Latest Odisha News

BREAKING NEWS

ଶ୍ରୀମନ୍ଦିରରେ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ଵିତୀୟ ଭୋଗ ମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ…

ରୋହିିତ ଖେଳିବେ ୮ମ ଟି୨୦ ବିଶ୍ୱକପ: ଆଭରେଜ, ଅର୍ଦ୍ଧଶତକରେ କୋହଲି ଆଗରେ

ପୁରୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପରେ ଭାରତର ଅଧିନାୟକ ରୋହିତ ଶର୍ମା ୮ମ ଥର ପାଇଁ ଏହି ମେଗା ଇଭେଂଟ ଖେଳିବାକୁ ଯାଉଛନ୍ତି । ରୋହିତ ୭ଟି ବିଶ୍ୱକପରେ ସର୍ବାଧିକ ୩୩ ମ୍ୟାଚ ଖେଳି ୮ ଅର୍ଦ୍ଧଶତକ ସହାୟତାରେ ୮୪୭ ରନ ସଂଗ୍ରହ କରିଛନ୍ତି । ଭାରତୀୟ ଦଳରେ ସ୍ଥାନ ପାଇଥିବା ୫ଜଣ…

ଗଳ୍ପ : କାଳିଆ ଭରସା

ଆୟୁଷ ବଢ଼ାଇ ନିକିତାର ଆଖିରେ ନିଦ ନାହିଁ । ଜେଜେମାର କଥା ମନେ ମନେ ଭାବୁଥାଏ ଯେ ଠାକୁରଙ୍କର ବିନା ଅନୁମତିରେ ପତ୍ରଟିଏ ମଧ୍ୟ ହଳେ ନାହିଁ । ତେବେ ପୁଣି ବଡଠାକୁରଙ୍କର ଡାକରା ନ ଥିଲେ କିଏ କଣ ଶ୍ରୀକ୍ଷେତ୍ରକୁ ଯାଇପାରିବ। ସବୁ ସେହି ଜଗା କାଳିଆ ଡୋରୀରେ ବନ୍ଧା। ସ୍ବାମୀ ଆରପାରିକୁ…

ଛୋଟୁ ଭୈୟାଙ୍କୁ କ୍ଷମା ମାଗିଲେ ଉର୍ବଶୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଓ କ୍ରିକେଟର ରିଷଭ ପନ୍ତଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଅନ୍ତ ଘଟିଛି । ରିପୋର୍ଟ ମୁତାବକ ଉର୍ବଶୀ ତାଙ୍କ ଭୁଲ ନେଇ ପନ୍ତଙ୍କୁ କ୍ଷମା ମାଗିଛନ୍ତି । ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସାମ୍ବାଦିକଜଣଙ୍କ ତାଙ୍କୁ ପଚରାଥିଲେ ଆପଣ ବୁଲେଇ…

ଟି୨୦ ବିଶ୍ୱକପ କ୍ରିକେଟ: ଭାରତୀୟ ଚୟନ କମିଟି ଅଣଦେଖା କଲେ କି ଏହି ପାଂଚ ଖେଳାଳିଙ୍କୁ

ପୁରୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏହି ଚୟନ ନେଇ କ୍ରିକେଟ ସମୀକ୍ଷକମାନେ କିଛି ମାତ୍ରାରେ ଅସନ୍ତୁଷ୍ଟ ରହିଛନ୍ତି । ସେମାନଙ୍କ ମତରେ ୫ଜଣ ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ଫର୍ମ…

ଟ୍ରକ୍ ଚୋରି ମାମଲାରେ ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସହ ୯ ଜଣ ଗିରଫ

ଯାଜପୁର: ଟ୍ରକ୍ ଚୋରି ମାମଲାର ପର୍ଦ୍ଦାଫାସ୍ କରିଛି ଧର୍ମଶାଳା ପୋଲିସ । ମାମଲାରେ ପୋଲିସ ଯାଜପୁର ଜିଲ୍ଲା ଯୁବ ବିଜେଡି ଉପସଭାପତିଙ୍କ ସହ ୯ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର ସହ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ ହୋଇଛି । ସୂଚନା ଅନୁସାରେ, ଗତ ୧୧ ତାରିଖରେ ଧର୍ମଶାଳା…

ଟ୍ୱିଟରରେ କୋହଲିଙ୍କ ପ୍ରଶଂସକ ସଂଖ୍ୟା ଛୁଇଁଲା ୫ କୋଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ଟ୍ୱିଟରରେ ୫ କୋଟି ଛୁଇଁଛି । ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେହିପରି ଇନଷ୍ଟାଗ୍ରାମରେ ତାଙ୍କ ଫଲୋର୍ସ ସଂଖ୍ୟା ୨୦ କୋଟିରେ ପଂହଚିଛି । ସେ ଟ୍ୱିଟରରେ ୫ମ ସର୍ବାଧିକ ଫଲୋ…

ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର, କେନ୍ଦ୍ରୀୟ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ

ପୁରୀ: ବିଜେପିକୁ ଧୋକା ଦେଇଛି ବିଜେଡି । ଆମେ ବିଜେଡି ସାଙ୍ଗରେ ୯ ବର୍ଷ ଥିଲୁ । ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ । ଏବେ ଆମେ ପ୍ରତିଶୋଧ ନେବୁ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ପୁରୀରେ ବିଜେପିର ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । କେନ୍ଦ୍ରରେ ସଂଖ୍ୟା…

ଶସ୍ତା ହେବ କ୍ୟାନସର ଓ ସଂକ୍ରମଣରୋଧୀ ଔଷଧର ଦାମ

ନୂଆଦିଲ୍ଲୀ: ଦେଶରେ କେତେକ ଜରୁରୀକାଳୀନ ଔଷଧର ଦାମ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟା ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ଏନଏଲଇଏମ ଶ୍ରେଣୀରେ ଏହି ଔଷଧଗୁଡିକୁ ସାମିଲ କରିବା ପାଇଁ ଘୋଷଣା କରିଛନ୍ତି । ଏଥିରେ…

ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ପ୍ରତିବାଦ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ।  ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ରେ ବିସିବାସହ ପ୍ରତିବାଦ କରିଛନ୍ତି ଟ୍ରାକ୍ଟର ମାଲିକମାନେ  ।  ଟ୍ରାକ୍ଟର ମାଲିକ ମାନେ ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ସହର…