Latest Odisha News

BREAKING NEWS

ବଳାତ୍କାରୀଙ୍କୁ ମୁକ୍ତ କରିବା ଘଟଣାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କଲେ ବିଲକିସ ବାନୋ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିଲକିସ ବାନୋ ମାମଲା । ଗୁଜରାଟ ଦଙ୍ଗାବେଳେ ଗ୍ୟାଙ୍ଗ ରେପ ସହ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା ୧୧ ଜଣ ଲୋକଙ୍କୁ କୋର୍ଟ ଖଲାସ କରିବା ପ୍ରତିବାଦରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତା । ଅପରାଧୀଙ୍କୁ ମୁକ୍ତ କରାଯିବା…

ଓଡ଼ିଶା ଭେଇକିଲ୍ ସ୍କାର୍ପିଂ ନୀତିକୁ କ୍ୟାବିନେଟ୍ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟ୍ ନୂଆ ପଞ୍ଜିକୃତ ଭେଇକିଲ୍ ସ୍କାର୍ପିଂ ନୀତି-୨୦୨୨ ସହ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ନୂତନ ଭେଇକିଲ୍ ସ୍କାର୍ପିଂ ପଲିସି ଦ୍ୱାରା ଗାଡ଼ି ପ୍ରଦୂଷଣ ହ୍ରାସ ପାଇବ । ନୂତନ ନୀତି ଅନୁସାରେ, ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କାର୍ପିଂ ସେଣ୍ଟରରେ ନଷ୍ଟ…

ନୂଆପଡାରେ ଜମୁଛି କୁରାଲ ପୂଜା

ନୂଆପଡ଼ା : କୁମ୍ଭାରଙ୍କ ପ୍ରମୁଖ ପୂଜା କୁରାଲ ପୂଜା  । ଏହି ପୂଜା କୁମ୍ଭାର ଜାତିର ଲୋକମାନେ ବହୁତ ଉତ୍ସାହର ସହ ମନାଇଥାନ୍ତି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ଝୁମୁଛନ୍ତି ନୂଆପଡ଼ାବାସୀ । ଏନେଇ ଖଡ଼ିଆଳ, ସିନାପାଲି, ବୋଡେ଼ନ କୋମନା ବ୍ଲକର ବିଭିନ୍ନ ଗାଁ ଯଥା…

୧୨ ଆଇଏଏସ ଅଫିସର ଦେଇ ନାହାନ୍ତି ସମ୍ପତ୍ତି ତାଲିକା

ଭୁବନେଶ୍ୱର: ରାଜ୍ୟରେ ଅନେକ ଆଇଏଏସ ସ୍ତରୀୟ ଅଧିକାରୀ  ସେମାନଙ୍କର ସମ୍ପତି ତାଲିକା ଦେଇ ନାହାନ୍ତି । ରାଜ୍ୟରେ ୧୨ ଜଣ ଆଇଏଏସ, ଆଇପିଏସ, ଆଇଏଫଏସ  ଅଫିସର ସେମାନଙ୍କର ତାଲିକା ଦେଇ ନ ଥିବା ଜଣାଯାଇଛି । ବିଧାନସଭାରେ  ଏ ନେଇ ତଥ୍ୟ ପ୍ରକାଶ କରିଛନ୍ତି ମନ୍ତ୍ରୀ । ବିଜେପି ବିଧାୟିକା କୁସୁମ…

ଟୋକିଓରେ ରହୁଛନ୍ତି ଚୀନର ସବୁଠାରୁ ବଡ ବ୍ୟବସାୟୀ ଜ୍ୟାକ ମା !

