି କରିଥିବା ଅଭିଯୋଗ ନେଇ ଲକ୍ଷ୍ୟ ସେନ, ତାଙ୍କ ପରିବାର ଏବଂ ପୂର୍ବତନ ଭାରତୀୟ କୋଚ ବିମଲ କୁମାର ମଧ୍ୟ ଏଥିରେ ଫସିଛନ୍ତି । ଏମ.ଗୋଭିପ୍ପା ନାଗରାଜନାମକ ଜନୈକ ବ୍ୟକ୍ତି…

ଆରଆରଆର ପାଇଁ ନିର୍ଦ୍ଦେଶକ ରାଜମୌଲୀଙ୍କୁ ମିଳିଲା ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ପୁରସ୍କାର

ନ୍ୟୁୟର୍କ: ଆରଆରଆର ଫିଲ୍ମର ନିର୍ଦ୍ଦେଶକ ଏସଏସ ରାଜମୌଲୀ ଶନିବାର ଆଉ ଏକ କମାଲ କରିଛନ୍ତି । ଷ୍ଟିଭନ ସ୍ପିଲବର୍ଗ, ଡ୍ୟାରେନ ଏରୋନଫିସକୀ ଓ ସାରା ପୋଲିଙ୍କୁ ପଛରେ ପକାଇ ରାଜମୌଲୀ ଏହି ସଫଳତା ହାସଲ କରିଛନ୍ତି । ଜାନୁୟାରୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ହଲିଉଡର ଆଗଧାଡିର…

୧୭୫ ବର୍ଷର ଯାତ୍ରା, ତଥାପି କମିନି ‘ଖାକି’ର ଚମକ

ନୂଆଦିଲ୍ଲୀ: ଖାକି ଶବ୍ଦ ଶୁଣିବା କ୍ଷଣି ଆଖିଆଗରେ ଭାସି ଉଠେ ଭାରତୀୟ ପୋଲିସର ଚେହେରା  ।  କେହି କେହି ତ ପୋଲିସର ନାଁ ନ ଧରି  ଖାକି ବୋଲି ଡାକିଥାନ୍ତି । କାହିଁ କେଉଁ ଦିନରୁ ଏଇ ପୋଷାକରେ ଭାରତୀୟ ପୋଲିସ  ସେମାନଙ୍କର ସେବା ଯୋଗାଇ ଆସୁଛନ୍ତି । ୧୭୫ ବର୍ଷରେ ପହଞ୍ଚିଛି ଖାକି । …

ଫିଫା ବିଶ୍ୱକପ: ଆଜିଠାରୁ ଆରମ୍ଭ ହେବ ନକଆଉଟ ପର୍ଯ୍ୟାୟ

ଦୋହା: ଫିଫା ବିଶ୍ୱକପର ପ୍ରକୃତ ରୋମାଂଚକ ଏବେ ଆରମ୍ଭ ହେବ । ଆଜିଠାରୁ (ଡିସେମ୍ବର ୩) ନକଆଉଟ ପର୍ଯ୍ୟାୟ ମୁକାବିଲାରେ ଅବତୀର୍ଣ୍ଣ ହେବେ ୧୬ଟିମ । ଏଥର ସମସ୍ତ ଟିମ ପାଇଁ ପରବର୍ତୀ ରାଉଣ୍ଡ ପାଇଁ ରହିବ ଏକମାତ୍ର ସୁଯୋଗ । ପ୍ରଥମ ପ୍ରି-କ୍ୱାର୍ଟର ମୁକାବିଲାରେ ଆମେରିକାକୁ ଭେଟିବ ନେଦରଲାଣ୍ଡ ।…

ଆତ୍ମହତ୍ୟା କରିଥାନ୍ତେ କରନ ଜୋହର !

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ କେଆରକେ ଆଜି ଏକ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବ୍ରହ୍ମାସ୍ତ୍ର ଫିଲ୍ମ ସୁପରଫ୍ଲପ ହେବା ପରେ ଏହାର ପ୍ରଡ୍ୟୁସର କରନ ଜୋହର ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ । ମାତ୍ର ଠିକ ସମୟରେ ମୁକେଶ ଅମ୍ବାନୀ ତାଙ୍କୁ ୩୦୦ କୋଟି ଧାର ଦେବାରୁ ସେ…