Latest Odisha News

BREAKING NEWS

ଆଦିବାସୀ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଜେଏସପି ଫାଉଣ୍ଡେସନ ପକ୍ଷରୁ ସିଲାଇ ତାଲିମ ଓ ଉତ୍ପାଦନ କେନ୍ଦ୍ରର…

ଯୋଡା/ବଡ଼ବିଲ: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ସାମାଜିକ ଶାଖା, ଜେଏସପି ଫାଉଣ୍ଡେସନ ପକ୍ଷରୁ ବଡ଼ବିଲର ଦେଓଝର ପଞ୍ଚାୟତରେ ଥିବା ଜେଏସପି ପେଲେଟ ପ୍ଲାଣ୍ଟର ଜନ ଜୀବିକା କେନ୍ଦ୍ରରେ ଏକ ସିଲାଇ ତାଲିମ ଓ ଉତ୍ପାଦନ କେନ୍ଦ୍ରର ଶୁଭାରମ୍ଭ କରିଛି । ଏହି କେନ୍ଦ୍ରକୁ ପେଲେଟ ପ୍ଲାଣ୍ଟର ମୁଖ୍ୟ ବ୍ରିଜ୍…

ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ପ୍ରିଂଟିଂ ମିସଟେକ

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରାର ପୋଷ୍ଟରରେ ବୀର ସାଭରକରଙ୍କ ଫଟୋ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାକୁ ସ୍ୱାଗତ କରିବା ପାଇଁ କେରଳର ଏର୍ଣ୍ଣାକୁଲମରେ ଏକ ପୋଷ୍ଟର ଲଗା ଯାଇଥିଲା । ସେଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋରେ ବୀର ସାଭରକର…

ଭୀମସାରରେ ୪ ଛୁଆଙ୍କୁ ଜନ୍ମ ଦେଲେ ମହିଳା

ସମ୍ବଲପୁର: ଗୋଟିଏ ଥରରେ ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି ମହିଳା । ବୁର୍ଲା ଭୀମସାରରେ ବୁଧବାର ସୋନପୁରର ଜଣେ ମହିଳା ୪ ଛୁଆଙ୍କୁ ଜନ୍ମ ଦେଇଛନ୍ତି । ନବଜାତକଙ୍କ ମଧ୍ୟରେ ୩ ଜଣ ଝିଅ ଥିବା ବେଳେ ଜଣେ ଶିଶୁପୁତ୍ର ରହିଛି । ମାଆଙ୍କ ସହ ୪ ଛୁଆଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହସ୍ପିଟାଲ…

ତିରୁପତି ମନ୍ଦିରରେ ୧.୦୨ କୋଟି ଟଙ୍କା ଦାନ କଲେ ମୁସଲିମ ଦମ୍ପତି

ଚେନ୍ନାଇ: ଆନ୍ଧ୍ରପ୍ରଦେଶର ତିରୁମାଲାସ୍ଥତ ତିରୁପତି ମନ୍ଦିରରେ ଆଜି ଏକ ମୁସଲିମ ଦମ୍ପତି ୧.୦୨ କୋଟି ଟଙ୍କା ଦାନ ଆକାରରେ ଦେଇଛନ୍ତି । ଭଗବାନ ଭେଙ୍କଟେଶ୍ୱରଙ୍କୁ ବ୍ୟାପାରୀ ଅବଦୁଲ ଗନି ଓ ତାଙ୍କ ପତ୍ନୀ ସୁବିନା ବାନୋଁ ଏହି ଅର୍ଥ ଦାନ କରିଛନ୍ତି । ଏକ ଭିନ୍ନ ସମ୍ପ୍ରଦାୟର ହେବା ସତ୍ୱେ ଏତେ…

ସ୍ୱାମୀ ବେକରେ ଧାରୁଆ ଅସ୍ତ୍ର ରଖି ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ, ୬ ଜଣ ଗିରଫ

ବାଲେଶ୍ୱର: ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ । ମଙ୍ଗଳବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଏଭଳି ଅଭାନୀୟ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, କିଛି ଦୁର୍ବୃତ୍ତ ସ୍ୱାମୀ ବେକରେ ଧାରୁଆ ଅସ୍ତ୍ର ରଖି ଭୟଭୀତ କରାଇ ସ୍ତ୍ରୀକୁ…

ଆସନ୍ତୁ ଜାଣିବା ପୃଥିବୀରେ ପିମ୍ପୁଡିଙ୍କ ସଂଖ୍ୟା କେତେ ?

