Latest Odisha News

BREAKING NEWS

୭୦ ବର୍ଷରେ ମାଆ ହେଲେ ଚନ୍ଦ୍ରାବତୀ

ଅଲଭର: ବିଶ୍ୱାସ ନ ହେଲେ ବି ସତ୍ୟ । ଅତ୍ୟାଧୂନିକ ଚିକିତ୍ସା ବ୍ୟବସ୍ଥା ଏବଂ ବିଶ୍ୱାସ ବଳରେ ରାଜସ୍ଥାନର ଚନ୍ଦ୍ରାବତୀ ୭୦ ବର୍ଷ ବୟସରେ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗୋପୀଚାନ୍ଦ (୭୫ ବର୍ଷ)ଏବଂ ଚନ୍ଦ୍ରାବତୀ ୫୪ ବର୍ଷ ତଳେ ବିବାହ କରିଥିଲେ । ଗୋପୀଚାନ୍ଦ ଜଣେ ପୂର୍ବତନ ସୈନିକ…

ୟୁଏସ ଓପନ ପରେ ଟେନିସକୁ ଅଲବିଦା କହିବେ ସେରେନା

ନ୍ୟୁୟର୍କ: ଟେନିସକୁ ଅଲବିଦା କହିବାକୁ ଯାଉଛନ୍ତି ବିଶ୍ୱର ମହାନ ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସ । ଆମେରିକାର ଏହି ୪୦ ବର୍ଷୀୟା ଷ୍ଟାର ଖେଳାଳି ୟୁଏସ ଓପନ ପରେ ଟେନିସରୁ ଅବସର ନେବେ ବୋଲି ପ୍ରଶଂସକଙ୍କୁ ଜଣାଇଛନ୍ତି । ଅଗଷ୍ଟ ୨୯ରୁ ୟୁଏସ ଓପନ ଆରମ୍ଭ ହେବ । ଭୋଗ୍ୟୁ ପତ୍ରିକାରେ…

କ୍ରିକେଟର ଲୋକପ୍ରିୟ ଅମ୍ପାୟର ରୁଡି କର୍ଟଜନଙ୍କ ପରଲୋକ

ଡର୍ବାନ: ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ କ୍ରିକେଟ ଅମ୍ପାୟର ରୁଡି କର୍ଟଜନଙ୍କ ଆଜି ପରଲୋକ ହୋଇଯାଇଛି । ୭୩ ବର୍ଷୀୟ ରୁଡିଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କ ପୁଅ ଏ ସମ୍ପର୍କରେ ଗଣମାଧ୍ୟମକୁ ଜଣାଇଥିଲେ । ରୁଡିଙ୍କ ସମେତ ଅନ୍ୟ ୩ଜଣଙ୍କର ମଧ୍ୟ ଏହି ମର୍ମନ୍ତୁଦ…

ଡେଙ୍ଗୁରେ ଆକ୍ରାନ୍ତ ହେବା ସତ୍ୱେ କାମ କରୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଏହା ସତ୍ୱେ ତାଙ୍କ ବ୍ୟାନର ମଣି କର୍ଣ୍ଣିକା ଫିଲ୍ମସରେ ନିର୍ମିତ ହେଉଥିବା ଆଗାମୀ ଫିଲ୍ମ ସେଟରେ କାର୍ଯ୍ୟ ବ୍ୟସ୍ତ ଥିବା ଫଟୋ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଏର୍ମଜେନ୍ସି ଉପରେ ଆଧାରିତ ଏହି ଫିଲ୍ମରେ…

ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ

ପୁରୀ: ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ୩ ଜଣ ପର୍ଯ୍ୟଟକ । ଭାସି ଯାଇଥିବା ତିନିଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ । ଆଜି ସେକ୍ଟର-୧ ଦିଗବାରେଣି ଖୁଣ୍ଟି ବେଳାଭୂମିରେ…

[ଦେଖନ୍ତୁ ଭିଡିଓ] ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସକୁ ଜାତୀୟ ଛୁଟି ଘୋଷଣା ଦାବି

ଗୁଣପୁର: ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କ ହୁଙ୍କାର । ପାରମ୍ପରିକ ବେଶଭୂଷାରେ ବିରାଟ ପଟୁଆର କରିଛନ୍ତି ଆଦିବାସୀ । ଦାବି କରିଛନ୍ତି ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସ ହେଉ ଜାତୀୟ ସରାକାରୀ ଛୁଟି । ଗୁଣପୁର ଉପଖଣ୍ଡର ଶତାଧିକ ଆଦିବାସୀ ପାରମ୍ପରିକ ବେଶଭୂଷା ଗୁଣୁପୁର ନୂଆ ବସ ଷ୍ଟାଣ୍ଡ…

ରାଜ୍ୟଗୋଷ୍ଠୀ କ୍ରୀଡା ସମାପ୍ତି ପରେ ଶ୍ରୀଲଙ୍କାର ୧୦ ଖେଳାଳି ନିଖୋଜ

ବର୍ମିଂହାମ: ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ହୋଇଛି । ତେବେ ଏହା ପରେ ୧୦ ଶ୍ରୀଲଙ୍କା ଖେଳାଳି ନିଖୋଜ ହୋଇଛନ୍ତି । ଏଥିରେ ୯ ଖେଳାଳି ଓ ଜଣେ ଅଧିକାରୀ ରହିଛନ୍ତି । ରିପୋର୍ଟ ମୁତାବକ ଦେଶର ଆର୍ଥୀକ ସଙ୍କଟକୁ ଦେଖି ଏମାନେ ଶ୍ରୀଲଙ୍କା ନ ଫେରି ଇଂଲଣ୍ଡରେ ରହିବାକୁ ଚାହୁଁଛନ୍ତି ।…

ଅଗଷ୍ଟ ୧୫ରେ କିଏ, କେଉଁଠି କରିବେ ଜାତୀୟ ପତାକା ଉତ୍ତୋଳନ, ଜାଣନ୍ତୁ…

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରରେ ଜାତୀୟ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ଅନୁସୂଚିତ ଜନଜାତି ଓ ଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କନ୍ଧମାଳରେ ତ୍ରିରଙ୍ଗା ଉତ୍ତୋଳନ କରିବେ । ପୁରୀରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ,…

ସାର ଦୋକାନୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ

ବରଗଡ଼: ଲାଞ୍ଚ ନେଇ ଧରାପଡ଼ିଲେ ସହକାରୀ କୃଷି ଅଧିକାରୀ । ପାଇକମାଲ ବ୍ଲକ ସହକାରୀ କୃଷି ଅଧିକାରୀ ତଥା ସାର ନୀରିକ୍ଷକ ପ୍ରଣୟ କୁମାର ମନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଣେ ସାର ଡିଲରଙ୍କ ସାର ଲାଇସେନ୍ସ ବାତିଲ୍ କରିବା ଭୟ ଦେଖାଇ ସହକାରୀ କୃଷି ଅଧିକାରୀ ଦେଢ଼ ଲକ୍ଷ ଟଙ୍କା…

ଗ୍ୟାସ୍ ଲିକ୍ ହୋଇ ପରିବାରର ୫ ଜଣ ଗୁରୁତର

ଜଗତସିଂହପୁର: ରୋଷେଇ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇ ପଡ଼ିଛନ୍ତି । ତିର୍ତ୍ତୋଲ ଥାନା ରାଣୀତୋଳା ଗାଁର ସମସ୍ତଙ୍କ ଗୁରୁତରଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି…