Latest Odisha News

BREAKING NEWS

ଦୀର୍ଘ ୧୦ ଦିନ ଧରି ବିଦ୍ୟାଳୟ ମୂଖ୍ୟ ଫାଟକରେ ଝୁଲୁଛି ତାଲା

ନବରଙ୍ଗପୁର : ଏମ. ଖଟୁଗୁଡା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ଝୁଲୁଛି ତାଲା । ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘ ୧୦ ଦିନ ଧରି ବିଦ୍ୟାଳୟ ଫାଟକରେ ତାଲା ଦେଇ ଧାରଣାରେ ବସିଛନ୍ତି ଗ୍ରାମବାସୀ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଏମ.ଖଟୁଗୁଡା ଗାଁରେ ଦେଖିବାକୁ…

ଠକ ସୁକେଶ ଆପ ନେତା ସତ୍ୟେନ୍ଦ୍ରଙ୍କୁ ଦେଇଥିଲେ ୧୦କୋଟି ଟଙ୍କା

ନୂଆଦିଲ୍ଲୀ: ଅର୍ଥ ହେରପେର ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ସୁକେଶ ଚନ୍ଦ୍ରଶେଖର ଆଜି ଚାଂଚଲ୍ୟକର ଖୁଲାସା କରିଛନ୍ତି । ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜେନା ସୁରକ୍ଷା ଏବଂ ସୁବିଧା ସୁଯୋଗ ଦେବା ପାଇଁ ତାଙ୍କ ଠାରୁ ୧୦କୋଟି ଟଙ୍କା ନେଇଥିଲେ । ସୁକେଶ ଏ ସମ୍ପର୍କରେ ଦିଲ୍ଲୀ ଏଲଜିକୁ ଚିଠି…

କଳାହାଣ୍ଡି ଜିଲ୍ଲା, ଗଡ଼ଜାତ ରାଜ୍ୟରୁ ୭ ଦଶନ୍ଧିର ଯାତ୍ରା

କଳାହାଣ୍ଡି: ଗଡ଼ଜାତ ରାଜ୍ୟରୁ ଜିଲ୍ଲା । ଦେଶ ସ୍ୱାଧୀନ ପରେ ବି ଏଠି ଚାଲୁଥିଲା ରାଜାଙ୍କ ରାଜୁତି । ବିଭବରେ ଭରା ଓଡ଼ିଶା ଭୂ-ଖଣ୍ଡର ଏ ଜିଲ୍ଲା ହେଉଛି ଆଜିର କଳାହାଣ୍ଡି । ଦେଶ ସ୍ୱାଧୀନ ପୂର୍ବରୁ କଳାହାଣ୍ଡି ଗଡ଼ଜାତର ରହିଥିଲା ନିଜସ୍ୱ ବିଧାନସଭା । ୧୯୪୭ ଡିସେମ୍ବର ୩୧ରେ କଳାହାଣ୍ଡି…

ଅଜଣା ରୋଗରେ ପୀଡ଼ିତ ଘରର ମୁଖ୍ୟ, ଛଅ ପ୍ରାଣୀ କୁଟୁମ୍ବକୁ ପୋଷିବେ କିପରି ?

ତାଳଚେର : ଅଜଣା ରୋଗରେ ରୋଗାକ୍ରାନ୍ତ ହୋଇ ଘରେ ପଡ଼ିରହିଛନ୍ତି ପଦିଆ ମହାପାତ୍ର । ଏପରି ଦୁଃଖଦ ଘଟଣା ତାଳଚେର ବ୍ଲକ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ ତାଳବେଡା ଗାଁରେ ଦେଖିବାକୁ ମିଳିଛି । ପଦିଆ ମହାପାତ୍ର ଦିନ ମଜୁରିଆ ଭାବେ କାମ କରି ନିଜ ପରିବାର ପୋଷନ୍ତି । ହେଲେ ତାଙ୍କର ସେହି ସୁଖ…

ହିତାଧିକାରୀଙ୍କ ନାଁରେ ଆସୁଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ଖାଉଛି କିଏ ?

ବୌଦ୍ଧ : ଭୂତ ଖାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା । ଆଜ୍ଞା ହଁ ଏଠାରେ ସତସତିକା ଭୂତ ଖାଉନି କିନ୍ତୁ ହିତାଧିକାରୀଙ୍କ ନାଁରେ ଆସିଥିବା ଆବାସ ଯୋଜନାର ଟଙ୍କା ଅନ୍ୟ କିଏ ଖାଉଥିବାର ନଜିର ରହିଛି । ଏହି ଦୃଶ୍ୟଟି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଗାଁ ରେ ଦେଖିବାକୁ…

ସନେଟ : ମରୁର ତଟିନୀ ମୁହିଁ

ରଞ୍ଜିତା ରାଣୀ ହୋତା  ହଜେଇ ଦେଇଛି ସାଗର ଠିକଣା ମରୁର ତଟିନୀ ମୁହିଁ ଶୀର୍ଣ୍ଣ ମୋହର ତନୁକୁ ଯାଇଛି କେତେ ବାଲିଝଡ଼ ଛୁଇଁ। ପ୍ରଖର ତାପର ପରଶରେ କ୍ଷୀଣ, ମୋ ପ୍ରାଣ ପୀୟୂଷଧାର ପ୍ରୀତିପଖଳା ମୋ ହୃଦୟପଦ୍ମେ ତଥାପି ପିପାସା ଘୋର। ସେ ମଧୁ ତୃଷ୍ଣା ଯୁଗଯୁଗ ଧରି ଯୋଜିତ ତୁମରି ସାଥେ…

ଦି ୱାୟେର ସମ୍ପାଦକଙ୍କ ଘରେ ପୋଲିସର ଚଢ଼ାଉ

ନୂଆଦିଲ୍ଲୀ: ନ୍ୟୁଜ ୱେବସାଇଟ ଦି ୱାୟେରର ଦୁଇ ସମ୍ପାଦକଙ୍କ ଘରେ ଦିଲ୍ଲୀ ପୋଲିସ ଚଢ଼ାଉ କରିଛି । ଏହି ଦୁଇଜଣ ହେଲେ ସିଦ୍ଧାର୍ଥ ବର୍ଦ୍ଧରାଜନ ଓ ଏମଜେ ଭେନୁ । ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟଙ୍କ ଅଭିଯୋଗ ପରେ ପୋଲିସ ଏହି ଚଢ଼ାଉ କରିଛି । ଦି ୱାୟେର ଉଦ୍ଦେଶ୍ୟମୂଳକ ଭାବେ ନକଲି…

ଭୁବନେଶ୍ୱରରୁ ଜୟପୁରକୁ ଆରମ୍ଭ ହେଲା ବିମାନ ଉଡ଼ାଣ

କୋରାପୁଟ: ସତ ହୋଇଛି ସ୍ୱପ୍ନ । ଆଦିବାସୀ ମାଟି ଚୁମ୍ବିଛି ଆକାଶ । ଆଜିଠୁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଆରମ୍ଭ ହୋଇଛି ବିମାନ ଉଡ଼ାଣ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର-ଜୟପୁର-ଭାଇଜାଗ୍ ମଧ୍ୟରେ ବିମାନ ଚଳାଚଳ କରିବ । ଆଜି ଭୁବନେଶ୍ୱର-ଜୟପୁର ମଧ୍ୟରେ ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ…

ନ୍ୟୁଜିଲାଣ୍ଡ, ବାଂଲାଦେଶ ସିିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷିତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଆଜି ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ଟି୨୦ ବିଶ୍ୱକପ ପରେ ଭାରତ ପ୍ରଥମେ ନ୍ୟୁଜିଲାଣ୍ଡ ଯିବ । ସେଠାରେ ୩ଟି ଲେଖାଁଏ ଟି୨୦ ଦିନିକିଆ ମ୍ୟାଚ ଖେଳାଯିବ । ଟି୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ୱ ନେବେ । ଏହା ପରେ…

ଟି୨୦ ବିଶ୍ୱକପ:ଆୟର୍ଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ସହଜ ବିଜୟ

ବ୍ରିସବେନ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ସୋମବାର ଆୟର୍ଲାଣ୍ଡକୁ ୪୨ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ସେମିଫାଇନାଲ ପ୍ରବେଶ ଆଶା ମଜଭୁତ କରିଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ କରିଥିଲା । ଆରୋନ ଫିଂଚ ସର୍ବାଧିକ ୬୩ ରନର ଇନିଂସ ଖେଳିଥିବା ବେଳେ…