ବିଶ୍ୱ ଫାଷ୍ଟ ଏଡ ଦିବସ: ସ୍କୁଲ-କଲେଜ ଛାତ୍ର ଛାତ୍ରୀଙ୍କୁ ଦିଆଗଲା ତାଲିମ
ପୁରୀ: ବିଶ୍ୱ ଫାଷ୍ଟ ଏଡ ଦିବସ ଅବସରରେ ଆଜି ପୁରୀର ଗୋପବନ୍ଧୁ ଅରୟୁର୍ବେଦ ମହାବିଦ୍ୟାଳୟ ପରିସରରେ ସେଂଟ ଜନ ଆମ୍ବୁଲାନ୍ସ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ, କଲେଜର ବିଭିନ୍ନ ଛାତ୍ର ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ…