Latest Odisha News

BREAKING NEWS

ଖପ୍ରାଖୋଲ ବ୍ଲକରେ ପୁଣି ଲାଗିଲା ମାଓ ପୋଷ୍ଟର

ପାଟଣାଗଡ଼: ପୁଣି ଲାଗିଲା ମାଓ ପୋଷ୍ଟର । ଦୀର୍ଘ ଦିନ ପରେ ବଲାଙ୍ଗିର ଜିଲ୍ଲା ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଳକରେ ଲାଲବାହିନୀ ପୁଣି ଉପସ୍ଥିତି ଜାହିର୍ କରିଛନ୍ତି । ଖପ୍ରାଖୋଲ ଥାନା ଠାରୁ ୬ କିଲୋମିଟର ଦୂର ଘୁନସର ବଜାରରେ ମାଓବାଦୀ ବଡ଼ ବଡ଼ ବ୍ଯାନର ଲଗାଇ ଥିବା ଦେଖିବାକୁ ମିଳିଛି ।…

୪୦ ଦିନ ପରେ ବି ଚେତାଶୂନ୍ୟ ରାଜୁ ଶ୍ରୀବାସ୍ତବ

ମୁମ୍ବାଇ: ହିନ୍ଦୀ ଜଗତର ହାସ୍ୟ ଅଭିନେତା ରାଜୁ ଶ୍ରୀବସ୍ତବଙ୍କର ସ୍ୱାସ୍ଥ୍ୟବସ୍ଥାରେ ଆସୁନାହିଁ ସୁଧାର। ଇତିମଧ୍ୟରେ ୪୦ ଦିନ ବିତିଗଲାଣି। ତଥାପି ସେ ଚେତା ଶୂନ୍ୟ ଅବସ୍ଥାରେ ଅଛନ୍ତି। ଡାକ୍ତରୀ ଟିମ୍‌ ନିରନ୍ତର ସେବା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଶରୀରର ଗୋଟିଏ ଅଙ୍ଗକୁ ଛାଡି ଦେଲେ…

କବିତା : ମଙ୍ଗଳ ଗୀତି

ଗଦାଧର ସାହୁ  ଶୁଭେଚ୍ଛୁ ମାନଙ୍କ ସ୍ନେହ ଶ୍ରଦ୍ଧା ପ୍ରେମ ଶ୍ରଦ୍ଧେୟ ମଙ୍ଗଳ ପାଇଁ, ଥାଉ ଚିରଦିନ ରହୁ ଅମଳିନ ଏତିକି ବିନତି ସାଇଁ । ଯେ ପଥେ ଚାଲିବୁ ତାଙ୍କରି ଆଶିଷେ ଆମରି ମଙ୍ଗଳ ପାଇଁ, ସେ ପଥ ତାଙ୍କରି ଆମେ ପଥଚାରି ଦି ଦିନ ପଥିକ ହୋଇ । ଏ ଜୀବନ କ୍ଷୀଣ ନୁହେଁ…

ଅନୁବାଦ ଗଳ୍ପ : ଆସ ଭଉଣୀ ଫତିମା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୦ ମୂଳ ପଞ୍ଜାବୀ: ବଳଦେବ ସିଂହ ଦୀପାବଳି ପୂର୍ବରୁ ଫି’ବର୍ଷ ଘରର ସବୁ ଅଦରକାରୀ ଜିନିଷ ଓ ଅଳିଆ ଆବର୍ଜନା ସଫା କରିବା ମୋର ଅଭ୍ୟାସରେ ପଡ଼ି ସାରିଥିଲା । ପ୍ରତିବର୍ଷ ପରି ଏ ବର୍ଷ ବି ମୁଁ ସେଇ କାମରେ ଲାଗିପଡ଼ିଥିଲି । ଘରୁ ଅଦରକାରୀ…