ବେଜିଂ: ଚୀନର ଇ କମର୍ସ କମ୍ପାନୀ ଆଲିବାବାର ଫାଉଣ୍ଡର ଜ୍ୟାକ ମା ଏବେ ଜାପାନର ଟୋକିଓ ସହରରେ ରହୁଥିବା ଖବର ପ୍ରକାଶ ପାଇଛି । ଆମେରିକାର ଫାଇନାନ୍ସିଆଲ ଟାଇମ୍ସରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସମସ୍ତେ ଚକିତ ହୋଇ ପଡିଛନ୍ତି । ଟୋକିଓରେ ସେ ଅତି ସାଧାରଣ ଭାବେ ଜୀବନ ଯାପନ କରୁଛନ୍ତି ।…

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ଓ ପୋଲିସ ଧସ୍ତାଧସ୍ତି

ସମ୍ବଲପୁର : ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କଚେରି ଛକରେ ଓକିଲଙ୍କ ଆନ୍ଦୋଳନ । ଏହି ଆନ୍ଦୋଳନ ବେଳେ ପୁଲିସ୍‌-ଓକିଲ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଓକିଲଙ୍କ ଟେଣ୍ଟ ଉପାଡ଼ି ଫିଙ୍ଗି ଦେଇଛି ପୁଲିସ୍‌ ।…

୨୦୩୫ ସୁଦ୍ଧା ୧୫୦୦ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିବ ଚୀନ

ୱାଶିଂଟନ:ସାମରିକ ଶକ୍ତି ବୃଦ୍ଧି ପାଇଁ ଲାଗି ପଡ଼ିଛି ଚୀନ । ୨୦୩୫ ସୁଦ୍ଧା ପାଖାପାଖି ୧୫୦୦ ପରମାଣୁ ହତିଆର ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ଏଭଳି କିଛି ଆଶଙ୍କା କରିଛି ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ । ଏବେ ଚୀନ ଅସ୍ତ୍ରଭଣ୍ଡାରରେ ୪୦୦ରୁ ଅଧିକ ପରମାଣୁ ହତିଆାର ରହିଛି । ଏ…

ପତିଙ୍କ ସହ ଯତିପାତ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ହେ ସତ୍ୟବାନ ! ମୋ କଥା ଟିକେ ମନଦେଇ ଶୁଣ । ବହି ମାଗାଜିନଠୁ ସୋସିଆଲ ମିଡ଼ିଆରେ ଯାହାସବୁ ଆମ ନାଁ ରେ ଲେଖୁଛ.. ଚାରିଆଡେ ଗପୁଛ, ସେସବୁ ପଢି ଶୁଣି ଆମ ଛାତି ଫାଟି ଯାଆନ୍ତାଣି । ନଫାଟି ରହିଛି ଏଇଥିପାଇଁ ଯେ, ତମରି ଫଟ ମୂରତିକି ଆମେ ଛାତି ଭିତରେ…

କବିତା : ମୁଠାଏ ମାଟି

ମଞ୍ଜୁ ରାଣୀ ବେହେରା ସେମାନେ ଅନେକ ପ୍ରଶ୍ନ କରନ୍ତି କ୍ୟାମେରା ଧରି ବୁମ୍ ଧରି କଲମଟେ ଧରି। ମାଳ ମାଳ ଦିଗହରା ପକ୍ଷୀ ପରି ଆହାର ସନ୍ଧାନେ ମେଞ୍ଚାଏ ଖୁଦ ଖେମ୍ପିବା ପାଇଁ ମୋ ଦୁଆରେ ମାଡ଼ି ବସନ୍ତି। ଧାନ ଅମଳ, ଆର୍ଥିକ ସାହାଯ୍ୟ ଭଲ ବିହନ, ଏ ସବୁକୁ ନେଇ ଢେର୍ ଯୁକ୍ତି…

ଶୀଘ୍ର ଖବର ପ୍ରସାରଣ କରିବା ଅପେକ୍ଷା ସଠିକତା ଅଧିକ ଗୁରୁତ୍ୱପୂର୍ଣ୍ଣ: ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, “ପ୍ରାମାଣିକ ସୂଚନା ଓ ଖବର ପରିବେଷଣ କରିବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ଏବଂ ସମାଚାରକୁ ସର୍ବସମ୍ମୁଖରେ ପ୍ରସାରଣ କରିବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍”। ଏସିଆ ପାସିଫିକ୍…