Latest Odisha News

BREAKING NEWS

ଭଡ଼ାଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ଗଣିତ ଶିକ୍ଷକଙ୍କୁ  ହତ୍ୟା କରାଯାଇଥିବା ଅଭିଯୋଗ । ଏହି ହତ୍ୟାକାଣ୍ଡ ଟଡ଼ିହି ବ୍ଲକ ନନ୍ଦିପଦା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ମୃତକ ଜଣକ ହେଲେ ଢେଙ୍କାନାଳ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ବାଇଁ  । ସେ ନନ୍ଦିପଦା ଥାନା ପଛପଟେ ଏକ ଦୁଇ ମହଲା ବିଶିଷ୍ଟ…

ବିଜେଡି ଜନସମ୍ପର୍କ ପଦଯାତ୍ରାରେ ସଞ୍ଜୟ ଦାସବର୍ମାଙ୍କ ବିସ୍ଫୋରକ ବୟାନ

ଭୁବନେଶ୍ୱର: ୨୨ ବର୍ଷ ଧରି ଓଡ଼ିଶାକୁ ବିଜେଡି ଶାସନ କରୁଛି । ହେଲେ ଦଳର ନେତା ମଞ୍ଚରେ ଖୋଲାଖୋଲି କହୁଛନ୍ତି କିଛି ବାହାର ଶକ୍ତି ଓଡ଼ିଶାର ଖଣିଜ ସମ୍ପଦ, ରତ୍ନ ଭଣ୍ଡାର ଲୁଟିବାକୁ ଚାହୁଁଛନ୍ତି । ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସ ବର୍ମା ଏଭଳି ବିସ୍ଫୋରକ…

ପୋଲିସକୁ ଧକ୍କା ମାରି ଥାନାରୁ ଅଭିଯୁକ୍ତ ଚମ୍ପଟ

ପୁରୀ: କୋର୍ଟ ଚାଲାଣ ପୂର୍ବରୁ ଥାନାରୁ ଖସି ପଳାଇଲା ଅଭିଯୁକ୍ତ । ଅଭିଯୁକ୍ତଠୁ ଧକ୍କା ଖାଇ ରହିଗଲା ପୋଲିସ । ପୁରୀ ବାସେଳୀ ସାହି ଥାନାରୁ ଜଣେ ଅଭିଯୁକ୍ତ ବାବୁନା ଭୋଇ ଖସି ପଳାଇଛି । ଏକ ଚୋରି ମାମଲାରେ ବାସେଳୀ ସାହି ଥାନା ପୋଲିସ ୧୩ ତାରିଖରେ ବାବୁନା ଭୋଇକୁ ଗିରଫ କରିଥିଲା । ହେଲେ…

ଆର ପାରିରେ ମହେଶ ବାବୁଙ୍କ ବାପା କ୍ରିଷ୍ଣା ଘାଟାମଣି

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମର ସୁପରଷ୍ଟାର ମହେଶ ବାବୁଙ୍କ ବାପା କ୍ରିଷ୍ଣା ଘାଟାମଣିଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ଘଟିଥିଲା । କିଛି ଦିନ ପୂର୍ବେ ମହେଶଙ୍କ ମାଆଙ୍କ ମଧ୍ୟ ପରଲୋକ ହୋଇଥିଲା । ମହେଶଙ୍କ ବାପାଙ୍କ ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ…

ପୁସ୍ତକ ପରିଚୟ : କବିତା ପାଇଁ ଗଳ୍ପଟିଏ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା  ଉପନ୍ୟାସ : କବିତା ପାଇଁ ଗଳ୍ପଟିଏ ଔପନ୍ୟାସିକ : ରୋହିତ କୁମାର ଦାଶ ପ୍ରକାଶକ : ପଶ୍ଚିମା ପ୍ରକାଶନୀ ପୃଷ୍ଠା ସଂଖ୍ୟା : ୧୦୪ ମୂଲ୍ୟ : ୧୧୯ ଟଙ୍କା 'କବିତା ପାଇଁ ଗଳ୍ପଟିଏ ' ଉପନ୍ୟାସିକାର ପ୍ରଛଦ ଚିତ୍ରରୁ ହିଁ ବାରି ହୋଇପଡେ ତାର କାୟା…