ମେନ ଇନ ବ୍ଲୁର ଉନ୍ମୋଚିତ ହେଲା ଜର୍ସି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପୂର୍ବରୁ ଭାରତୀୟ ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଛି । ମେନ ଇନ ବ୍ଲୁ ଏଥର ନୂତନ ରୂପରେ ପଡିଆକୁ ଓହ୍ଲାଇବେ । ବିସିସିଆଇର ସ୍ପୋର୍ଟ୍ସ କିଟ ପ୍ରାୟୋଜକ ଏମପିଏଲ ରବିବାର ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ନୂତନ ଜର୍ସି ଜାରୀ କରିଥିଲା । ଏମପିଏଲ…

ସ୍ୱସ୍ତି ସିଂ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଆନ୍ତର୍ଜାତୀୟ ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ୩୦ତମ ଏକଲବ୍ୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ୨୦୨୨ ସଂସ୍କରଣ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ସେ ଓଡିଶା ପକ୍ଷରୁ ପ୍ରତିନିଧିତ୍ୱ କରି ୨ଟି ସ୍ୱର୍ଣ୍ଣ ଏବଂ ସମାନ ସଂଖ୍ୟକ ରୌପ୍ୟ ପଦକ ହାସଲ କରିଛନ୍ତି । ରବିବାର ଏ…

୩୨ ବର୍ଷ ପରେ ଘାଟୀରେ ଖୋଲିଲା ସିନେମା ହଲ

ପୁଲୱାମା: ଦୀର୍ଘ ୩୨ ବର୍ଷ ପରେ କଶ୍ମୀରରେ ଫିଲ୍ମ ହଲ ଖୋଲିଛି । ରବିବାର ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ପୁଲୱାମା ଓ ଶୋପିୟାଁରେ ଥିଏଟରର ଉଦଘାଟନ କରିଥିଲେ । ଖୁବ ଶୀଘ୍ର ପ୍ରତ୍ୟେକ ଜିଲ୍ଲାରେ ଥିଏଟର ଖୋଲାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ । ଶ୍ରୀନଗରର ସୋମବାରା…

କାଠ ଭର୍ତ୍ତି ଗାଡ଼ି ଜବତ, ୨ ଗିରଫ

ସୁବର୍ଣ୍ଣପୁର: କାଠ ବୋଝେଇ ଗାଡ଼ି ଜବତ । ମାମଲାରେ ୨ ଜଣ ଗିରଫ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମହାନଦୀ ବ୍ରିଜ୍ ଉପରେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ଟାଟା ଏସି ଦ୍ରୁତଗତିରେ ଉଲୁଣ୍ଡା ପଟୁ ଆସୁଥିବା ବେଳେ ଅଟକାଇ ଥିଲେ ବନ ବିଭାଗ କର୍ମଚାରୀ । ଯାଞ୍ଚ…

ଆଚାର୍ଯ୍ୟ ପରେ ଚିରଞ୍ଜୀବଙ୍କ ଗଡଫାଦର ଫିଲ୍ମ ପ୍ରତି ଆଗ୍ରହ ଦେଖାଉ ନାହାନ୍ତି ଡିଷ୍ଟ୍ରିବ୍ୟୁଟର

ମାଡ୍ରାସ: ଦକ୍ଷିଣ ଭାରତର ମେଗାଷ୍ଟାର ଚିରଞ୍ଜୀବଙ୍କ ଆଗାମୀ ଫିଲ୍ମ ଗଡଫାଦରକୁ ନେବା ପାଇଁ ଡିଷ୍ଟ୍ରବ୍ୟୁଟର ରାଜି ହେଉ ନାହାନ୍ତି । ୫ ଅକ୍ଟୋବରରେ ଏହି ଫିଲ୍ମ ରିଲିଜ ହେବାକୁ ଥିଲେ ମଧ୍ୟ ଏହାକୁ ଘୁଂଚାଇ ଦିଆଯାଇଛି । ଚିରଞ୍ଜୀବଙ୍କ ୪୦ ବର୍ଷ ଫିଲ୍ମ କ୍ୟାରିୟରରେ ପ୍ରଥମ ଥର ପାଇଁ ଏ ଭଳି…

ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସମ୍ମିଳନୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ସ୍ଥିତ ଗଡ଼ଜାତଭବନ ଠାରେ ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୮୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ଶିକ୍ଷକ ଓ କର୍ମଚାରୀ ସଂଘ…