Latest Odisha News

BREAKING NEWS

ବନ୍ଧୁକ ମୁନରେ ନେଇଗଲେ ୧୪ ଲକ୍ଷରୁ ଅଧିକ ଟଙ୍କା

ରାଉରକେଲା: ମୁଣ୍ଡରେ ବନ୍ଧୁକ ଓ ପେଟରେ ଛୁରି ଲଗାଇ ଲୁଟିନେଲେ ଦୁର୍ବୃତ୍ତ । ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ନିକଟରୁ ମଦ ଦୋକାନ କର୍ମଚାରୀ ପ୍ରଶାନ୍ତ ବିଶ୍ୱାଳଙ୍କ ଠାରୁ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରଶାନ୍ତ ଏକ ସ୍କୁଟିରେ କୋଏଲ ନଗର…

ଚାଷୀ ଆନ୍ଦୋଳନରେ ନେତା ଘାଇଲା, ପଦ୍ମପୁର ପ୍ରସଙ୍ଗ କ’ଣ ?

ବରଗଡ଼: ପଦ୍ମପୁରର ସମସ୍ୟା ବୁଝ, ସମାଧାନର ପ୍ରତିଶ୍ରୁତି ଦିଅ, ଭୋଟ୍ ଦେବୁ । କୃଷକଙ୍କୁ ଅବହେଳା, ମରୁଡ଼ି ସହାୟତା ଓ ଫସଲ ବୀମା ନ ମିଳିବାକୁ ନେଇ ଚାଷୀ ଦେଇଥିବା ଗଣଧାରଣା ପଦ୍ମପୁର ରାଜନୀତିକୁ ପ୍ରଭାବିତ କରିଛି । କୃଷକ ନେତା ସିଧା ସିଧା କହିଛନ୍ତି, ଚାଷୀଙ୍କ ସମସ୍ୟା ଶୁଣିବନି ତ ଭୋଟ୍…

କୁଚ ବିହାର ଟ୍ରଫି: ଇନିଂସ ବିଜୟ ଲକ୍ଷ୍ୟରେ ଓଡିଶା

ଅହମ୍ମଦାବାଦ: ଏଠାରେ ଚାଲିଥିବା କୁଚ ବିହାର ଟ୍ରଫିରେ ମଣିପୁର ବିପକ୍ଷରେ ଓଡିଶା ଇନିଂସ ବିଜୟ ଲକ୍ଷ୍ୟରେ ରହିଛି । ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଓଡିଶା ୩୬୨ ରନର ଅଗ୍ରଣୀ ହାସଲ କରି ନେଇଛି । ମଣିପୁରକୁ ପ୍ରଥମ ଇନିଂସରେ ୧୧୦ ରନରେ ଅଲଆଉଟ କରିବା ପରେ ଓଡିଶା ରବିବାର ଶେଷ ସୁଦ୍ଧା କୌଣସି…

ଆପ ନେତା ସତ୍ୟେନ୍ଦ୍ରଙ୍କୁ ଭିଆଇପି ଟ୍ରିଟମେଂଟ: ନିଲମ୍ବିତ ହେଲେ ଜେଲ ସୁପରିଟେଂଣ୍ଡେଟ ଅଜିତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ଭିଆଇପି ଟ୍ରିଟମେଂଟ ଦେଇ ଫସିଛନ୍ତି ଜେଲ ସୁପରିଟେଂଡେ ଅଜିତ କୁମାର । ଠକ ସୁକେଶ କୁମାର ଏ ନେଇ ଦିଲ୍ଲୀ ଏଲଜି ବିନୟ କୁମାର ସକ୍ସେନାଙ୍କୁ ପତ୍ର ଲେଖି ଅଭିଯୋଗ କରିଥିଲେ । ଏଲଜି ଏ ନେଇ ଏକ ଯାଂଚ କମିଟି ଗଠନ…

ପଦ୍ମପୁର ଉପନିର୍ବଚାନ ମତଦାନ ସମୟ ହ୍ରାସ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଚାଲିଛି । ଡିସେମ୍ବର ୫ ତାରିଖରେ ହେବ ଭୋଟ୍ ଗ୍ରହଣ । ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସର୍ବଦଳୀୟ ବୈଠକ ଡାକିଥିଲେ । ପଦ୍ମପୁର ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ସହ ଶାନ୍ତି, ଶୃଙ୍ଖଳାର ସହ କରିବା ଲାଗି…

