Latest Odisha News

BREAKING NEWS

ଦାମୀ ଟୁଥ୍‌ପେଷ୍ଟ ନୁହେଁ ବରଂ ଘରୋଇ ଉପଚାର କରି ମୋତି ଭଳି ଚମକାନ୍ତୁ ଦାନ୍ତ

ମୁହଁକୁ ସୁନ୍ଦର କରେ ହସ ଓ ହସକୁ ସୁନ୍ଦର କରେ ଦାନ୍ତ । ହସ ହିଁ ଜଣଙ୍କ ବ୍ୟକ୍ତିତ୍ୱକୁ ଦର୍ଶାଇଥାଏ। ସଫା ଏବଂ ଚମକୁଥିବା ଦାନ୍ତ ସୁନ୍ଦର ହସ ସହ ତ୍ୱଚାର ସୌନ୍ଦର୍ଯ୍ୟ ବଢାଇବାରେ ସାହାଯ୍ୟ କରେ । ହସ ହସ ଚେହେରା ସମସ୍ତଙ୍କ ପସନ୍ଦ। ହେଲେ ଏହି ହସ ମୁହଁରେ ହଳଦିଆ ଦାନ୍ତ ଦେଖାଗଲେ କେମିତି…

ଆସନ୍ତୁ ଜାଣିବା ୨୦୨୩, ୨୫ରେ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ କେଉଁଠାରେ ଖେଳାଯିବ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ବୁଧବାର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ କେଉଁଠାରେ ଖେଳାଯିବ ତାହା ସ୍ପଷ୍ଟ କରିଛି । ଆସନ୍ତା ବର୍ଷ ଫାଇନାଲ ମ୍ୟାଚ ଲଣ୍ଡନର ଦି ଓଭାଲରେ ଏବଂ ୨୦୨୫ ସଂସ୍କରଣ ଲର୍ଡସରେ ଖେଳାଯିବ । ଆଇସିସି ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟେଫ ଏଲର୍ଡିସ ଏହା…

ହୋଟେଲରେ ହିଡ଼େନ କ୍ୟାମେରା ଥିଲେ ଖୋଜିବେ କିପରି ?

ଭ୍ୟାକେସନ ଟ୍ରିପ୍ ହେଉ କିମ୍ବା ଅଫିସ୍ କାର୍ଯ୍ୟ ପାଇଁ ବାହାରକୁ ଗଲେ ହୋଟେଲ ବୁକିଂ କରୁଥିବେ ନିଶ୍ଚିତ। ଲୋକମାନେ ପ୍ରାୟତଃ ଗେଷ୍ଟ ହାଉସରେ ମଧ୍ୟ ରହନ୍ତି। ଏଥିରେ ମହିଳା ହୁଅନ୍ତୁ କିମ୍ବା କୌଣସି ଦମ୍ପତି ସମସ୍ତଙ୍କର ବ୍ୟକ୍ତିଗତ ମାମଲା ଥାଏ। ଏଭଳି ପରିସ୍ଥିତିରେ ସବୁଠାରୁ ବଡ ବିପଦ ହେଉଛି…

ସଂସାର ଭାଙ୍ଗିବା ପରେ ଜୀବନ ହାରିଦେଲେ; ବିଷ ପିଇ ଭୁବନେଶ୍ୱରରେ ୨ ମୃତ

ଭୁବନେଶ୍ୱର: ଜଣେ ସ୍ୱାମୀଙ୍କୁ ତ ଆଉ ଜଣେ ସ୍ତ୍ରୀକୁ ଛାଡ଼ି ଏକାଠି ରହୁଥିଲେ । ପରିବାରକୁ ଛାଡ଼ି ଏକାଠି ରହୁଥିବା ପୁରୁଷ ଓ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସଂସାର ଭାଙ୍ଗିଯିବା ପରେ ଉଭୟ ଜୀବନ ହାରି ଦେଇଛନ୍ତି । ଭୁବନେଶ୍ୱର ଭରତପୁର ଫୁଲେଶ୍ୱରୀ ବସ୍ତିରେ ଜଣେ ବ୍ୟକ୍ତି ଓ ମହିଳା…

ଅଲୋଡ଼ା ହେଲା ଶିଶୁକନ୍ୟା

ଢେଙ୍କାନାଳ : ଅଲୋଡ଼ା ହେଲା ଶିଶୁକନ୍ୟା ,କଙ୍ଗେଇଲୋ ଗାଁରୁ ଉଦ୍ଧାର ହେଲା ଶିଶୁକନ୍ୟାର ମୃତ ଦେହ   । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କଙ୍ଗେଇଲୋ ଗାଁ ଶବରସାହି ନିକଟରୁ ଗୋଟିଏ ନବଜାତ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି ପ୍ରାୟ ୨ ରୁ ୩ ଦିନ ହେବ ବୋଲି ଅନୁମାନ…

