ରାଜଧାନୀର ଏ କି ବ୍ୟବସ୍ଥା, ମା’ର ଶବକୁ ଷ୍ଟ୍ରେଚରରେ ବୋହିଲା ପୁଅ
ଭୁବନେଶ୍ବର : ପଦାରେ ପଡ଼ିଲା ରାଜଧାନୀର ଅବ୍ୟବସ୍ଥା । ମୃତ ମାକୁ ମିଳିଲାନି ସରକାରୀ ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ବୋହି ନେଲା ଅସହାୟ ପୁଅ । ସରକାରଙ୍କ ଯୋଜନାକୁ ନେଇ ଉଠିଲା ପ୍ରଶ୍ନ । ଏ ଦୃଶ୍ୟ ହେଉଛି ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲର । ମୃତ ମହିଳା ହେଲେ ବୋଲଗଡ଼ ଡଙ୍ଗରପଡ଼ା…