Latest Odisha News

BREAKING NEWS

କେଆରକେ ଜୀବନ ପ୍ରତି ଅଛି ବିପଦ, ଅଭିଷେକଙ୍କୁ ସାହାଯ୍ୟ ମାଗିଲେ ପୁଅ

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ ଓ ଅଭିନେତା କମାଲ ରଶିଦ ଖାଁଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଦର୍ଶାଇ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ଦେବେନ୍ଦ୍ରେ ଫଡନାଭିସ ଓ ରିତେଶ ଦେଶମୁଖଙ୍କୁ ସାହାଯ୍ୟ ମାଗିଛନ୍ତି । ମୁମ୍ବାଇର କେତେକ ଲୋକ ମୋ ବାପାଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚୁଛନ୍ତି ବୋଲି…

ସ୍ୱଧାର ଗୃହରୁ ଦୁଇ ଜଣ ନାବାଳିକା ନିଖୋଜ

ରାୟଗଡ଼ା: ରାୟଗଡ଼ା ସହରରେ ଥିବା ସେହ୍ନ ସ୍ୱଧାର ଗୃହରୁ ୨ ଜଣ ନାବାଳିକା ନିଖୋଜ ହୋଇ ଯାଇଛନ୍ତି । ସ୍ୱଧାର ଗୃହରେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ହସ୍ତକ୍ଷେପ ପରେ ରାୟଗଡ଼ା ଥାନାରେ ୨ ନାବାଳିକା ନିଖୋଜ ନେଇ ଏତଲା…

ଘରେ ପଡ଼ିଛି ସ୍ତ୍ରୀର ରକ୍ତ ଜୁଡୁବୁଡ଼ୁ ମୃତଦେହ, ୨ ଛୁଆଙ୍କୁ ନେଇ ଫେରାର୍ ସ୍ୱାମୀ

ନବରଙ୍ଗପୁର: ସ୍ତ୍ରୀକୁ ମାରିଲା… ୨ ଛୁଆଙ୍କୁ ନେଇ କୁଆଡ଼େ ପଳାଇଲା ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଖିଡ଼ିଙ୍ଗଗୁଡ଼ା ଗାଁରେ ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ କେଉଁ ଆଡ଼େ ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି । ମାଆକୁ ମାରିବା ପରେ ୨ ଛୁଆକୁ ନେଇ ପଳାଇଥିବା ଅଭିଯୋଗ…

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତ ଲୁଟିନେଲେ ୮୦ ହଜାର ଟଙ୍କା

କାମାକ୍ଷାନଗର: ଦିନ ଦ୍ୱିପ୍ରହରରେ ଲୁଟ୍ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରୁ ୮୦ ହଜାର ଟଙ୍କା ଲୁଟ୍ ହୋଇଛି । ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଲୁଟର ଶିକାର…

ଫକୀର ମୋହନ ନାହାକଙ୍କ ୩ଟି ପୁସ୍ତକ ଉନ୍ମୋଚିତ

ଫକୀର ମୋହନ ନାହାକଙ୍କ ୩ଟି ପୁସ୍ତକ ଉନ୍ମୋଚିତ ମୋହାଲି : ପଞ୍ଜାବର ମୋହାଲି ସ୍ଥିତ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ପରିସରରେ ସାମ୍ବାଦିକତା ଓ ଗଣଯୋଗାଯୋଗ ପ୍ରତିଷ୍ଠାନର ବିଭାଗୀୟ ମୁଖ୍ୟ ଫକୀର ମୋହନ ନାହାକଙ୍କ ରଚିତ 'ଓଡ଼ିଶା ସମ୍ବାଦ'ର 'ଗାଁ କଥା' ସ୍ତମ୍ଭରେ ପ୍ରକାଶିତ ତୀରତରଙ୍ଗ…

ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବରେ ‘ଇଣ୍ଡିଆ ବୁକ ଅଫ ରେକର୍ଡ଼ସ’ ରେ ଉଦୟନାଥ ସାହୁ