କାଳି ମନ୍ଦିରରେ କଳା କନା ବୁଲେଇଲେ ଦୁର୍ବୃତ୍ତ

ସୋନପୁର: ସୁବର୍ଣ୍ଣପୁର ସହର ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ଥିବା କାଳି ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେବା ସହ ପୂଜା ସାମଗ୍ରୀ ଚୋରି କରିଛନ୍ତି । ଆଜି ସକାଳୁ ମନ୍ଦିର ଖୋଲିବାକୁ ଆସିବା ପରେ ସେବାୟତ ତାଲା ଭଙ୍ଗା ଥିବା ଦେଖିଥିଲେ । ଏନେଇ…

ଗାଁରୁ ବଲିଉଡ ଯାତ୍ରା

ଯାଜପୁର : ଗାଁ ଷ୍ଟୁଡିଓରେ ବିବାହ ବ୍ରତର ଭିଜୁଆଲ ଏଡିଟିଂ କରୁଥିଲେ ,ଏବେ ସୁପର ଷ୍ଟାରଙ୍କ ସୁପର ବଜେଟ ଫିଲ୍ମରେ କାମ କରୁଛନ୍ତି  । ଯାଜପୁର ଜିଲ୍ଲା ଏକ ଛୋଟ  ଗାଁର ସାଧାରଣ ଭିଡିଓ ଏଡିଟରରୁ , ବଲିଉଡ୍ ଭଳି ବଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସାମିଲ ହେବାର ଯାତ୍ରା   । ଆମେ କହୁଛୁ  ଏପରି ଜଣେ…

ସଂରକ୍ଷିତ ଜଙ୍ଗଲରେ ଥିବା କୁଣ୍ଡାଖୋଲ ଆଶ୍ରମ ସିଲ୍, ଖଣ୍ଡିଆ ବାବାଙ୍କୁ ବାନ୍ଧିଲା ବନ ବିଭାଗ

କାମାକ୍ଷାନଗର: ସୁନ୍ଦରାଖୋଲ ସଂରକ୍ଷିତ ଜଙ୍ଗଲରେ ଥିବା ବେଆଇନ୍ ଆଶ୍ରମକୁ ସିଲ୍ କରିଛି ବନ ବିଭାଗ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ ସୁନ୍ଦରାଖୋଲ ଜଙ୍ଗଲର ଅଢ଼େଇ ଏକର ଜମିକୁ ଅକ୍ତିଆର କରି ରଖିଥିଲେ ଖଣ୍ଡିଆ ବାବା । ସଂରକ୍ଷିତ ଜଙ୍ଗଲ…

୪୨ ବର୍ଷରେ ପାଦ ଦେଲେ ବେବୋ

ମୁମ୍ବାଇ: ବଲିଉଡର କପୁର ପରିବାରର ‘ବେବୋ’ ଏବଂ ରୀଲ ଦୁନିଆରେ ‘ପୁ’ କୁହାଯାଉଥିବା କରୀନା କପୁରଙ୍କର ଆଜି ଜନ୍ମଦିନ। ୪୨ ବର୍ଷରେ ପାଦ ଥାପିଛନ୍ତି ବେବୋ। ପରିବାରକୁ ଗୁରତ୍ୱ ଦେଇ ବଡ଼ ପରଦାରୁ ଦୂରେଇ ଯାଇଥିବା ବେବୋଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ କିଛି ବିଶେଷ କଥା.... କରୀନା କପୁର ଖାନ…

ଜାଣନ୍ତୁ କେଉଁ କାରର ଅପେକ୍ଷା ଅବଧି ସର୍ବାଧିକ

କରୋନା ପରଠାରୁ ଗତ ଏକ ବର୍ଷ ମଧ୍ୟରେ କାର ନିର୍ମାତା କମ୍ପାନୀଗୁଡିକରେ ଯାନବାହନ ବିକ୍ରି କ୍ରମାଗତ ଭାବେ ବୃଦ୍ଧି ପାଉଛି। କମ୍ପାନୀଗୁଡିକ ମଧ୍ୟ ନୂତନ ମଡେଲ ଲଞ୍ଚ କରୁଛନ୍ତି। ତେଣୁ ଗ୍ରାହକ କ୍ରମାଗତ କିଣୁଛନ୍ତି। ତେବେ କାରରେ ସେମିକଣ୍ଡକ୍ଟର ଚିପର ଅଧିକ ଚାହିଦା ହେତୁ ଅନେକ କାରର ଏବେ ୱେଟିଂ…