ମୃତ୍ୟୁକୁ ନେଇ ଗବେଷଣା : ୫ ଜଣଙ୍କ ମଧ୍ୟରୁ ଜଣେ ହୋଇଥିଲେ ଶୀତଳ ସ୍ପର୍ଶର ନିକଟତର

ନୂଆଦିଲ୍ଲୀ: ମୃତ୍ୟୁକୁ ନେଇ କରାଯାଇଥିଲା ଗବେଷଣା । ୫ଜଣଙ୍କ ମଧ୍ୟରୁ ଜଣେ ଅନୁଭବ କରିଥିଲେ ଶରୀରଠାରୁ ସେ ଦୂରକୁ ଯାଉଛନ୍ତି । ନ୍ୟୁୟର୍କ ୟୁନିଭରସିଟିର ଗ୍ରୋସମ୍ୟାନ ସ୍କୁଲ ଅଫ ମେଡିସିନ ପକ୍ଷରୁ ଏହି ଗବେଷଣା କରାଯାଇଥିଲା । ହାର୍ଟ ଆଟାକ ଆସିବା ପରେ କାର୍ଡିୟୋ ପଲମୋନାରୀ ରିସସିଟେଶନ…

IQରେ ଆଇନଷ୍ଟାଇନଙ୍କୁ ଟପିଗଲା ୧୧ ବର୍ଷର ବାଳକ

ନୂଆଦିଲ୍ଲୀ:ବୁଦ୍ଧିରେ ଆଇନଷ୍ଟାଇନଙ୍କୁ ବଳିଗଲା ଏଇ କୁନି ବାଳକ । IQ ଟେଷ୍ଟରେ ଆଇନଷ୍ଟାଇନଙ୍କୁ ପଛରେ ପକାଇଲା । ଭାବୁଥିବେ ଏତେ ଛୋଟ ପିଲାର ଏତେ ବୁଦ୍ଧି ? ଖାଲି ଆାଇନ ଷ୍ଟାଇନଙ୍କୁ ନୁହେଁ, ଷ୍ଟିଫେନ ହକିଂଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।  ବିଶ୍ୱାସ ଲାଗୁ ନଥିଲେ ବି   ସତ ।…

ହିଜାବ ଆନ୍ଦୋଳନ: ପ୍ରଥମ ଥର ପାଇଁ ଆନ୍ଦୋଳନକାରୀଙ୍କୁ ଫାଶୀ ଦେବେ ଇରାନ ସରକାର

ତେହେରାନ: ହିଜାବକୁ ବିରୋଧ କରି ଇରାନରେ ସେପ୍ଟମ୍ବର ୧୬ରୁ ଆନ୍ଦୋଳନ ଚାଲିଛି । ଏଥିରେ ଅନେକ ମୃତାହତ ମଧ୍ୟ ହେଲେଣି । ତେବେ ଅନ୍ଦୋଳନ କମିବା ବଦଳରେ ବଢ଼ି ଚାଲିଛି । କେତେକ ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ଏହି ଆନ୍ଦୋଳନରେ ସାମିଲ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଇରାନ ସରକାରଙ୍କ…

ଉଚ୍ଛେଦ ହୋଇପାରିବନି ଆରଏମସି ପରିବା ମାର୍କେଟ: ବ୍ୟବସାୟୀ

ଯାଜପୁର : କିଆନାଳୀ ଛକ ଆର ଏମ ସି  ପରିବା ମାର୍କେଟ ଉଚ୍ଛେଦକୁ ନେଇ  ବିରୋଧ କଲେ ବ୍ୟବସାୟୀ । ପୂର୍ବରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନୋଟିସ ଦିଆଯାଇଥିଲା  ।  ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ବିରୋଧ…

ଟ୍ଵିଟରରୁ ୪୪୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଛଟେଇ କଲେ ଏଲନମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ନେଲେ ନୂଆ ପଦକ୍ଷେପ । ଟ୍ଵିଟରର ୫୦ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବା ପରେ ଏବେ କଣ୍ଟ୍ରାକ୍ଟ ହିସାବରେ ଥିବା ୪୪୦୦ ଲୋକଙ୍କୁ ଚାକିରୀରୁ ଛଟେଇ କରିଛନ୍ତି। ଟ୍ଵିଟର ଏବଂ ଅନ୍ୟ ବଡ ସାମାଜିକ ଗଣମାଧ୍ୟମ ମଞ୍ଚରେ ଘୃଣା ସୃଷ୍ଟି କରୁଥିବା ସାମଗ୍ରୀ ଉପରେ ନଜର ରଖିବା…