Latest Odisha News

BREAKING NEWS

ଠକ ସୁକେଶଙ୍କ କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମନି ଲଣ୍ଡ୍ରଂ କେସରେ ଜେଲଦଣ୍ଡ ଭୋଗୁଥିବା ଠକ ସୁକେଶ ଚନ୍ଦ୍ରଶେଖର ମଙ୍ଗଳବାର ଦିଲ୍ଲୀ ଏଲଜିଙ୍କୁ ଚତୁର୍ଥ ପତ୍ର ଲେଖିଛନ୍ତି । ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଯଦି ମୁଁ କୌଣସି ମିଛ କଥା ଲେଖିଥାଏ ତାହାହେଲେ ମୋତେ ଫାଶୀ ଦଣ୍ଡ ଦିଆଯାଉ । ଆଉ ଯଦି ମୋ କଥା ସତ ହୋଇଥାଏ…

୬୦ ଲିଟର ମଦ ଜବତ ସହ ଜଣେ ଗିରଫ

କାମାକ୍ଷାନଗର : ପେଟ୍ରୋଲିଂ ବେଳେ ଜଣେ ମଦ ମାଫିଆକୁ ଗିରଫ କରିଛି ଅବକାରୀ ପୋଲିସ । ପଣ୍ଡୁଆ ରାସ୍ତାରେ ସ୍କୁଟି ଯୋଗେ ମଦ ଚାଲାଣ କରୁଥିଲା ଜଣେ ବ୍ୟକ୍ତି  । ଢେଙ୍କାନାଳ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କାମାକ୍ଷାନଗର ଅବକାରୀ ଟିମ୍‌ ସେହି ମଦ ମାଫିଆକୁ ଗିରଫ କରିଛି…

ଶିଖରଘାଟରେ ବୋଇତ ବନ୍ଦାଣ ଉତ୍ସବ

ଜଗତସିଂହପୁର : ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀନଦୀର ଶିଖରଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ତଥା ନାଉଗାଁ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ମହତ୍ସୋବ ସମାରୋହରେ ସାଧବପୁଅ ଓ ସାଧବ ବୋହୂ ବେଶରେ କୁନିକୁନି ପିଲାମାନେ ନୌକା ବିହାର କରିବା ସହ, ସାଧବ ବୋହୂମାନେ ସାଧବ ୭ ଭାଇଙ୍କୁ ବନ୍ଦାପନା…

ପାରାଦୀପରେ ଝଲସୁଛି କଳିଙ୍ଗ ବାଲିଯାତ୍ରା

ପାରାଦୀପ : ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଐତିହ୍ୟ ବହନ କରୁଛି କଳିଙ୍ଗ ବାଲିଯାତ୍ରା l ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଘାଟିତ ହୋଇଛି ପାରାଦୀପର କଳିଙ୍ଗ ବାଲିଯାତ୍ରା  l କାର୍ତ୍ତିକ ପୁର୍ଣ୍ଣିମାରେ ସାଧବ ପୁଅ ମାନେ ଶୁଭଦିନ ଭାବରେ ମାନିବା ସହିତ ଏହିଦିନ ନିଜର ବୋଇତ ଧରି ବିଦେଶକୁ…

ୱିପ୍ରୋ, ନେସଲେଠୁ ଧନୀ ତିରୁପତି ମନ୍ଦିର

ନୂଆଦିଲ୍ଲୀ: କମ୍ପାନୀ ଧନୀ ନା ମନ୍ଦିର ? ଏ ପ୍ରଶ୍ନ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ । ଆପଣ ବି ଭାବୁଥିବେ ଆମେ କାହିଁକି ଏ ପ୍ରଶ୍ନ ପଚାରୁଛୁ । ଭାରତରେ ଏଭଳି ମନ୍ଦିର ରହିଛି ଯାହାର ସମ୍ପତ୍ତି ବିଶ୍ୱର ବଡ଼ ବଡ଼ କମ୍ପାନୀ ଠାରୁ ଅଧିକ । ତିରୁପତିର ଭଗବାନ ଭେଙ୍କଟେଶ୍ୱର ମନ୍ଦିରର…

