Latest Odisha News

BREAKING NEWS

ଇଟା ଭାଟିରେ ଜଳିଗଲା ପୁଅର ଗୋଡ଼, ଅନ୍ଧୁଣି ମା’କୁ ପୋଷିବ କିଏ ?

କାମାକ୍ଷାନଗର : ଅନ୍ଧୁଣି ମା‘ର ସାହାରା ଥିଲା ୧୪ ବର୍ଷର ପୁଅ। ମା’ ମୁହଁରେ ଆହାର ମୁଠାଏ ଦେବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଛି ପୁଅ । ଇଟା ଭାଟିରେ କାମ କରିବାକୁ ଯାଇଥିଲା ନାବାଳକ ପୁଅ । ମାତ୍ର ସାମାନ୍ୟ ଅସାବଧାନତା ଯୋଗୁଁ ପୁଅର ଦୁଇଟି ଯାକ ଗୋଡ଼ ଜଳିଗଲା । ଗୁରୁତର ଅବସ୍ଥାରେ…

ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍, ୩ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା: ଭୋର୍ ସମୟରେ ଭୟଙ୍କର ଦୁର୍ଘଟଣା । ୫୭ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ବୋଲଗଡ଼ ବ୍ଲକ ପଞ୍ଚକୋଟା ନିକଟରେ ଭୋର୍ ସମୟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଗୁଜରାଟ ନମ୍ବର ପ୍ଲେଟ୍ କାରଟି ଭୁବନେଶ୍ୱରରୁ…

ଟ୍ରାଙ୍କୁଲାଇଜ ହୋଇଥିବା ହାତୀକୁ ସ୍ଥାନାନ୍ତରଣ ପାଇଁ ଉଦ୍ୟମ

ଭୁବନେଶ୍ବର : ଗତକାଲି ରାତିରେ ରାଜଧାନୀରେ ଆତଙ୍କ ଖେଳାଇଥିଲା ଦନ୍ତାହାତୀ । ଆଜି ଭୋରରୁ ହାତୀଟିକୁ ଆଇଗିଣିଆ ଆର୍ୟୁବେଦ ପାର୍କରେ ଥିବା ବେଳେ ଟ୍ରାଙ୍କୁଲାଇଜ କରିଥିଲେ ବନ ବିଭାଗ । ଏନେଇ ହାତୀଟିକୁ ଚନ୍ଦକା ଜଙ୍ଗଲ ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା କରାଯାଇଛି। ଗତକାଲି ଦିନରେ…

ଅଁଳା ନବମୀରେ ରାଧାପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ : ଆଜି ହେଉଛି ପବିତ୍ର ଅଁଳା ନବମୀ। ଏହି ନବମୀରେ ରାଧାପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳୁ ସକାଳୁ ରାଧାପାଦ ଦର୍ଶନ ନିମନ୍ତେ ଧାଡ଼ିରେ ଛୁଟିଛନ୍ତି ଶ୍ରଦ୍ଧାଳୁ । କରୋନା ପାଇଁ ଦୁଇ ବର୍ଷ ପରେ ଦର୍ଶନର ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁ ମାନେ…

କବିତା : ସୂର୍ଯ୍ୟାସ୍ତର ଆର ପାଖେ

ସୁଜାତା ମିଶ୍ର ସୂର୍ଯ୍ୟାସ୍ତର ଆର ପାଖେ ତୋଳିବା କି ଘର...! ଛାଇ ଆଲୁଅରେ ଘେରା ଦୂର ପାହାଡ଼ ଚୂଡ଼ାରେ.. ଭସା ମେଘର ଯାଯାବରୀ ଅଳସ ମାୟାରେ ସମ୍ମୋହିତ ଗୋଧୂଳିର କୋଳେ ଖେଳିବା ବୋହୁବୋହୁକା ଖେଳ..! ଅଝଟ ପଣର ଜହ୍ନ ଫୁଲେଇ ତାରାଙ୍କ ମେଳେ.. ରଚିବା ପାପ- ପୁଣ୍ୟର କଣ୍ଢେଇ…