ଭୁବନେଶ୍ୱର : ଓଡ଼ିଆ, ବଙ୍ଗଳା ଓ ଅସମିୟା ଭାଷାରେ ଲିଖିତ ମହାଭାରତ ଓ ଶ୍ରୀମଦ ଭାଗବତର ତୁଳନାତ୍ମକ ଅଧ୍ୟୟନ ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସ-୨୦୨୨ ରେ ପ୍ରଥମ ଓଡ଼ିଆ ସାହିତ୍ୟିକ ଭାବରେ ଉଦୟନାଥ ସାହୁ ସ୍ଥାନ ପାଇଛନ୍ତି। ଶାରଳା ମହାଭାରତ ଓ ସଂସ୍କୃତ ମହାଭାରତର ତୁଳନାତ୍ମକ ଅଧ୍ୟୟନ କରିବା ସହ…

[ଦେଖନ୍ତୁ ଭିଡିଓ] ବିବାହ ବନ୍ଧନରେ ବାନ୍ଧି ହେଲେ ଆତ୍ମସମର୍ପଣ କରିଥିବା ମାଓବାଦୀ

ନୂଆପଡ଼ା: ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିଲେ, ଏବେ ବାହା ହୋଇ ସଂସାର ଗଢ଼ିଛନ୍ତି । ମାଓବାଦୀର ରାସ୍ତା ଛାଡ଼ି ପୋଲିସ ନିକଟରେ ଆତ୍ମସପର୍ପଣ ପରେ ବଦଳି ଯାଇଛି ଜୀବନ । ପୋଲିସ ଉପସ୍ଥିତିରେ ପରସ୍ପରକୁ ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ ମାଧୁରୀ ଓ ପିଣ୍ଟୁ । ନୂଆପଡ଼ା…

ଅନୁବାଦ କବିତା : ଉର୍ବଶୀ

ମୂଳ ରଚନା : ବିଷ୍ଣୁ ଦେ ମୁଁ ନୁହେଁ ପୁରୁରବା ହେ ଉର୍ବଶୀ ଜାଣିଛ କି ତୁମେ କ୍ଷଣିକର ଏଇ ଭଙ୍ଗୁର ଦୁନିଆର ଅଳକାପୁରୀରେ ଇନ୍ଦ୍ରିୟର ଆନନ୍ଦ ପାଇଁ ମୁଁ ରଚିଛି ମୋ ନିଜ ଭୁବନ? ଆସ ତୁମେ ସେଇ ଜଗତକୁ କଦମ୍ବର ରୋମାଞ୍ଚ ବିତରି ରହିଯାଅ କିଛି କ୍ଷଣ ପାଇଁ ତୁମ ଦେହର ହାୟ ଅନ୍ତହୀନ…

ଆଇପିଏଲ ଖେଳିଥିବା ନେପାଳୀ କ୍ରିକେଟରଙ୍କ ନାମରେ ନାବାଳିକା ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ନେପାଳୀ କ୍ରିକେଟର ସନ୍ଦୀପ ଲାମିଛାନୋଙ୍କ ନାମରେ ମାରାତ୍ମକ ଅଭିଯୋଗ ଆସିଛି । ନେପାରର ଅଧିନାୟକ ସନ୍ଦୀପ ୧୭ ବର୍ଷୀୟା ଏକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କାଠମାଣ୍ଡୁ ପୋଲିସ ଘଟଣାର…

ବିଶ୍ୱର ୨୦୦ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଚଙ୍ଗେଜ ଖାଁଙ୍କ ବଂଶଜ !

ଭୁବନେଶ୍ୱର: ଇତିହାସର ସବୁଠାରୁ ନୃଶଂସ ଏବଂ କ୍ଷମତାଲୋଭୀ ରାଜା ଭାବେ ଚଙ୍ଗେଜ ଖାଁଙ୍କୁ କିଏ ବା ନ ଜାଣେ । ଏହି ନିର୍ଦ୍ଦୟୀ, ହତ୍ୟାକାରୀ ଯେଉଁ ସ୍ଥାନ ଅଧିକାର କରୁଥିଲା ସେଠାରେ ମଣିଷର କଟା ମୁଣ୍ଡ ଗଦେଇ ହୋଇ ପଡୁଥିଲା । ଏହା ପରେ ଆରମ୍ଭ ହେଉଥିଲା ମାନବିକତା ନାମକ ଶବ୍ଦର ହତ୍ୟା । ଉକ୍ତ…