ସୁବର୍ଣ୍ଣପୁରରୁ ୮ ଫୁଟ ଲମ୍ବର ଅଜଗର ଉଦ୍ଧାର

ସୁବର୍ଣ୍ଣପୁର: ୮ ଫୁଟ ଲମ୍ବର ଅଜଗର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ଖେମାଲୋଏ ପଞ୍ଚାୟତ ସମ୍ମୁଖରେ ରାସ୍ତା ପାର ହେଉଥିବା ବେଳେ କିଛି ଲୋକ ଅଜଗର ସାପଟିକୁ ଦେଖିଥିଲେ । ତେବେ ଅଜଗରକୁ ଖେମାଲୋଏ ଗ୍ରାମର ସତ୍ୟଜିତ ଗଡୁଆ ଓ ପ୍ରକାଶ ପଣ୍ଡା ଉଦ୍ଧାର କରିବା ସହ ସ୍ଥାନୀୟ ବନ…

ଆଲୋକମାଳାରେ ଝଲସୁଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା

କଟକ: ଆଜିଠୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇଛି । ୨ବର୍ଷର କରୋନା କଟକଣା ହଟିବା ପରେ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ମହା ଆଡ଼ମ୍ବରର ସହ ଆୟୋଜିତ ହୋଇଛି । ମହାନଦୀ ପଠାରେ ଜମୁଛି ଲୋକଙ୍କ ଗହଳି । ତେବେ ବାଲିଯାତ୍ରାରେ ପଡ଼ିଛି ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ ।…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ମଧ୍ୟରାତ୍ରୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ବର : ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା।ଏହି ପୂର୍ଣ୍ଣିମା ଅବସରରେ ଗାଁ ଆରମ୍ଭ କରି ସହର ସବୁଠି ଚଳଚଞ୍ଚଳ ପରିବେଶ  । ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଏହି ବୋଇତ ବନ୍ଦାଣ ପାଳନ ହୋଇଛି । ଆ କା ମା ବୋଇ ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ । ଓଡ଼ିଆ ସାଧବ ପୁଅ…

କୁଚ ବିହାର ଟ୍ରଫି: ବିହାର ବିପକ୍ଷରେ ବିଜୟ ପାଇଁ ଓଡିଶାକୁ ଦରକାର ୯ ୱିକେଟ

ପାଟନା: ଚଳିତ କୁଚବିହାର ଟ୍ରଫି କ୍ରିକେଟରେ ବିହାର ବିପକ୍ଷରେ ବିଜୟ ହାସଲ ପାଇଁ ଓଡିଶାକୁ ମଙ୍ଗଳବାର ୯ଟି ୱିକେଟର ଆବଶ୍ୟକତା ରହିଛି । ୨୭୬ ରନର ଟାର୍ଗେଟକୁ ପିଛା କରି ବିହାର ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୧ ୱିକେଟ ବିନିମୟରେ ୩୯ ରନ ସଂଗ୍ରହ କରିଛି । ସେହିପରି ବିଜୟ ପାଇଁ ବିହାରକୁ ଆଉ…

ହ୍ରିତିକଙ୍କ ଭଉଣୀଙ୍କୁ ଡେଟ କରୁଛନ୍ତି କି କାର୍ତିକ ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ କାର୍ତିକ ଆର୍ଯ୍ୟନ ଏବେ ତାଙ୍କର ଅନେକ ମହିଳା ପ୍ରଶଂସକଙ୍କୁ ନିରାଶ କରିବାକୁ ଯାଉଛନ୍ତି । ବଲିଉଡର ପ୍ରମୁଖ ଗୁଜବ ମଧ୍ୟରେ କାର୍ତିକ ପ୍ରେମରେ ପଡିବା ଆଗରେ ରହିଛି । ଅବଶ୍ୟ ଏ ନେଇ କାର୍ତିକ ମୁହଁ ଖୋଲି ନାହାନ୍ତି । ପିଙ୍କ ଭିଲ୍ଲା ରିପୋର୍ଟ ଅନୁସାରେ…