ଆରଏସଏସ ପତ୍ରିକା ଦି ଅର୍ଗାନାଇଜରର ମାରାତ୍ମକ ଅଭିଯୋଗ, ଧର୍ମ ପରିବର୍ତନ ପାଇଁ ଫଣ୍ଡିଂ କରୁଛି ଆମାଜନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡିତ ଦି ଅର୍ଗାନାଇଜର ତାର ନୂତନ ସଂସ୍କରଣରେ ମାରାତ୍ମକ ଅଭିଯୋଗ ଆଣିଛି । ଇ କମର୍ସ କମ୍ପାନୀ ଆମାଜନ ପୂର୍ବୋତର ଭାରତରେ ଧର୍ମାନ୍ତରଣ ପାଇଁ ଫଣ୍ଡିଂ କରୁଛି । ଆମାଜନ କ୍ରସ କନେକ୍ସନ ଶୀର୍ଷକ କଭର ଷ୍ଟୋରିରେ ଏହି ଲେଖା ପ୍ରକାଶ ପାଇଛି…

ପାକିସ୍ତାନର ମୁଖା ଖୋଲିବେ ଅଦନାନି ସାମି

ପାକିସ୍ତାନରୁ ଭାରତ ଆସିଥିବା ଜଣାଶୁଣା ସଂଙ୍ଗୀତଜ୍ଞ ତଥା ମ୍ୟୁଜିକ କମ୍ପୋଜର ଅଦନାନ ସାମି ଟୁଇଟର ପାକିସ୍ତାନ ଓ ଭାରତ ୟୁଜର୍ସ ମଧ୍ୟରେ ଚାଲିଥିବା ମତମତାନ୍ତରରେ ଫସି ଯାଇଛନ୍ତି । ନିକଟରେ ହୋଇଥିବା ବିଶ୍ୱକପରେ ଇଂଲଣ୍ଡ ପାକିସ୍ତାନକୁ ହରାଇଥିଲା । ଏ ନେଇ ଟୁଇଟର ଅଦନାନ ସାମି ଇଂଲଣ୍ଡକୁ…

ସାମ୍ବାଦିକା ହେବାକୁ ଚାହୁଁଥିଲେ, ମୁଖ୍ୟ ସମ୍ବାଦ ପାଲଟିଗଲେ ଶ୍ରଦ୍ଧା

ନୂଆଦିଲ୍ଲୀ: ଯେତିକି ଭୟାନକ, ସେତିକି ବିଭତ୍ସ ଆଉ ହୃଦୟଥରା ଏ ପ୍ରେମ କାହାଣୀ । ପ୍ରେମକୁ ନେଇ ଜଣେ ଏମିତି ଜୀବନ୍ତ ଭାବେ ଅଭିନୟ କରିପାରେ ଆଉ ଏତେ ନିଷ୍ଠୁର ଭାବେ ପ୍ରେମକୁ ହତ୍ୟା କରିପାରେ ଭାବିଲେ ଛାତି ଥରିଯାଏ । ହେଲେ ଏ ନରରାକ୍ଷାସ ସେମିତି କରିଥିଲା । ତା ମାୟାଜାଲରେ ପଡି ଯାଇଥିଲା…

ଖାଉଟିଙ୍କ ପାଇଁ ଖୁସି ଖବର; କମିଲା ଖାଇବା ତେଲ ଦର

ନୂଆଦିଲ୍ଲ: ଦୀର୍ଘ ଦିନ ଧରି ମହଙ୍ଗା ମାଡରେ ନଇଁ ପଡ଼ିଥିବା ଗରିବ, ମଧ୍ୟବିତ୍ତଙ୍କ ପାଇଁ ଖୁସିର ଖବର । ଅକ୍ଟୋବର ମାସରେ ଦରଦାମ ସାମାନ୍ୟ ହ୍ରାସ ପାଇଥିବା ଜଣାଯାଇଛି । ଖୁଚୁରା ଦରବୃଦ୍ଧି ଏବେ ବି ୬.୭୭ ପ୍ରତିଶତ ରହିଛି ଯାହା କି ଆରବିଆଇ ଦ୍ୱାରା ନିର୍ଦ୍ଧାରିତ  ୬ ପ୍ରତିଶତ ଟାର୍ଗେଟରୁ ଅଧିକ…

କବିତା : ସବୁଠି ଛଳନା

ସସ୍ମିତା ନାୟକ ଦୀପ ସିନା କୋଳେ ଧରେ ସଳିତା ତେଲକୁ ଅଗ୍ନି ସଂଯୋଗରେ ଜାଳେ ଆପଣା ଜିହାକୁ ।। ସଳିତା ଜାଣିଛି ଆପଣା ଛନ୍ଦରେ ଜଳିବାର କେତେ ସୁଖ ସଳିତା ଜାଣିଛି ଅଧେ ଜଳି ପୁଣି ଅଧାରୁ ଲିଭିବା କେତେ ଯେ ଦୁଃଖ ।। ଦୀପ ବିନା ଏଠି ତେଲ ଯେ ଅଧୁରା ତେଲ ବିନା ନାହିଁ ଦୀପର…