ହଂକଂ: ପୃଥିବୀ ପୃଷ୍ଠରେ ମଣିଷ ହେଉ କିମ୍ବା ବିଶେଷ ପ୍ରଜାତିର ଜୀବଜନ୍ତୁଙ୍କ ଗଣତି ସହଜରେ ହୋଇ ଯାଇଥାଏ । ତେବେ ପୃଥିବୀ ପୃଷ୍ଠରେ କେତେ ପିମ୍ପୁଡି ଅଛନ୍ତି ତାର ଗବେଷଣା କରିବା ପରେ ଏହାର ସଂଖ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ୫୦୦ ପ୍ରକାରର ପିମ୍ପୁଡିଙ୍କ ଉପରେ ଗବେଷଣା କରାଯାଇ…

ପୁରୀ ସହରରେ କେବେ ବିଛାଯିବ ଭୂତଳ ବିଦ୍ୟୁତ୍ ତାର ?

ପୁରୀ: ଅସରାଏ ବର୍ଷା, ଦୁଲୁକାଏ ପବନରେ କଟି ଯାଉଛି ବିଦ୍ୟୁତ୍ । ପୁରୀର ଇତିହାସ ସହ ଭୂଗୋଳ ବଦଳୁଛି । କିନ୍ତୁ ପୁରୀବାସୀ ଦୀର୍ଘଦିନରୁ ସାମ୍ନା କରୁଥିବା ବିଦ୍ୟୁତ୍ ସମସ୍ୟାର ଅନ୍ତ ହେଉନି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ କରିବାକୁ ଲକ୍ଷ୍ୟ ରଖି କାମ କରୁଛନ୍ତି ସରକାର । ସମୁଦ୍ର…

ବରଗଡ଼ରୁ ୨୯୭ ଗ୍ରାମ୍ ବ୍ରାଉନସୁଗାର ଜବତ, ଟାର୍ଗେଟରେ ଥିଲେ ସମ୍ଭ୍ରାନ୍ତ ପରିବାରର ଯୁବକ, ଯୁବତୀ

ବରଗଡ଼: ସହରରୁ ସହର… ଜିଲ୍ଲାରୁ ଜିଲ୍ଲା । ଧଳା ଜହର ପଛରେ ଓଡ଼ିଶା ! ଓଡ଼ିଶାର ଭାତହାଣ୍ଡି ବରଗଡ଼ ଏବେ ବ୍ରାଉନାସୁଗାର ବେପାରୀଙ୍କ କବଜାରେ । ସହରର ମହାନ୍ତି ପଡ଼ା ଅଞ୍ଚଳରୁ ଅବକାରୀ ବିଭାଗ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ମାମଲାରେ ଅବକାରୀ ବିଭାଗ ରାଜୁ ତାଣ୍ଡି ନାମକ ଯୁବକକୁ…

ଅଫିସରେ କାମ କରିବା ବେଳେ ନିଦ ମାଡୁଛି କି? ଏହି କାମ କରନ୍ତୁ, ସତେଜ ରୁହନ୍ତୁ

ସୁସ୍ଥ ଶରୀର ପାଇଁ ପର୍ଯ୍ୟାପ୍ତ ନିଦ ହେବା ଆବଶ୍ୟକ। ଆଜିକାଲିର ଜୀବନଶୈଳୀରେ ଲୋକମାନେ ପର୍ଯ୍ୟାପ୍ତ ନିଦ ପାଆନ୍ତି ନାହିଁ। ଏହି କାରଣରୁ ଅଫିସ୍ କାମ ସମୟରେ ନିଦ ଲାଗେ, ଅଳସ ମଧ୍ୟ ଲାଗେ। ଅଫିସରେ କାମ କରିବା କିମ୍ବା ପଢିବା ସମୟରେ ଯଦି ଆପଣ ମଧ୍ୟ ନିଦ୍ରା ଅନୁଭବ କରନ୍ତି, ତେବେ ଏହି ଖବର…

ପୁଣି ‘ମୋ ବସ୍’ରେ ଯାତ୍ରୀଙ୍କ ଠାରୁ ଚୋରି, କ୍ୟାନସର ପୀଡି଼ତଙ୍କ ଠାରୁ ଲୁଟିନେଲେ ୧୫ ହଜାର ଟଙ୍କା

ଭୁବନେଶ୍ୱର: ସିସିଟିଭି ଲାଗିଛି, ତଥାପି ଚୋରି ହେଉଛି । ଆମେ କହୁଛୁ ‘ମୋ ବସ୍’ କଥା । ଭୁବନେଶ୍ୱର ସହ କଟକ, ପୁରୀ ଓ ଖୋର୍ଦ୍ଧା ସହରକୁ ଗଡ଼ୁଥିବା ‘ମୋ ବସ୍’ ଲୁଟେରାଙ୍କ ପାଇଁ ସ୍ୱର୍ଗ ପାଲଟିଛି । ବୁଧବାର ‘ମୋ ବସ୍’ରେ ଯାତ୍ରା କରୁଥିବା ଜଣେ କ୍ୟାନସର ପୀଡ଼ିତଙ୍କ ଠାରୁ ଲୁଟ୍ ହୋଇଛି ।…