Latest Odisha News

BREAKING NEWS

 ଅନୁବାଦ କବିତା : ଘୋଡ଼ା ସବାରର ଗୀତ

ମୂଳ ରଚନା : ଫେଡେରିକା ଗାର୍ସିଆ ଲୋରକା କର୍ଡୋବା ଏକାକୀ ଓ ସୁଦୂର ଛୋଟ କଳା ଘୋଡ଼ା ବିଶାଳ ଜହ୍ନ ଅଲିଭ କୋଳିରେ ଭରା ମୋର ଥଳି। ରାସ୍ତା ମତେ ଜଣାଅଛି କର୍ଡୋବାରେ ତଥାପି ବି ମୁଁ କେବେ ପହଞ୍ଚିବିନି ପବନକୁ ଚିରି , ସମତଳ ଭୂଇଁ ଡେଇଁ ମୋର ଏଇ କଳା ଘୋଡ଼ା ନାଲି ଜହ୍ନ,…

ଆର ପାରିରେ ମହାନ ଟେନିସ ଖେଳାଳି ନରେଶ କୁମାର

ନୂଆଦିଲ୍ଲୀ: ଭାରତର ମହାନ ଟେନିସ ଖେଳାଳି ନରେଶ କୁମାରଙ୍କ ୯୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଯାଇଛି । ଷ୍ଟାର ଖେଳାଳି ଲିଆଣ୍ଡର ପେସଙ୍କ ସେ ଗୁରୁ ଥିଲେ । ୧୯୫୨ରେ ଡେଭିସ କପରେ ସେ ଡେବ୍ୟୁ କରିଥିଲେ । ସେ ତାଙ୍କ କ୍ୟାରିୟରରେ ୧୦୧ ୱିମ୍ବେଲଡେନ ମ୍ୟାଚ ଖେଳିଛନ୍ତି । ଡେଭିସ କପରେ ସେ ଭାରତର…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଉଥାପ୍ପା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରବିନ ଉଥାପ୍ପା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୦୭ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମୁକାବିଲା ପରେ ସେ ଭାରତର ଘରେ ଘରେ ପରିଚିତ ହୋଇ ଯାଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲର ଫଳାଫଳ ପାଇଁ…

ପନ୍ତଙ୍କୁ କ୍ଷମା ମାଗିବା ଘଟଣାରେ ଉର୍ବଶୀଙ୍କ କଭି ହାଁ କଭି ନାଁ ନୀତି

ମୁମ୍ବାଇ: କ୍ରିକେଟର ରିଷଭ ପନ୍ତଙ୍କୁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ମଙ୍ଗଳବାର କ୍ଷମା ମାଗିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଭାଙ୍ଗି ଯାଇଥିବା ସମ୍ପର୍କ ପୁନର୍ବାର ଯୋଡିହେବା ନେଇ ଅନୁମାନ କରାଯାଇଥିଲା । ଏବେ ସେ ଏଥିରୁ ଓହରି ଯାଇଛନ୍ତି ।…

ବ୍ରହ୍ମାସ୍ତ୍ର ପ୍ରଚାର ପାଇଁ ରାଜମୌଲି ନେଇଥିଲେ ୧୦ କୋଟି !

ମୁମ୍ବାଇ: ବ୍ରହ୍ମାସ୍ତ୍ର ଫିଲ୍ମ ବକ୍ସ ଅଫିସରେ ଏ ପର୍ଯ୍ୟନ୍ତ ଭଲ କରୋବାର କରୁଛି । ଅବଶ୍ୟ ଏହାର କଲେକ୍ସନ ଡାଟା ନେଇ କିଛି ସଂଶୟ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ପ୍ରମାଣିତ ହୋଇପାରି ନାହିଁ । ଏହା ମଧ୍ୟରେ ଆଉ ଏକ ଖବର ସମସ୍ତଙ୍କୁ ଚକିତ କରିଛି । କରନ ଜୋହର ତାଙ୍କ ଫିଲ୍ମର ପ୍ରଚାର ପାଇଁ…

ପୁଣି ଡରାଇଲେ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟରେ ରେଡ୍ କରିବ କି ED, CBI ?

ପୁରୀ: ପୁଣି ଡରାଇଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଘାଣ୍ଟିବ କେନ୍ଦ୍ରୀୟ ସଂସ୍ଥା । ପରୋକ୍ଷରେ କହିଲେ ରାଜ୍ୟରେ ହେବ ଇଡି, ସିବିଆଇ ରେଡ୍ । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟରେ ଗୋଟି ଚାଳନା କରୁଛି ବିଜେପି । ବିଭିନ୍ନ ରାଜ୍ୟରେ କ୍ଷମତାକୁ…

ସୁପ୍ରିମ ରିଲିଫ :ପଦରେ ରହିପାରିବେ ଗାଙ୍ଗୁଲି, ଶାହ

ନୂଆଦିଲ୍ଲୀ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସେକ୍ରେଟାରୀ ଜୟ ଶାହାଙ୍କୁ ଆଜି ମିଳିଛି ସୁପ୍ରିମ ରିଲିଫ । ସୁପ୍ରିମକୋର୍ଟ କୁଲିଂ ଅଫ ପିରୟଡ ସହ ଜଡିତ ସମ୍ବିଧାନରେ ସଂଶୋଧନ କରିବା ପାଇଁ ମଂଜୁରୀ ପ୍ରଦାନ କରିଛି । ଫଳରେ ଗାଙ୍ଗୁଲି ଓ ଶାହ ତାଙ୍କ ପଦ ବଜାୟ ରଖିପାରିବେ । ପୂର୍ବରୁ…

ପ୍ରେମିକ ଘର ଆଗରେ ଧାରଣାରେ ପ୍ରେମିକା

ଅନୁଗୁଳ: ପ୍ରେମ ସମ୍ପର୍କ ରଖିବା ପରେ ବାହା ହେବାକୁ ପ୍ରେମିକ ମନା କଲା ପରେ ଧାରଣା ଦେଇଛି ପ୍ରେମିକା । ରାତି ଅଧରୁ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣାରେ ବସିଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପାଦ ଥାନା କଣଲୋଇ ଗାଁର ପ୍ରଶାନ୍ତ ମାଝୀଙ୍କ ସହ କିଶୋରନଗର ଥାନା ଉରୁକୁଳା ଅଞ୍ଚଳର ଟୁନି…

ବିଡିଓଙ୍କ କାର୍ ଧକ୍କାରେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ

ନୂଆପଡ଼ା: କୋମନା ବ୍ଲକ ବିଡିଓଙ୍କ କାର୍ ଧକ୍କାରେ ତରବୋଡ଼ ଗାଁର ଜଣେ ଅସ୍ଥାୟୀ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ କୋମନା ବିଡିଓ ସୁଶାନ୍ତ ରଣା ଏକ କାରରେ କୋମନାରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ । ବିପରୀତ ଦିଗରୁ ତରବୋଡ଼ ଗାଁର ଜଣେ ଅସ୍ଥାୟୀ କର୍ମଚାରୀ…

ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳକୁ ନେଇ ଉତ୍ତେଜନା

ନବରଙ୍ଗପୁର: ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୋକରା ଚାଉଳ ଦିଆଯାଉଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁର୍ତ୍ତୃମା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଲାଙ୍କୁ ପୋକରା ଚାଉଳକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇବା ପାଇଁ…