Latest Odisha News

BREAKING NEWS

ସାଜିଦଙ୍କ ଅଡୁଆ ବଢ଼ିଲା, ସାଂଘାତିକ ଅଭିଯୋଗ ଆଣିଲେ ପ୍ରିୟା

ମୁମ୍ବାଇ: ନିର୍ଦ୍ଦେଶକ ସାଜିଦ ଖାଁଙ୍କ ଅଡୁଆ କମିବାର ନାମ ଧରୁନି । ଜଣଙ୍କ ପରେ ଜଣେ ମଡେଲ କିମ୍ବା ଅଭିନେତ୍ରୀ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବାରେ ଲାଗିଛନ୍ତି । ସୋମବାର ଦକ୍ଷିଣ ଭାରତ ଅଭିନେତ୍ରୀ ତଥା ମଡେଲ ଶୀଲା ପ୍ରିୟା ସେଠ ତାଙ୍କ ବିରୋଧରେ ସେକ୍ସୁଆଲ ହାରାଶମେଂଟ ଅଭିଯୋଗ…

ନିଜ ରେଟ କମାଇଲେ ଅକ୍ଷୟ , ରଖିଲେ ବଡ ବୟାନ

ମୁମ୍ବାଇ: ନିଜ ଦର କମାଇଲେ ଅକ୍ଷୟ କୁମାର । ଯେତିକି ନେଉଥିଲେ ତା’ଠାରୁ ୩୦ରୁ ୪୦ ପ୍ରତିଶତ ଦର କମାଇଲେ ଆକ୍ସନ ହିରୋ । ତେବେ କାହିଁକି ଏମିତି ନିଷ୍ପତି ନେଲେ ଏଇ ପପୁଲାର ଆାକ୍ଟର ? ସବୁଠାରୁ ଅଧିକ ଫିଲ୍ମ  ଭେଟି ଦେଉଥିବା ଅଭିନେତା ହେଉଛନ୍ତି ଅକ୍ଷୟ କୁମାର ।  ଚାହିଦା  ରହିଛି ।…

ଜଳିଗଲା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଘର

କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ତଳକୁସୁମା ପଞ୍ଚାୟତରେ ଥିବା ବିଜୟ ମହାପାତ୍ରଙ୍କ ଚାଳ ଛପର ଘରେ ଆଜି ମଧ୍ୟାହ୍ନରେ ହଠାତ୍ ନିଆଁ ଲାଗି…

ଏୟାରପୋର୍ଟ ନ ଥିଲା, ହେଲେ ଅଣ୍ଡରପାସ୍ ତଳେ ଲାଗିଥିଲା ବିମାନ

ହାଇଦ୍ରାବାଦ: ଅଣ୍ଡରପାସ ତଳେ ଲାଗିଥିଲା ବିମାନ । ହେଲେ ବିଳମ୍ବିତ ରାତିରେ ଏ ବିମାନ ବ୍ରିଜ ତଳକୁ କେମିତି ଆସିଲା ? ସମସ୍ତଙ୍କ ମନରେ ଉତ୍କଣ୍ଠା । ଗଦା  ହୋଇଥିଲେ ଲୋକେ । ହେଲେ ଜଣାପଡ଼ୁ ନ ଥିଲା କ’ଣ ଘଟଣା । ସମୟ ବିତୁଥିଲା, ଭିଡ ବଢୁଥିଲା । ଏ ଥିଲା ଶନିବାର ବିଳମ୍ବିତ ରାତିର ଦୃଶ୍ୟ ।…

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କମିଟି ଗଠନରେ ଅନିୟମିତତା ଅଭିଯୋଗ

ନୂଆପଡା : ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କମିଟି ଗଠନରେ ବ୍ୟାପକ ଅନିୟମିତତା ଅଭିଯୋଗ । ନିଜର ସ୍ୱାର୍ଥ ସାଧନ ପାଇଁ ସରକାରୀ ଅଧିକାରୀ କମିଟି ଗଠନ କରିଥିବା ଅଭିଯୋଗ କରିଛନ୍ତି ଚଚରାଭଟା ଗ୍ରାମବାସୀ । ଖଡ଼ିଆଳ ବ୍ଲକ ଖାସବାହାଲ…

