Latest Odisha News

BREAKING NEWS

ମହାପ୍ରଭୁଙ୍କ ପୋଢ଼ୁଆ ଭାରରେ ନାନା ବ୍ୟଞ୍ଜନ

ପୁରୀ : ଆଜି ହେଉଛି ପ୍ରଥମାଷ୍ଟମୀ । ଚଳଚଞ୍ଚଳ ହେଉଛି ଶ୍ରୀମନ୍ଦିର  । ନୂଆ ପିନ୍ଧି ପୋଢୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ପାଇଁ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର । ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ…

ଆଇପିଏଲ: ଜାରୀ ହେଲା ରିଟେନ ଖେଳାଳିଙ୍କ ସୂଚୀ

ବାଙ୍ଗାଲୋର: ଆଇପିଏଲ ୨୦୨୩ ପାଇଁ ସମସ୍ତ ଟିମ ସେମାନଙ୍କ ରିଟେନ ଖେଳାଳିଙ୍କ ସୂଚୀ ଜାରୀ କରିଛନ୍ତି । ୨୩ ଡିସେମ୍ବରରେ ମିନି ଅକ୍ସନ କୋଚିରେ ଆୟୋଜିତ ହେବ । ଗୁଜରାଟ ଟାଇଟନ୍ସଠାରୁ କୋଲକାତା ଲୋକି ଫର୍ଗୁଶନ ଓ ରହନୁମୁଲ୍ଲା ଗୁରବାଜଙ୍କୁ କିଣିଛି । ଦିଲ୍ଲୀ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସାମିଲ…

G20 ସମ୍ମିଳନୀରେ ସି ଜିନପିଙ୍ଗଙ୍କ ସହ ହାତ ମିଳାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଏଲଏସିରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଅନ୍ୟପଟେ କରୋନା ପରେ ଭାରତ ଅନେକ ଚୀନ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଛି । ଯାହାକୁ ନେଇ ଚୀନ ମଧ୍ୟ ଭାରତ ଉପରେ ଖପ୍ପା ରହିଛି । ଏଭଳି ସ୍ଥିତିରେ ଚୀନ ରାଷ୍ଟ୍ରପତି ସି…

ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କଲା ବିଜେଡି

ଭୁବନେଶ୍ୱର: ଚାଷୀ ବୀମା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଛି ବିଜେଡି । ହୋମୱାର୍କ ନକରି କେନ୍ଦ୍ରମନ୍ତ୍ରୀ ମନ୍ତବ୍ୟ ଦେଉଛନ୍ତି । ଚାଷୀଙ୍କ ପ୍ରତି ଦରଦ ଆଗରୁ କେଉଁଠି ଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଓଡ଼ିଶା ଚାଷୀଙ୍କ…

ନଭେମ୍ବର ୩୦ରୁ ନୂଆପଡ଼ାରେ ଖରିଫ ଧାନ ସଂଗ୍ରହ, ପ୍ରତି ମଣ୍ଡିରେ ଲାଗିବ CCTV

ନୂଆପଡ଼ା: ଖରିଫ ଧାନ କିଣା ନେଇ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁସାରେ ନୂଆପଡ଼ା ଜିଲ୍ଲାରେ ଆସନ୍ତା ୩୦ ତାରିଖରୁ ଖରିଫ୍ ଧାନ ସଂଗ୍ରହ କରାଯିହ । ଖରିଫ ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ଜିଲ୍ଲାରେ ୪୧ ହଜାର ୬୦୭ ଚାଷୀ ପଞ୍ଜୀକୃତ…

ଶିକ୍ଷକ ନିଯୁକ୍ତି ଓ ବିଜ୍ଞାନ ଶିକ୍ଷକଙ୍କ ବଦଳି ଦାବିରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

କାମାକ୍ଷାନଗର : ମହାବିରୋଡ଼ ଜନପ୍ରଭା ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଶିକ୍ଷକ ନିଯୁକ୍ତି ଏବଂ ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ନବମ ଦଶମ ଶ୍ରେଣୀ ପାଇଁ…

ଆଇପିଏଲରୁ ଅବସର ନେଲେ ପୋଲାର୍ଡ, ମୁମ୍ବାଇର ହେବେ ବ୍ୟାଟିଂ କୋଚ

ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର କିରନ ପୋଲାର୍ଡ ଆଜି ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ସେ ୧୩ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ଜଡିତ ଥିଲେ । ମିନି ଅକ୍ସନ ପୂର୍ବରୁ ମୁମ୍ବାଇ ତାଙ୍କୁ ରିଲିଜ କରିଥିଲା । ଏହା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏବେ ସେ ମୁମ୍ବାଇର ବ୍ୟାଟିଂ…

ଜ୍ୟାକଲିନଙ୍କୁ ମିଳିଲା ଜାମିନ

ମୁମ୍ବାଇ: ୨୦୦ କୋଟି ମନି ଲଣ୍ଡ୍ରିଂ କେସରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୋମବାର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପଟିୟାଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ୨ ଲକ୍ଷ ଟଙ୍କା ପର୍ସନାଲ ବଣ୍ଡ ଓ ସ୍ୟୁରେଟି ବଣ୍ଡ ଉପରେ ଜାମିନ ଦେଇଛନ୍ତି । କୋର୍ଟଙ୍କ ଏହି ଆଦେଶ ପରେ…

ଦଙ୍ଗା ମାମଲାରେ ଦୋଷୀ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କଲା ବିଜେପି

ଲକ୍ଷ୍ନୌ: ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେଲେ ମୁଜଫରନଗର ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଧାୟକଙ୍କ ପତ୍ନୀ । ଖତୌଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେପି ରାଜକୁମାରୀ ସୈନିଙ୍କୁ ଟିକେଟ୍ ଦେଇଛି । ରାଜକୁମାରୀ ସୈନି ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ସୈନିଙ୍କ ପତ୍ନୀ…

ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ରାଜ୍ୟର ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଟଙ୍କା ଇନପୁଟ୍ ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ରାଜକୋଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏହି ସହାୟତା ଦିଆଯିବ । ସୂଚନା…