ଟ୍ରେନ୍‌ ଟ୍ରାକ୍‌ରେ ଶୋଇ ପଡ଼ିଲେ ଜଣେ ଅଜଣା ବ୍ୟକ୍ତି, ଚାଲିଗଲା ଜୀବନ

ବଲାଙ୍ଗିର: ଟ୍ରେନ ଆଗରେ ଶୋଇବା ଯୁବକଙ୍କୁ ପଡ଼ିଲା ମହଙ୍ଗା ।ଚାହୁଁ ଚାହୁଁ ଯୁବକଙ୍କର ଚାଲିଗଲା ଜୀବନ।ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ରେଲଓ୍ବଷ୍ଟସନରେ ଘଟିଛି । ଆଜି ଭୋର ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନ ଭିତରକୁ ଏକ ମାଲବୋଝେଇ ଟ୍ରେନ ଆସିଥିଲା। ଏହି ସମୟରେ ଟ୍ରେନ୍‌ର ଗତି ବହୁତ କମ୍‌…

ଆସନ୍ତୁ ଜାଣିବା କେଉଁଠାରେ ଅଛି ଏସିଆର ବୃହତମ ମହିଳା ବଜାର

ଇମ୍ପାଲ: ଭାରତର ଉତର ପୂର୍ବାଂଚଳର ମଣିପୁର ଏକ ମନଲୋଭ ରାଜ୍ୟ । ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ସୁସ୍ଥ ବାତାବରଣ ଏହାକୁ ଅନ୍ୟ ରାଜ୍ୟଠାରୁ ଭିନ୍ନ କରିଥାଏ । ଆଉ ଏଠାରେ ଅଛି ଏସିଆର ସବୁଠାରୁ ବଡ ମହିଳା ବଜାର । ଆଜ୍ଞା ହଁ.. କେବଳ ବିବାହିତ ମହିଳାଙ୍କୁ ବ୍ୟବସାୟ କରିବା ପାଇଁ ଅନୁମତି…

ଏ ବର୍ଷ ବି କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ପୁରୀ: ମିଳିବନି ଦୁର୍ଲଭ ସୁନାବେଶ ଦର୍ଶନ । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ ହେବାକୁ ଥିବା ଶ୍ରୀଜୀଉଙ୍କ ଦୁର୍ଲଭ ଦର୍ଶନରୁ ଏଥର ବି ବଞ୍ଚିତ ହେବେ ଭକ୍ତ । ୨ ବର୍ଷ ଧରି କରୋନା କଟକଣା ପାଇଁ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ କରି ପାରି ନଥିଲେ ଶ୍ରଦ୍ଧାଳୁ ।…

ପାରାଦୀପରେ ମତ୍ସ୍ୟଜୀବୀଙ୍କୁ ମାଛଧରା ବାରଣ

ପାରାଦୀପ: ସମୁଦ୍ରକୂଳରେ ମାଛ ଧରିବା ମନା ।  ଆଜିଠାରୁ ସରକାରଙ୍କ ତରଫରୁ ଲାଗିଛି କଟକଣା । ଅଲିଭ ରିଡଲେ କଇଁଛଙ୍କ ଆଗମନ ଓ ବଂଶବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ, ତଟରକ୍ଷୀ ବାହିନୀ, ବିଭିନ୍ନ ସାମୁଦ୍ରିକ ଥାନା ସହିତ ମତ୍ସ୍ୟ ବିଭାଗ ତରଫରୁ ମତ୍ସ୍ୟଜୀବୀ ମାନଙ୍କୁ ସୂଚନା ଦିଆଯିବା ସହିତ…

ମେଡିକାଲ କଲେଜ ଓ ଆୟୁର୍ବେଦ ଆରୋଗ୍ୟ କେନ୍ଦ୍ର ପାଇଁ ଜମି ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡାରେ ନିର୍ମାଣ ହେବ ଏଲୋପାଥି ମେଡିକାଲ କଲେଜ ଏବଂ ଆୟୁର୍ବେଦ ଆରୋଗ୍ୟ କେନ୍ଦ୍ର । ଆର୍ଟ ଅଫ ଲିଭିଂ ଅନୁଷ୍ଠାନ ପକ୍ଷରୁ ଏହି ମେଡିକାଲ କଲେଜ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ,…