Latest Odisha News

BREAKING NEWS

ସଞ୍ଜୟଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶିବସେନା ନେତା ତଥା ରାଜ୍ୟସଭା ଏମପି ସଞ୍ଜୟ ରାଉତଙ୍କୁ ମିଳିଛି ଜାମିନ । ପାତ୍ରା ଚାଲ ଜମି ଦୁର୍ନୀତି ମାମଲାରେ ୧୦୨ ଦିନ ଜେଲରେ ରହିବା ପରେ ମୁମ୍ବାଇର ପିଏମଏଲଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ ମିଳିବା ପରେ ଅତିରିକ୍ତ…

ଚନ୍ଦ୍ର ଗ୍ରହଣରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ଘଟଣା, ୮ ଗିରଫ

ଭୁବନେଶ୍ୱର: ବିଜ୍ଞାନ, ବିଶ୍ୱାସକୁ ନେଇ ହେତୁବାଦୀ-ପରମ୍ପରାବାଦୀ ଖଣ୍ଡଯୁଦ୍ଧ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବୁଧବାର ଖାରବେଳ ନଗର ଥାନା ପୋଲିସ ୮ ଜଣଙ୍କୁ ଗିରଫ କରିଛି । ହେତୁବାଦୀଙ୍କ ଉପରେ ବଳପୂର୍ବକ ଆକ୍ରମଣ ପାଇଁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ମଙ୍ଗଳବାର…

ଟ୍ବିଟର କାରଣରୁ ଏଲନ ମସ୍କଙ୍କ ଟେସଲା କମ୍ପାନୀରେ ହେଉଛି କ୍ଷତି

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାକୁ ଆସିଲେ ଏଲନମସ୍କ। ଟ୍ବିଟରର ପ୍ରଭାବ ପଡ଼ିଲା ଇଲେକଟ୍ରିକ୍‌ କାର୍‌ କମ୍ପାନୀ ଟେସଲା ଉପରେ। ପୂର୍ବରୁ ଟ୍ବିଟରର କର୍ମଚାରୀଙ୍କୁ ଛଟେଇ କରିବା ନେଇ ଚର୍ଚ୍ଚାରେ ରହିଥିବା ବେଳେ ।ଏନେଇ ଟେସଲାର ସମ୍ପତ୍ତି ହ୍ରାସ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଟେସଲାରେ ଏଲନ…

ଅର୍ଚ୍ଚନା ମାମଲାରେ ଇଡିର ଛାନଭିନ୍; ନୋଟିସ୍ ପାଇଁ ଲମ୍ବା ତାଲିକା, କାହାକୁ ଡାକିବ ?

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲ୍ ଓ ବ୍ଲାକମେଲିଂ କାରବାରରେ ଗିରଫ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ମାମଲାରେ ସକ୍ରିୟ ହୋଇଛି ଇଡି । ଦମ୍ପତିଙ୍କ ଆକାଉଣ୍ଟ ଖୋଳତାଡ଼ ପରେ ଆର୍ଥିକ କାରବାର ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…

ଶ୍ରୀଜିଉଙ୍କର ବନକଲାଗି ନୀତି

ପୁରୀ : ଆଜି ଶ୍ରୀ ମନ୍ଦିରରେ ଶ୍ରୀଜିଉଙ୍କର ବନକଲାଗି ନୀତି । ଦ୍ବିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିରର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ ।  ବୁଧବାର ମହାପ୍ରଭୁଙ୍କ ବନକ ଲାଗି ନୀତି  । ବନକଲାଗି ପାଇଁ ହିଙ୍ଗୁଳ,…

କବିତା : ନାରୀ

ସୁରଞ୍ଜନ ପାତ୍ର କୁରେଇ ଫୁଲର ସକାଳ କୁହ କି ପଦ୍ମ ଭର୍ତ୍ତି ପୋଖରୀର କଥା କୁହ ଜହ୍ନ ରାତିର ବିମୁଗ୍ଧ ପଣ କୁହ କି ନାଚ ଭର୍ତ୍ତି ସ୍ୱପ୍ନର କଥା କୁହ ଏ ସବୁର ପୁଣ୍ୟତା କିଛି ନାହିଁ ଯଦି ନାରୀଟିଏ ସଙ୍ଖୋଳିବାକୁ ନାହିଁ ମାଟିର ବୈକୁଣ୍ଠ । ନାରୀ ବର୍ଷାନ୍ତ ଆକାଶକୁ ସଜେଇ ପାରେ…