ଗୁଳିର ଜବାବ ଗୁଳିରେ ଦେଲା ପୋଲିସ, ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର

ରାଉରକେଲା: ଗୁଳିର ଜବାବ ଗୁଳି । ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ ଘଟିଥିବା ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ସରକାରୀ ଜମି କବଜାକୁ ନେଇ ରବିବାର ସ୍ଥାନୀୟ ଚୁନୁ ଓରାମଙ୍କ ଗୁଳିରେ ବାଞ୍ଛାଙ୍କ ମୃତ୍ୟୁ ହୋଇଥିଲା । ସୋମବାର ଭୋରରେ…

ବିଶ୍ୱକପ ପ୍ରସ୍ତୁତି ବୈଠକ : ହକି ଇଣ୍ଡିଆ ସଭାପତି, କ୍ରୀଡା ସଚିବଙ୍କ ରାଉରକେଲା ଗସ୍ତ

ରାଉରକେଲେ: ୨୦୨୩ ପୁରୁଷ ହକି ବିଶ୍ୱକପ ପ୍ରସ୍ତୁତି ତଦାରଖ ପାଇଁ ରବିବାର ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ରାଜ୍ୟ କ୍ରୀଡା ସଚିବ ଆର.ଭିନଲ କ୍ରିଷ୍ଣା ରାଉରକେଲା ଗସ୍ତରେ ଯାଇଥିଲେ । ସ୍ଥାନୀୟ ବିମାନ ବନ୍ଦର ପରିସରରେ ରାଉରକେଲା ଷ୍ଟାଡିୟମ କମିଟି ସହ ଏକ ଆଲୋଚନା ବୈଠକ…

ଟି୨୦ ବିଶ୍ୱକପ କ୍ରିକେଟ: ଶୀର୍ଷଙ୍କ ସୂଚୀ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୨ର ପୂର୍ଣ୍ଣଛେଦ ପଡିଛି । ପାକିସ୍ତାନକୁ ୫ ୱିକେଟରେ ହରାଇ ଇଂଲଣ୍ଡ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଇଂଲଣ୍ଡ ପୂର୍ବରୁ ୨୦୧୦ରେ ଟାଇଟଲ ହାସଲ କରିଥିଲା । ଆସନ୍ତୁ ନଜର ପକାଇବେ ଏହି ବିଶ୍ୱକପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ…

ସରକାରୀ ଜମିକୁ ନେଇ ଗୁଳିମାଡ଼, ଯୁବକ ମୃତ

ରାଉରକେଲା: ସରକାରୀ ଜମି ଜବର ଦଖଲକୁ ନେଇ ଗୁଳି ଫୁଟିଲା, ଜୀବନ ଗଲା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଝିରିପାଣି ଥାନା ଝରିଆଟୋଲା ବସ୍ତିରେ । ରବିବାର ସକାଳେ ଅଞ୍ଚଳରେ ଖାଲି ପଡ଼ିଥିବା ସରକାରୀ ଜମି କବଜା କରିବାକୁ ଯାଇ ଗଣ୍ଡଗୋଳ ହୋଇଥିଲା । ଅଞ୍ଚଳନରୁ ଚୁନୁ ଓରାମ ନାମକ ଯୁବକ…

ଲିଭରପୁଲ ଫୁଟବଲ କ୍ଲବ କିଣିବା ପାଇଁ ମୁକେଶ ଅମ୍ବାନୀଙ୍କ ଜୋରଦାର ଉଦ୍ୟମ, ଦେବାକୁ ପଡିବ ୩୮ ହଜାର କୋଟି

ଲଣ୍ଡନ: ଭାରତର ସଫଳ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ଇଂଲିଶ ପ୍ରିମିୟର ଲିଗର ଫୁଟବଲ ଟିମ ଲିଭରପୁଲକୁ କିଣିବା ପାଇଁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି । ଦି ମିରରରେ ପ୍ରକାଶିତ ଖବର ଅନୁସାରେ ମୁକେଶ ୨୦୧୦ରୁ ଏହି ଟିମକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି ।…