ଶେଷରେ ସତ ମାନିଲା ଅଫତାବ, କହିଲା-ରାଗରେ ଶ୍ରଦ୍ଧାଙ୍କୁ ମାରିଦେଲି
ନୂଆଦିଲ୍ଲୀ: ଶେଷରେ ନିଜ ଅପରାଧ ସ୍ୱୀକାର କରିଛି ଜହ୍ଲାଦ ପ୍ରେମିକ ଅଫତାବ । ଶ୍ରଦ୍ଧାଙ୍କୁ ନିଜେ ମାରିଥିବା କୋଟରେ ମାନିଛି । କ୍ଷଣିକ କୋପରୁ ହତ୍ୟାକାଣ୍ଡ ଭିଆାଇଛି ବୋଲି କହିଛି ଅଫତାବ । ହେଲେ ଏହା ଅଫତାବର ସ୍ୱୀକାରୋକ୍ତି ନା ପୋଲସ ତଦନ୍ତକୁ ବାଟବଣା କରିବାର ଚେଷ୍ଟା ଏ ନେଇ ଉଠିଛି…