ପାକ ଲ୍ୟାବରେ ମାରାତ୍ମକ ଭାଇରସ ଉପରେ ଗବେଷଣା କରୁଛନ୍ତି ଚୀନ ବୈଜ୍ଞାନିକ !

ନୂଆଦିଲ୍ଲୀ: ଉହାନ ଲ୍ୟାବରୁ କରୋନା ମହାମାରୀ ଭାଇରସ ଲିକ ହୋଇଥିବା କଳଙ୍କରୁ ମୁକ୍ତି ପାଇ ନ ଥିବା ଚୀନ ନାମରେ ଆଉ ଏକ ମାରାତ୍ମକ ଅଭିଯୋଗ ଆସିଛି । ଚୀନ ବୈଜ୍ଞାନିକମାନେ ପାକିସ୍ତାନର ରାୱଲପିଣ୍ଡି ଲ୍ୟାବରେ ଆଉ ଏକ ମାରାତ୍ମକ ଭାଇରସ ଉପରେ ଗବେଷଣା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଛି ।…

ଚର୍ଚ୍ଚାରେ ଟିମ ଇଣ୍ଡିଆ ସିନିୟରଙ୍କ ଖେଳୁଆଡ ମନୋଭାବ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳିବା ପାଇଁ ଭାରତୀୟ ଦଳ ମେଲବୋର୍ଣ୍ଣରୁ ଆଡିଲେଡ ବିମାନ ଯୋଗେ ପଂହଚି ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଯାତ୍ରା ସମୟରେ ଟିମ ଇଣ୍ଡିଆ ସିନିୟର ଖେଳାଳିଙ୍କ ଖେଳୁଆଡ ମନୋଭାବ ସବୁଠାରୁରେ ଚର୍ଚ୍ଚିତ ଓ ପ୍ରଶଂସିତ ହେଉଛି ।…

କ୍ୟାପଟେନ ଫ୍ଲପ, ଟିମ ସେମିରେ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ସେମିଫାଇନାଲ ମୁକାବିଲା କାଲିଠାରୁ ଆରମ୍ଭ ହୋଇଯିବ । ନ୍ୟୁଜିଲାଣ୍ଡ-ପାକିସ୍ତାନ ଓ ଭାରତ-ଇଂଲଣ୍ଡ ମଧ୍ୟରେ ୨ଟି ଯାକ ସେମିଫାଇନାଲ ଖେଳାଯିବ । ତେବେ ସବୁଠାରୁ ମଜାର କଥା ସେମିଫାଇନାଲରେ ପ୍ରବେଶ କରିଥିବା ଏହି ୪ଟିମ ଅଧିନାୟକ ପ୍ରଦର୍ଶନ ଏ ପର୍ଯ୍ୟନ୍ତ…

ଠକ ସୁକେଶଙ୍କ କେଜ୍ରିୱାଲଙ୍କୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମନି ଲଣ୍ଡ୍ରଂ କେସରେ ଜେଲଦଣ୍ଡ ଭୋଗୁଥିବା ଠକ ସୁକେଶ ଚନ୍ଦ୍ରଶେଖର ମଙ୍ଗଳବାର ଦିଲ୍ଲୀ ଏଲଜିଙ୍କୁ ଚତୁର୍ଥ ପତ୍ର ଲେଖିଛନ୍ତି । ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଯଦି ମୁଁ କୌଣସି ମିଛ କଥା ଲେଖିଥାଏ ତାହାହେଲେ ମୋତେ ଫାଶୀ ଦଣ୍ଡ ଦିଆଯାଉ । ଆଉ ଯଦି ମୋ କଥା ସତ ହୋଇଥାଏ…